ଦେଶରେ ୧୪ ହଜାର ଟପିଲା କରୋନା ମୃତ୍ୟୁ
ନୁଆଦିଲ୍ଲୀ,୨୩.୬ (ଏଜେନ୍ସି): ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୪ହଜାର ଅତିକ୍ରମ କରିଛି । ଆଜି ଦେଶରେ ମୋଟ ୧୪ ହଜାର ୧୧ ଜଣ କରୋନା ମହାମାରୀ ଭୁତାଣୁରେ ପ୍ରାଣ ହରାଇଛନ୍ତି । ଗତ ୨୪ ଘଂଟାରେ ୩୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ହଜରା ୯୩୨ ଜଣ ନୁଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।!-->…
Read More...
Read More...