ପଙ୍ଗପାଳ ଦଳ ଏବେ ୟୁପି ମୁହାଁ
ନୂଆଦିଲ୍ଲୀ:- ଜୁନ୍ ୨୬ ତାରିଖ ସକାଳେ ରାଜସ୍ଥାନର ଝୁନଝୁନ୍ ଅଂଚଳରୁ ପଙ୍ଗପାଳ ଦଳକୁ ଠାବ କରାଯାଇଥିଲା । ସେମାନଙ୍କୁ ନିପାତ କରିବା ପାଇଁ ନିୟନ୍ତ୍ରଣକାରୀ ଦଳକୁ ନିୟୋଜିତ କରାଯାଇଛି । ଏହି ଅଭିଯାନରୁ ବର୍ତି ଯାଇଥିବା ଅସଂଖ୍ୟ ପଙ୍ଗପାଳ ପୁନର୍ବାର ଏକାଠି ହୋଇ ଗୋଟିଏ ଦଳ ଗତକାଲି ସନ୍ଧ୍ୟାରେ!-->…
Read More...
Read More...