Browsing Category

ଦେଶ

ଆଥ୍ଲେଟ୍ ପରିବା ବିକାଳି

ରାଂଚି : ଝାରଖଣ୍ଡ ଅନ୍ତର୍ଗତ ରାମଗଡ଼ ଜିଲ୍ଲା ରାଜ ରାସ୍ତାରେ ପରିବା ବିକୁଛନ୍ତି ପ୍ରମୁଖ କ୍ରୀଡ଼ାବିତ୍ ଗୀତା କୁମାରୀ । ଆର୍ଥିକ ଅନାଟନ କାରଣରୁ ଗୀତା ବର୍ତମାନ ପରିବା ବିକ୍ରି କରୁଥିବା ଟ୍ୱିଟରରୁ ସୂଚନା ପାଇବା ପରେ ତୁରନ୍ତ ସହାୟତା ପାଇଁ ମୁଖ୍ୟ ମନ୍ତ୍ରୀ ରାମଗଡ଼ ଜିଲ୍ଲା
Read More...

ନେପାଳରେ ଲୁଣ କିଲୋ ୧୦୦

ନୁଆଦିଲ୍ଲୀ- ଚାଇନା ସହ ଭାରତ ସୀମା ବିବାଦ ଉଗ୍ର ରୂପ ନେବା ପରେ ନେପାଳ ମଧ୍ୟ ବିଭନ୍ନ ଆଳ ଦେଖାଇ ଭାରତ ସହ ବିବାଦ ଆରମ୍ଭ କରିଦେଇଛି । ଏମିତି କି ଭାରତ ଓ ନେପାଳ ମଧ୍ୟରେ ସୀମା ବନ୍ଦ ହୋଇଯାଇଛି । ଏହା ଉଭୟ ଦେଶର ବାଣିଜ୍ୟ ଉପରେ ପ୍ରଭାବ ପକାଇଛି । ନେପାଳ ସରକାର ଏହାର ନାଗରିକଙ୍କ ଭାରତରେ
Read More...

ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ

ଡେରାଡୁନ : ଉତାଖଣ୍ଡର ଡେରାଡୁନ ଡୋଈବାଲା ମଣି ମାଈ ମନ୍ଦିର ନିକଟ ରାଜପଥରେ ଗୁରୁବାର ବିଳମ୍ବିତ ରାତିରେ ଏକ ତେଲ ଟ୍ୟାଙ୍କର ଓ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଯାଇଛି । ୨ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଏହି
Read More...

ରାହୁଲଙ୍କୁ ବିଜେପି ସାଂସଦଙ୍କ କଡା ଯବାବ

ଜମ୍ମୁ: ଲଦାଖରେ ଚୀନ୍ ସେନାର ମନମାନି ସିମା ଅତିକ୍ରମ ଖବରକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରତି ଟ୍ୱିଟରେ ମୋଦି ସରକାରଙ୍କୁ ଆକ୍ଷେପ କରୁଛନ୍ତି । ଚୀନ୍ ଭାରତ ସୀମା କବ୍ଜା କରିଛି କି ବୋଲି ରାହୁଲ ନିଜ ଟ୍ୱିଟରେ ପଚାରିଥିଲେ । ରାହୁଲଙ୍କ ପ୍ରଶ୍ନର ଉତର ଦେଇ ଲଦାଖର ବିଜେପି ସାଂସଦ
Read More...

ଲକଡ଼ାଉନ ପାଇଁ ଚିନି ରପ୍ତାନୀ ବାଧାପ୍ରାପ୍ତ

ମୁମ୍ବାଇ : ଲକଡ଼ାଉନ ଯୋଗୁଁ କ୍ଷତିଗସ୍ତ ହୋଇଛି ଚିନି ରପ୍ତାନୀ । ଚଳିତ ବର୍ଷ ୬୦ ଲକ୍ଷ ଟନ୍ ର ଚିନି ରପ୍ତାନୀ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଥିଲା । ହେଲେ ଜାନୁଆରୀରୁ ଜୁନ ମଧ୍ୟରେ ମହାରାଷ୍ଟ୍ରରୁ ମାତ୍ର ୩୬ ଲକ୍ଷ ଟନ ଚିନି ରପ୍ତାନୀ ହୋଇଛି । କରୋନ ଲକଡ଼ାଉନ ପାଇଁ ରପ୍ତାନୀ
Read More...

କୋଭିଡ ଟିକା ପାଇଁ ମୋଦୀଙ୍କ ସମୀକ୍ଷା

ନୂଆଦିଲ୍ଲୀ- କୋଭିଡ ଟିକାର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଭାରତରେ କୋଭିଡ ଟିକାର କିପରି ସୁପରିଚାଳନା କରାଯିବ ଓ ଏହି ଟିକାକୁ କିପରି ଶୀଘ୍ର ବ୍ୟବହାର କରାଯାଇପାରିବ ସେଥିନେଇ ସେ କେତେକ ନିଦେ୍ର୍ଧଶ ଦେଇଥିଲେ । ଏ ସଂପର୍କରେ
Read More...

ବିବାହ ପରଦିନ କରୋନା ଆକ୍ରାନ୍ତ ବରର ମୃତ୍ୟୁ

ପାଟଣା: ବିହାରର ଏକ ବିବାହ ଉତ୍ସବ ପ୍ରସାସନ ଓ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇଦେଇଛି । ବିବାହ ପରଦିନ ବରର ମୃତ୍ୟୁ ହୋଇଥିବା ଜଣାପଡିଛି । ବିବାହରେ ଯୋଗ ଦେଇଥିବା ୩୬୯ ଲୋକଙ୍କ ମଧ୍ୟରୁ ୮୦ ଜଣଙ୍କ କରୋନା ପଜିଟିଭ୍ ଜଣାପଡିଥିବାବେଳେ ୩୧ ଜଣ ପୂର୍ବରୁ ସଂକ୍ରମିତ ଥିଲେ । ଜିଲ୍ଲା ପ୍ରସାସନ
Read More...

ଜାମ୍ମୁରେ ଭୂକମ୍ପ ଅନୁଭୂତ

ଜାମ୍ମୁ : ଜାମ୍ମୁର କିଛି ଅଂଚଳରେ ମଙ୍ଗଳବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ୪.୦ ମ୍ୟାଗ୍ନିଚ୍ୟୁଡ ଥିବା ବେଳେ ଏଥିରେ କୈାଣସି କ୍ଷୟକ୍ଷତି ହୋଇ ନଥିବାର ସୂଚନା ମିଳିଛି । ସକାଳ ୮.୫୬ ମିନିଟ୍ ରେ ଦୋଡ଼ା ଜିଲ୍ଲା ଅନ୍ତର୍ଗତ ଭଲାସ ଠାରେ ଏହା ସୃଷ୍ଟି ହୋଇଥିବା ବିଶେଷଜ୍ଞ
Read More...

ସହିଦ ହୋଇଥିବା ଭାରତର ୨୦ ଜବାନଙ୍କ ପାଇଁ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

ନୂଆଦିଲ୍ଲୀ- ଗଲୱାନା ଉପତ୍ୟାକାରେ ସହିଦ ହୋଇଥିବା ୨୦ ଭାରତୀୟଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାରଲି । ସୋମବାର ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖି ସେ ଏହି ବାର୍ତା ପଠାଇଛନ୍ତି । ସହିଦ ଯବାନଙ୍କ ପରିବାରରକୁ
Read More...

ଜୁଲାଇ ୪ରେ ଖୋଲିବ ଜାମା ମସଜିଦ୍

ନୂଆଦିଲ୍ଲୀ : କୋଭିଡ଼ ମହାମାରୀ ପାଇଁ ବନ୍ଦ ରହିଥିବା ଐତିହାସିକ ଜାମା ମସଜିଦ ଜୁଲାଇ ୪ରେ ଖୋଲିବ । ସମୂହ ନମାଜ ପାଠ ପାଇଁ ଏହାକୁ ଖୋଲାଯିବ ବୋଲି କହିଛନ୍ତି ସହି ଇମାମର ସେୟଦ ଅହମଦ ବୁଖାରୀ ।ଦିନକୁ ଦିନ ବିଶ୍ୱ ମହାମରୀର ପାଦୁର୍ଭାବକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ କରିଦିଆଯାଇଥିଲା
Read More...