Browsing Category

ଦେଶ

୨୯୦୦ କୋଟି ଟଙ୍କାର ସେତୁ ପ୍ରକଳ୍ପ ବାତିଲ

ନୂଆଦିଲ୍ଲୀ- ବିହାରରେ ଚୀନ କମ୍ପାନି ଦ୍ୱରା ନିର୍ମାଣ ହେବାକୁ ଥିବା ୨୯୦୦କୋଟି ଟଙ୍କାର ସେତୁ ପ୍ରକଳ୍ପକୁ ବାତିଲ କରିଛନ୍ତି କେନ୍ଦ୍ର ସରକାର । ଏହି ଟେଣ୍ଡର ପାଇଁ ମନୋନୀତ ହୋଇଥିବା ଚାରୋଟି ଠିକାଦାରଙ୍କ ମଧ୍ୟରୁ ଦୁଇ ଜଣ ଥିଲେ ଚୀନ ଦେଶର । ତେଣୁ କେନ୍ଦ୍ର ସରକାର ଏହି ଟେଣ୍ଡରକୁ ବାତିଲ
Read More...

ଓଡିଶାରେ ପଂହଚିଲା କରୋନା ଔଷଧ

ନୂଆଦିଲ୍ଲୀ- ଓଡିଶା ପାଇଁ ଆଶ୍ୱସ୍ତିର ଖବର । କରୋନା ଔଷଧ ରେମଡେସିଭର ପଂହଚିଲା ଓଡିଶାରେ । ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ହାଇଦ୍ରାବାଦସ୍ଥିତ ଔଷଧ ନିର୍ମାଣକାରୀ କମ୍ପାନୀ ହେଟେରୋକୁ କୋଭିଡ-୧୯ ପାଇଁ ପ୍ରସ୍ତୁତ କରାଯାଇଥିବା
Read More...

ବଢିବ ବସ୍ ଓ ଟ୍ରକର ଲମ୍ବ ଏବଂ ଉଚ୍ଚତା

ନୂଅଦିଲ୍ଲୀ- ଅଧିକ ଯାତ୍ରୀ ଓ ଜିନିଷପତ୍ର ପରିବହନ ନିମନ୍ତେ ବସ ଓ ମାଲବାହୀ ଟ୍ରକଗୁଡିକର ଲମ୍ବ ଓ ଉଚ୍ଚତା ବଢାଇବାକୁ ପରିବହନ ମନ୍ତ୍ରାଳୟ ଅନମୋଦନ କରଛନ୍ତି ।ପୂର୍ବରୁ ବସର ଲମ୍ବ ୧୨ ମିଟିର ଥିଲା । ବର୍ତମାନ ବସ୍ ଲମ୍ବ ୧୩.୫ ମିଟିର କରିହେବ । ଯାହାଫଳରେ ଯାତ୍ରୀ ପରିବହନ କ୍ଷମତା ବୃଦ୍ଧି
Read More...

ଅସୁରକ୍ଷିତ ଖାଦ୍ୟ ପ୍ରକ୍ରିୟା ପାଇଁ ବଢୁଛି ବିଶ୍ୱବ୍ୟାପୀ ସଂକ୍ରମଣ

ନୂଆଦିଲ୍ଲୀ : ମହାମାରୀ କରୋନା ଭୂତାଣୁ କେଉଁଠୁ ଉତ୍ପତି ହୋଇଛି ତାହା ଏଯାବତ୍ ପ୍ରଶ୍ନବାଚୀ ହୋଇ ରହିଛି । ବର୍ତମାନ ପରିସ୍ଥିତି ଏପରି ମୋଡ଼ରେ ଗତି କରୁଛି ଯେଉଁଥିରେ ମଣିଷ ପଶୁକ୍ଷୀଙ୍କ ଠାରୁ ଭୂତାଣୁ ସଂକ୍ରମିତ ହେଉଛି । ବେଆଇନ ବାଣିଜ୍ୟ ଏବଂ ବନ୍ୟ ଜନ୍ତୁଙ୍କୁ ଖାଦ୍ୟ ଭାବେ ଗ୍ରହଣ କରିବା
Read More...

ମନ୍ତ୍ରୀ ମହମ୍ମଦ ଅଲ୍ଲୀଙ୍କୁ କରୋନା

ହାଇଦ୍ରାବାଦ : ତେଲେଙ୍ଗାନା ଗୃହ ମନ୍ତ୍ରୀ ମହମ୍ମଦ ଅଲ୍ଲୀ କରୋନା ସଂକ୍ରମିତ ହୋଛନ୍ତି । ରବିବାର ସେ ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିବା ସୁଚନା ମିଳିଛି । ବର୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେ ଜୁନ୍ ୨୫ରେ ହରିଠା ହରମ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେହିଠାରେ
Read More...

ଆନନ୍ଦୀ ବେନ ପଟେଲ ମଧ୍ୟପ୍ରଦେଶର ଅତିରିକ୍ତ ରାଜ୍ୟପାଳ

ନୂଆଦିଲ୍ଲୀ- ଉତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ମଧ୍ୟପ୍ରଦେଶର ଅତିରିକ୍ତ ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ବିଳମ୍ବିତ ରାତିରେ ଏହି ଦାୟିତ୍ୱ ଦେଇଛନ୍ତି । ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲାଜି ଟଣ୍ଡୋନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର
Read More...

ଜାମ୍ମୁ- କାଶ୍ମୀରରେ ଏନକାଉଂଟର: ତିନି ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ- ଜମ୍ମୁକାଶ୍ମରୀର ଅନନ୍ତନାଗ ଜିିଲ୍ଲା ଅନ୍ତର୍ଗତ ଖୁଲଚୋହର ଅଂଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଂଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଆତଙ୍କବାଦୀ ଦକ୍ଷିଣ କଶ୍ମୀରର ଖୁଲଚୋରା ଅଂଚଳରେ ଲୁଚିଥିବା ଜଣାପଡିବା ପରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହାପରେ
Read More...

ଦେଶରେ ସଂକ୍ରମଣ ସଂଖ୍ୟା ୫୪୮୩୧୮କୁ ବୃଦ୍ଧି

ନୂଆଦିଲ୍ଲୀ- ସମଗ୍ର ଦେଶରେ ଉଦବେଗ ଜନକ ହେଉଛି କରୋନା ସ୍ଥିତି । ଗତ ୨୪ ଘଂଟାରେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୪୫୯ରେ ପଂହଚିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୮୩୧୮କୁ ବୃଦ୍ଧି ପାଇଥିବା ବେଳେ ୩୨୧୭୨୨ ଆରୋଗ୍ୟ ଲାଭ କରିଛନ୍ତି । ବର୍ତମାନ ସୁଦ୍ଧା ୧୬୪୭୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି
Read More...

ମନ୍ କି ବାତ୍ କାର୍ଯ୍ୟକ୍ରମ ବନ୍ଧୁତା ସହ ଜବାବ ଦେବା ଜାଣେ ଭାରତ

ନୂଆଦିଲ୍ଲୀ: ମନ କି ବାତ୍ କାର୍ଯକ୍ରମରେ ଲଦାଖ ସୀମା ବିବାଦ ନେଇ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି କହିଛନ୍ତି ଭାରତ ମିତ୍ରତା ନିଭାଇବା ସହ ଶତ୍ରୁଙ୍କୁ ଜବାବ ଦେବା ବି ଶିଖିଛି । ଲଦାଖରେ ଭାରତର ଭୂମି ଉପରେ ଆଖି ପକାଉଥିବା ଦେଶକୁ
Read More...

ପଙ୍ଗପାଳ ଦଳ ଏବେ ୟୁପି ମୁହାଁ

ନୂଆଦିଲ୍ଲୀ:- ଜୁନ୍ ୨୬ ତାରିଖ ସକାଳେ ରାଜସ୍ଥାନର ଝୁନଝୁନ୍ ଅଂଚଳରୁ ପଙ୍ଗପାଳ ଦଳକୁ ଠାବ କରାଯାଇଥିଲା । ସେମାନଙ୍କୁ ନିପାତ କରିବା ପାଇଁ ନିୟନ୍ତ୍ରଣକାରୀ ଦଳକୁ ନିୟୋଜିତ କରାଯାଇଛି । ଏହି ଅଭିଯାନରୁ ବର୍ତି ଯାଇଥିବା ଅସଂଖ୍ୟ ପଙ୍ଗପାଳ ପୁନର୍ବାର ଏକାଠି ହୋଇ ଗୋଟିଏ ଦଳ ଗତକାଲି ସନ୍ଧ୍ୟାରେ
Read More...