Browsing Category

ଦେଶ

ତାଜ ହୋଟଲ ଧ୍ୱଂସ କରିବା ପାଇଁ ପାକିସ୍ତାନର ଧମକ

ମୁମ୍ବାଇ- ମୁମ୍ବାଇ ତାଜ ହୋଟଲକୁ ଧ୍ୱଂସ କରିବା ପାଇଁ ଧମକ ଦେଇଛି ପାକିସ୍ତାନ । ଗତକାଲି ମଧ୍ୟରାତ୍ରିରେ ଏକ ଫୋନ ଆସିଥିଲା ଓ ଆତଙ୍କବାଦୀ ମାନେ ପୁଣିଥିରେ ତାଜ ହୋଟଲକୁ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି । ଫୋନକଲ ପାକିସ୍ତାନରୁ ଆସିଛି ନା ନାହିଁ ମୁମ୍ବାଇ ପୁଲିସ ତଥ୍ୟ ସଂଗ୍ରହ ପାଇଁ
Read More...

ଥରାଇଲା କରୋନା ଦୈନିକ ସଂକ୍ରମଣ ୨୦ହଜାର ମୁହାଁ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨୦ହଜାର ନିକଟତର ହୋଇଛି । ଗତ ଦୁଇଦିନ ହେଲା ନିୟମିତ ଭାବେ ୧୯ ହଜାରରୁ ଅଧିକ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ୨୪ଘଂଟାରେ ୧୯ହଜାର ୪୫୯ କରୋନା ପଜିଟିଭ ବାହାରିଥିବା ବେଳେ ମୋଟ ରୋଗୀ ସଂଖ୍ୟା ୫ଲକ୍ଷ ୪୮ ହଜାର ୩୧୮କୁ
Read More...

ଜୁଲାଇରେ ଭାରତ ପହଁଚିବ ରାଫେଲ ବିମାନ

ନୂଆଦିଲ୍ଲୀ: ଲାଇନ୍ ଆଁଫ କଂଟ୍ରୋଲ ଏବଂ ଲାଇନ୍ ଆଁଫ ଆକ୍ଚୁଆଲ କଂଟ୍ରୋଲ ର ବିଶୃଙ୍ଖଳା ଭିତରେ ଭାରତ ପାଇଁ ରହିଛି ଭଲ ଖବର । ଜୁଲାଇ ୨୭ରେ ଫ୍ରାନ୍ସରୁ ଭାରତ ପହଁଚିବ ରାଫେଲ ବିମାନ । ୪ରୁ ୬ ରାଫେଲ ଅମ୍ବାଲା ଏୟରବେସ ପହଁଚିବ ବୋଲି ସୂଚନା ମିଳିଛି । ରାଫେଲ ବିମାନର ରେଞ୍ଜ ୧୫୦ କିଲୋମିଟର
Read More...

ତୈଳ ଦର ବୃଦ୍ଧିକୁ ନେଇ ବିଜେପିକୁ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ- ତେଲ ଦର ବୃଦ୍ଧିକୁ ନେଇ କଂଗ୍ରୋସ ଉପାଧ୍ୟକ୍ଷା ସୋନିଆ ଗାନ୍ଧୀ ବିଜେପିକୁ ଘେରିଛନ୍ତି । କ୍ରମାଗତ ଭାବେ ତେଳ ଦର ବୃଦ୍ଧି ପାଇବାରେ ଲାଗିଛି । ତେଣୁ ତୈଳ ଦରରେ ବେକ୍ର ଲଗାଇବା ପାଇଁ ସେ ଦାବି ଉଠାଇଛନ୍ତି । ସମଗ୍ର ଦେଶ ଏବେ କରୋନା ସହ ଲଢୁଛି । କରୋନା ଲକଡାଉନ ପାଇଁ ଆର୍ଥିକ
Read More...

ମହାରାଷ୍ଟ୍ରରେ ଜୁଲାଇ ୩୧ ପର୍ଯ୍ୟନ୍ତ ବଢିଲା ଲକଡାଉନ

ମୁମ୍ବାଇ- ମହାରାଷ୍ଟ୍ରରେ କରୋନା ସ୍ଥିତି ଉଦବେଗ ଜନକ ଭାବରେ ବଢିଚାଲିଛି । ଏଭଳି ପରିସ୍ଥିତିରେ ଜୁଲାଇ ୩୧ ପର୍ଯ୍ୟନ୍ତ ଲକଡାଉନ ବଳବତର ରଖିବା ପାଇଁ ମହାରାଷ୍ଟ୍ର ସରକାର ନିଷ୍ପତି ନେଇଛନ୍ତି । ଯେଉଁ ସବୁ ଅଂଚଳ ଗୁଡିକ କଂଟେନମେଂଟ ଜୋନ ଘୋଷଣା କରାଯାଇଛି ସେହି ଅଂଚଳ ମାନଙ୍କରେ
Read More...

ଦିଲ୍ଲୀରେ ପ୍ଳାଜାମା ପାଥୋଲୋଜି

ନୂଆଦିଲ୍ଲୀ- ଦିଲ୍ଲୀରେ କରୋନା ସ୍ଥିତି ଅଣୟାତ ହେବାରେ ଲାଗିଛି । ତେଣୁ କରୋନା ସ୍ଥିତର ମୁକାବିଲା ପାଇଁ ଦିଲ୍ଲୀ ସରକାର ପ୍ଲାଜମା ବ୍ୟାଙ୍କ ତିଆରି କରିବାକୁ ଯୋନାକରିଛନ୍ତି । ଯେଉଁମାନେ କରୋନାରୁ ସୁସ୍ଥ ହୋଇଛନ୍ତି ସେମାନେ ପ୍ଲାଜା ଡୋନେଟ୍ କରିବାକୁ କେଜ୍ରିୱାଲ ପରାମର୍ଶ ଦେଇଛନ୍ତି ।
Read More...

ମୋଦୀଙ୍କ ପ୍ରସଂସାରେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିରୋଧ କରି ଆସୁଥିବା ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କରୋନା ମୁକାବିଳା ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଛନ୍ତି । ଅବଶ୍ୟ ଦିଲ୍ଲୀରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ତେବେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅନସୃତ ପ୍ରକ୍ରିୟାରୁ
Read More...

ଗିଲାନୀଙ୍କ ଇସ୍ତଫା

ଜମ୍ମୁ:ଜମ୍ମୁ-କାଶ୍ମୀରର ବିଛିନ୍ନତାବାଦୀ ନେତା ସୟଦ ଅଲି ଶାହ ଗିଲାନୀ ହୁରିୟତ କନ୍ଫରେନ୍ସରୁ ଇସ୍ତପା ଦେଇଛନ୍ତି ।ଏକ ଅଡିଓ ବାର୍ତା ଜାରି କରି ଇସ୍ତପା ସମ୍ପର୍କରେ ଘୋଷଣା କରିଛନ୍ତି । ଗିଲାନୀ କହିଛନ୍ତିଯେ ମୁଁ ଅଲ୍ ପାର୍ଟି ହୁରିୟତ କନ୍ଫରେନ୍ସରୁ ଇସ୍ତପା ଦେଉଛି । ୯୦ ବର୍ଷୀୟ ଗିଲାନୀ
Read More...

୬୮ କଏଦୀ କରୋନା ପଜିଟିଭ୍

ମୁମ୍ବାଇ: ମହାରାଷ୍ଟରେ କରୋନା ସଂକ୍ରମଣର ତାଣ୍ଡବ ଜାରି ରହିଥିବା ବେଳେ ଅକୋଲା ଜେଲ ୬୮ ଜଣ କଏଦି ମହାମାରୀ ସଂକ୍ରମିତ ହୋଇଥିବା ଜଣାପଡିଛି । ପ୍ରଥମେ ଏମାନଙ୍କ ମଧ୍ୟରୁ ଅଧିକାଶଂଙ୍କ ଠାରେ ଲକ୍ଷଣ ଦେଖିବାକୁ ମିଳିନଥିଲା । ଜେଲ କିଛି କଏଦିଙ୍କ ନମୁନା ପରୀକ୍ଷାରୁ ପଜିଟିଭ୍ ଥିବା ଜଣାପଡିଛି
Read More...

ପିଏମ୍ କେୟାର ଫଣ୍ଡରେ ଚୀନ୍ ଟଙ୍କାକୁ ନେଇ ବର୍ଷିଲା କଂଗ୍ରେସ

ନୂଆଦିଲ୍ଲୀ : ଗଲୱାନରେ ସୀମା ସଂଘର୍ଷକୁ ନେଇ ବିଜେପି ଓ କଂଗ୍ରେସ ପରଷ୍ପରଙ୍କୁ ଦୋଷାରୋପ କରୁଛନ୍ତି । ଏହି ପରିପ୍ରେଖୀରେ ପିଏମ୍ କେୟାର ଫଣ୍ଡକୁ ନେଇ ବିଜେପିକୁ ଘେରିଛି କଂଗ୍ରେସ । କଂଗ୍ରେସ ନେତା ଅଭିଷେକ ମନୁ ସିଂଭି କହିଛନ୍ତି , “ ଚୀନ ସହିତ ବିବାଦୀୟ ପରିସ୍ଥିତିରେ ପିଏମ୍ କେୟାର
Read More...