Browsing Category

ଦେଶ

ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା ବଢ଼ିଲା

ନୂଆଦିଲ୍ଲୀ : ବେତନଧାରୀ ବର୍ଗର ଟିକସଦାତାଙ୍କ ୨୦୧୮-୧୯ ଆର୍ଥିକବର୍ଷ ନିମନ୍ତେ ଆୟକର ରିଟର୍ଣ୍ଣ (ଆଇଟିଆର୍‌) ଦାଖଲ ସମୟସୀମା ଜୁଲାଇ ୩୧ ଯାଏ ବୃଦ୍ଧି କରିଛନ୍ତି । ଅନ୍ୟପକ୍ଷରେ ସରକାର ୨୦୧୯-୨୦ ଆର୍ଥିକବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ ସମୟସୀମାକୁ ଆସନ୍ତା ୩୦ ନଭେମ୍ବର ଯାଏ
Read More...

ଏଲଏସି ନିକଟରେ ଚୀନର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଜୋରଦାର

ନୂଆଦିଲ୍ଲୀ : ଏଲଏସି ନିକଟରେ ଚୀନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଜୋରଦାର କରିଛି। ପାଟ୍ରୋଲିଂ ପଏଣ୍ଟ ୧୫, ୧୭ ଓ ୧୭(ଏ) ନିକଟରେ ଚୀନର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏଠାକୁ ଚୀନ ସେନାର ବୃହତ୍‌ ଯାନ ଚଳାଚଳ କରୁଛି। ଚୀନ ଏଠାରେ ସୁଖୋଇ-୩୦ ଯୁଦ୍ଧବିମାନ ସହ ଭାରତ ଆଡ଼କୁ ମୁହଁ
Read More...

ପୁଣି ଅବସାଦ ନେଲା ଜୀବନ : ଆତ୍ମହତ୍ୟା କଲେ ଏନକାଉଂଟର ସ୍ପେଶାଲିଷ୍ଟ

ପାଟନା : ବିହାରର ଦକ୍ଷ ପୋଲିସ ଅଧିକାରୀ ତଥା ପୂର୍ବତନ ଡ଼ିଏସପି କୃଷ୍ଣ ଚନ୍ଦ୍ର ନିଜକୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ପୁର୍ବରୁ ସେ ଏକ ନୋଟ ଲେଖିଛନ୍ତି । ସେଥିରେ ଲେଖା ଅଛି “ ମୁଁ ଗତ ୧୬ ବର୍ଷ ଧରି ଚିକିତ୍ସିତ ହେଉଥିଲି । ମାନସିକ ଅବସାଦ ପାଇଁ ମୁଁ ଅନେକ ମାସ
Read More...

ଏଲଏସି ନିକଟରୁ ଆଇଇଏସ୍ ନିଖୋଜ

ବଳରାମପୁର : ଭାରତ - ଚୀନ ସୀମାନ୍ତରେ ଚାଲିଥିବା ସଡ଼କ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିବାକୁ ଯାଇଥିବା “ଭାରତୀୟ ଇଞ୍ଜିନିୟରିଂ ସେବା”ଅଫିସର ସୁଭାନ ଅଲ୍ଲୀ ନିଖୋଜ । ସୁଭାନଙ୍କ ‘ଜିପ୍ ସି’ ଗାଡ଼ି ନିୟନ୍ତ୍ରଣ ହରାଇ ପାଂଚ ହଜାର ଫୁଟ ଗଭୀର ଖାଇ ମଧ୍ୟକୁ ଖସି ପଡ଼ିଥିବା ସ୍ଥଳେ
Read More...

କରୋନିଲ ପାଇଁ ଆଇନଗତ ବିବାଦରେ ଯୋଗ ଗୁରୁ ରାମଦେବ

ଜୟପୁର : ରାଜସ୍ଥାନ ସରକାର ରାମଦେବଙ୍କ ନାଁରେ ମାମଲା ରୁଜୁ କରିବେ । କରୋନା ପ୍ରତିକାର ପାଇଁ ପତଞ୍ଜଳୀ ପ୍ରସ୍ତୁତ କରିଥିବା କରୋନିଲ କୁ ସରକାରଙ୍କ ଅନୁମତି ବ୍ୟତିରେକ ଆକ୍ରାନ୍ତଙ୍କ ଉପରେ ପ୍ରୟୋଗ କରାଯାଇଥିଲା । ଏହା ଦୁର୍ନିତି ବୋଲି ସରକାର କହିଛନ୍ତିି । ପତଞ୍ଜଳୀ ପକ୍ଷରୁ ଦାବି
Read More...

ରୋଜଗାର ଦେଇ ରେକର୍ଡ କରିବେ ଯୋଗୀ ସରକାର

ଲକ୍ଷ୍ନୌ: କୋଟିଏ ଲୋକଙ୍କୁ ଏକାଥରେ ରୋଜଗାର ଦେଇ ରେକର୍ଡ କରିବେ ଯୋଗୀ ସରକାର । ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦ୍ତ୍ୟନାଥ ୨୬ ଜୁନ୍ ରେ କୋଟିଏ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ଯୋଜନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଏହାର ଶୁଭାରମ୍ଭ ହେବ ବୋଲି ସୂଚନା
Read More...

୫ ଦିନରେ ୪୩ ହଜାର ସାଇବର ଆଟାକ

ନୂଆଦିଲ୍ଲୀ: ଲାଦାଖ ସଂଘର୍ଷ ପରେ ଚାଇନା ପକ୍ଷରୁ ଆରମ୍ଭ ହୋଇଛି ସାଇବର ଆଟାକ । ପୂର୍ବ ୫ ଦିନ ମଧ୍ୟରେ ୪୩ ହଜାର ଥର ଭାରତକୁ ସାଇବର ଆକ୍ରମଣ କରିଛି ଚାଇନା । ଭାରତର ପ୍ରତିଷ୍ଠିତ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ୱେବ ଏବଂ ବ୍ୟାଙ୍କିଂ ସେକ୍ଟରକୁ ହ୍ୟାକ କରିବାକୁ ଚେଷ୍ଟା ଚଳାଇଛନ୍ତି
Read More...

କରୋନା ନେଲା ବିଧାୟକଙ୍କ ଜୀବନ

କୋଲକାତା: କରୋନା ସଂକ୍ରମିତ ହୋଇ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବିଧାୟକ ତମୋନାଶ ଘୋଷଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା । ସେ କିଡ଼ନୀ୍ ଓ ହୃଦ ରୋଗରେ ପୀଡ଼ିତ ଥିବାବେଳେ ବୁଧବାର କୋଲକାତାର ଏକ ଡ଼ାକ୍ତରଖାନାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।
Read More...

ହୋମ ୱାର୍କ ଚାପରେ ଜୀବନ ହାରିଲେ ଛାତ୍ରୀ

ଅହମଦାବାଦ: ଗୁଜୁରାଟର ଅହମଦାବାଦରେ ଜଣେ ୧୨ ବର୍ଷୀୟ ଛାତ୍ରୀ ଖୁସି ଅନଲାଇନ କ୍ଲାସ ଓ ହୋମୱାର୍କର ଚାପ ସହି ନପାରି ଆତ୍ମହତ୍ୟା କରିଛନ୍ତି । ଖୁସିର ମା ତାଙ୍କୁ ହୋମୱାର୍କ ଶେଷ କରିବା ପାଇଁ କହିଥିଲେ । କିନ୍ତୁ ଖୁସି କିଛି ସମୟ ପାଇଁ ନିଜ ରୁମ କୁ ଯିବାକୁ ଚାହିଁଥିଲେ । ଦୀର୍ଘ ସମୟ ପରେ
Read More...

ଦେଶରେ ୧୪ ହଜାର ଟପିଲା କରୋନା ମୃତ୍ୟୁ

ନୁଆଦିଲ୍ଲୀ,୨୩.୬ (ଏଜେନ୍ସି): ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୪ହଜାର ଅତିକ୍ରମ କରିଛି । ଆଜି ଦେଶରେ ମୋଟ ୧୪ ହଜାର ୧୧ ଜଣ କରୋନା ମହାମାରୀ ଭୁତାଣୁରେ ପ୍ରାଣ ହରାଇଛନ୍ତି । ଗତ ୨୪ ଘଂଟାରେ ୩୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ହଜରା ୯୩୨ ଜଣ ନୁଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Read More...