Browsing Category

ଦେଶ

ଭୁଟାନ ଆଣିଲା ଭାରତ ପାଇଁ ସମସ୍ୟା

ନୂଆଦିଲ୍ଲୀ- ଚୀନ, ନେପାଳ ପରେ ପଡୋଶୀ ଭୁଟାନ ଭାରତ ପାଇଁ ଆଣିଛି ନୂଆ ସମସ୍ୟା । ଭୁଟାନ ନଦୀରୁ ଆସାମ ଆଡକୁ ଆସୁଥିବା ଜଳସେଚିତ ପାଣିକୁ ରୋକି ଦେଇଛି । ଯାହାଫଳରେ ଆସାମର ବସ୍କା ଜିଲ୍ଲାର ଚାଷୀଙ୍କ ପାଇଁ ସମସ୍ୟା ପାଲଟିଛି । ଭୁଟାନ ବିରୋଧରେ ଚାଷୀ ବିରୋଧ ପ୍ରଦର୍ଶନଚରିବା ସହ ଭୁଟାନକୁ
Read More...

ସୁପ୍ରିମକୋର୍ଟରେ ଭିଡିଓ କନ୍ଫରେନ୍ସିଂରେ ୭୧୮୦ ମାମଲାର ଶୁଣାଣି

ନୂଆଦିଲ୍ଳୀ: ଦେଶରେ କରୋନା ଭାଇରସ୍ ପ୍ରକୋପ ଯୋଗୁଁ ମାର୍ଚ୍ଚ ୨୫ରୁ ଲକ୍ଡାଉନ ଘୋଷଣା ଓ ତାହାର ପରବର୍ତୀ ପର୍ଯ୍ୟାୟ ଅର୍ଥାତ୍ ଚଳିତ ମାସ ୧୯ ତାରିଖ ପର୍ଯ୍ୟନ୍ତ ଭିଡିଓ କନ୍ଫରେନ୍ସିଂ ଜରିଆରେ ସୁପ୍ରିମକୋର୍ଟ ୭୧୮୦ରୁ ଅଧିକ ମାମଲାର ଶୁଣାଣି କରିଥିଲେ । ଏହି ସମର୍ଭ ଅବଧି ମଧ୍ୟରେ ସୁପ୍ରିମକୋର୍ଟ
Read More...

ଦିବ୍ୟାଙ୍ଗ ପଜିଟିଭ ଚିହ୍ନଟ

ବେତନଟୀ: ବେତନଟୀ ମାଣତ୍ରୀ ରାସ୍ତାପୋଶ୍ୱର୍ରେ ଥିବା ଏକ କଲୋନୀରୁ ଜଣେ ୩୦ ବର୍ଷୀୟ ପୁରୁଷ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି । ଏହି ବ୍ୟକ୍ତି ଜଣକ ଦିବ୍ୟାଙ୍କ ଓ ତିନି ଚକିଆ ଗାଡିରେ ବୁଲି ଭିକ୍ଷା ବୃତି କରି ଚଳନ୍ତି । ପ୍ରତ୍ୟକ ଦିନ ସେ ବେତନଟୀ, ଦାନ୍ତିଆମୁହଁ, ମାଣତ୍ରୀ, ବଡସାହି,
Read More...

ବନ୍ୟା ଯୋଗୁଁ ପ୍ରସାରଣ ବନ୍ଦ କଲା ଦିବ୍ରୁଗଡ ରେଡିଓ କେନ୍ଦ୍ର

ନୂଆଦିଲ୍ଲି: ଆସାମରେ ବନ୍ୟା ପରିସ୍ଥିତି ଗମ୍ଭିର ହୋଇଥିବା ବେଳେ ଦିବ୍ରୁଗଡ ଅଲ୍ ଇଣ୍ଡିଆ ରେଡିଓ କେନ୍ଦ୍ର ଭିତରେ ପଶିଛି ବନ୍ୟା ଜଳ । ତେଣୁ ରେଡିଓ ପ୍ରସାରଣ ବନ୍ଦ ରହିଛି । ବନ୍ୟା ପ୍ରଭାବରେ ଦୁଇ ଲକ୍ଷରୁ ଅଧିକ ଲୋକଙ୍କୁ ନିରାପଦା ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରଭାବିତ
Read More...

ଜମ୍ମୁ – କାଶ୍ମୀର ଏନକାଉଣ୍ଟର : ଆତଙ୍କବାଦୀ ନିହତ

ଶ୍ରୀନଗର: ଭାରତୀୟ ସୁରକ୍ଷା ବାହିନି ଏନକାଉଣ୍ଟରରେ ଆତଙ୍କବାଦି ନିହତ ।ଦକ୍ଷିଣ କଶ୍ମୀରର ଅବନ୍ତୀପୋରା ଜିଲ୍ଲା ଅନ୍ତର୍ଗତ ତ୍ରାଲ ଅଚଂଳରେ ନିରାପତା ବଳଙ୍କ ସହ ଗୁଳି ବିନିମୟ କରି ଜଣେ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ ସୂଚନା ଦେଇଛି । ସେଥିରେ ଜଣେ ଅଚିହ୍ନା ଆତଙ୍କବାଦୀ ନିହତ ହୋଇଛି
Read More...

ଦୋମୁଁହା ଡ଼୍ରାଗନ

ନୂଆଦିଲ୍ଲୀ : ଭାରତ-ଚୀନ କମାଣ୍ଡରସ୍ତରୀୟ ଆଲୋଚନାରେ ଉଭୟ ପକ୍ଷର ସେନା ପଛକୁ ହଟିବା ପାଇଁ ସହମତି ପ୍ରକାଶ କରିଥିଲେ । ତେବେ ଚୀନ ସଂମ୍ପୂର୍ଣ୍ଣ ଓଲଟା ପଦକ୍ଷେପ ଗ୍ରହଣ କରି ସେନା ହଟାଇବା ପରିବର୍ତେ ସୀମାରେ ସେନା ମୁତୟନ ବଢାଇ ସମସ୍ତ ନିୟମ ଉଲଂଘନ କରିଛି । ପ୍ରକୃତ ନିୟନ୍ତ୍ରଣ ରେଖା
Read More...

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୯୦୪୦୧କୁ ବୃଦ୍ଧି

ନୂଆଦିଲ୍ଲୀ- ଦେଶରେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି । ଗତ ୨୪ ଘଂଟାରେ ନୂଆ ୧୭,୨୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୯୦୪୦୧ରେ ପଂହଚିଛି । ବର୍ତମାନ ସୁଦ୍ଧା ୨୮୫୬୩୬ ସୁସ୍ଥ
Read More...

ଅଗଷ୍ଟ ସୁଦ୍ଧା ଟ୍ରେନ ଚଳାଚଳ ଅସମ୍ଭବ

ନୂଆଦିଲ୍ଲୀ: ସମସ୍ତ ନିୟମିତ ଟାଇମ୍-ଟେବଲ୍ ଟ୍ରେନ ପାଇର୍ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ବୁକ୍ ହୋଇଥିବା ସମସ୍ତ ଟିକେଟର୍ ପୂରା ବୁକିଙ୍ଗ ମୂଲ୍ୟ ଫେରାଇ ଦେବାକୁ ରେଳବାଇ କହିଥିବାରୁ ଅନୂ୍ୟନ ଅଗଷ୍ଟ ମଧ୍ୟ ଭାଗ ପୂର୍ବରୁ ନିୟମିତ ଯାତ୍ରୀବାହୀ ଟ୍ରେନ ସେବା ଆରମ୍ଭ ହେବାର ସମ୍ଭାବନା ନାହିଁ
Read More...

ଦୁଇ ଆତଙ୍କବାଦୀ ନିହତ

ଜାମ୍ମୁକାଶ୍ମୀର: ଜାମ୍ମୁକାଶ୍ମୀରର ସୋପାରରେ ସେନା ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇ ଥିବାବେଳେ ଥିବା ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇବା ପରେ ସୋପାର ପୁଲିସ ଓ ସୁରକ୍ଷା ବାହିନୀ ଖାନ ତଲାସୀ କରିବା ବେଳେ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ
Read More...

ରାଜ୍ୟରେ ଟିବି ରୋଗୀଙ୍କ ସଂଖ୍ୟା ୫୩୬୧୨

ନୂଆଦିଲ୍ଳୀ,୨୫/୦୬ (ଏଜେନ୍ସି): ଓଡିଶାରେ ୨୦୧୯ରେ ସମୁଦାୟ ଯୁକ୍ଷ୍ମ ରୋଗୀଙ୍କ ସଂଖ୍ୟା ହେଉଛି ୫୩୬୧୨ । ଏଥି ମଧ୍ୟରୁ ପୁରୁଷ ରୋଗୀଙ୍କ ସଂଖ୍ୟା ୩୫୭୫୭ ଥିବା ବେଳେ ମହିଳା ରୋଗୀଙ୍କ ସଂଖ୍ୟା ହେଉଛି ୧୭୭୯୨ । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କ
Read More...