Browsing Category

ଦେଶ

ମିଜୋରାମରେ ୫.୩ ତୀବ୍ର ଭୂମିକମ୍ପ

ନୂଆଦିଲ୍ଲୀ: ମିଜୋରାମରେ ଭୂମିକମ୍ପ । ଏଥିରେ କେହି ମୃତାହତ ହୋଇ ନ ଥିବା କଥା ରାଜ୍ୟ ଭୂବିଜ୍ଞାନ ଓ ଖଣିଜ ସମ୍ବଳ ବିଭାଗ କହିଛି।ରାତି ୪: ୧୦ରେ ସଂଘଠିତ ଏହି ଭୂମିକମ୍ପର ଉତ୍ପତ୍ତିସ୍ଥଳ ଥିଲା ଭାରତ-ମିଆଁମାର ସୀମାନ୍ତ ଅନ୍ତର୍ଗତ ଚମ୍ଫାଇ ଜିଲ୍ଲାର ଜୋଖ୍ବଥର। ରାଜଧାନୀ ଆଇଜୱାଲ୍
Read More...

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨୫୨୮୨

ନୂଆଦିଲ୍ଲୀ- ଦିନକୁ ଦିନ ଅଣାୟତ ହେବାରେ ଲାଗିଛି କରୋନା ଲାଗିଛି ସ୍ଥିତି । ଦେଶରେ ଗତ ୨୪ ଘଂଟାରେ ୧୪,୮୨୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ୪୨୫୨୮୨ରେ ପଂହଚିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ବର୍ତମାନ ସୁଦ୍ଧା
Read More...

ପବଜି ଗେମ୍ ଆପ୍ କାହାର?

ନୂଆଦିଲ୍ଲୀ,୨୧.୬ (ଏଜେନ୍ସି): ଭାରତ ଏବଂ ଚୀନ ସୀମାରେ ଜାରି ରହିଥିବା ଉତେଜନା କାରଣରୁ ଭାରତୀୟ ବଜାରରେ ବର୍ତମାନ ଚାଇନା ଉତ୍ପାଦ ଗୁଡିକୁ ପ୍ରାୟତଃ ବହୁ ଲୋକ କିଣିବା ଲାଗି ନାପସନ୍ଦ କରୁଛନ୍ତି । କେବଳ ସେତିକି ନୁହେଁ, ଲୋକେ ଚାଇନା କଂପାନୀମାନଙ୍କ ଦ୍ୱାରା ବିକଶିତ ହୋଇଥିବା ଆପଗୁଡିକୁ
Read More...

ଦେଶରେ ୧୩ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ, ୨୧.୬ (ଏଜେନ୍ସି): ଦେଶରେ ୧୩ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା । ଭାରତରେ ୧୩ ହଜାର ୨୫୪ କୁ ବୃଦ୍ଧି ହେଲା କରୋନା ମୃତ୍ୟୁ । ଏଥିରୁ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ୧୦ହଜାର ୪୬୧ ଥିବାବେଳେ ସକ୍ରିୟ ସଂକାମିତଙ୍କ ସଂଖ୍ୟା ୧,୨୭,୭୫୬ ଜଣ । ଭୁତାଣୁରେ ମହାରାଷ୍ଟ୍ରରେ
Read More...

ଉପ ରାଜ୍ୟପାଳଙ୍କ ନିର୍ଦେଶକୁ ଦିଲ୍ଲୀ ସରକାରଙ୍କ ବିରୋଧ

ନୁଆଦିଲ୍ଲୀ୨୧.୬ (ଏଜେନ୍ସି): ଦିଲ୍ଲୀରେ କରୋନା ସଂକ୍ରମିତମାନେ ୫ଦିନ କ୍ୱାରେନଟାଇନ ସେଂଟରରେ ରହିବା ବାଧ୍ୟତାମୂଳକ ବୋଲି ଉପରାଜ୍ୟପାଳ ଅନିଲ ବୈଜିଲ ଦେଇଥିବା ନିର୍ଦେଶକୁ ଦିଲ୍ଲୀ ସରକାର ବିରୋଧ କରିଛନ୍ତି । ମୂଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଶନିବାର କହିଛନ୍ତି, କରୋନା ମୁକାବିଲା ଲାଗି
Read More...

ଷଷ୍ଠ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଦୂଆଦିଲ୍ଲୀ- ସମଗ୍ର ବିଶ୍ୱ ପାଳିଲା ଆନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ଦେଶବାସୀଙ୍କୁ ଉଦବୋଧନ ଦେଇ ପ୍ରାଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଚଳିତ ବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସର ବିଷୟ ବସ୍ତୁ ‘ଯୋଗ ଆଟ ହୋମ, ଯୋଗ ଉଇଥ ଫ୍ୟାମିଲି’ । ଅର୍ଥାତ୍ ସମସ୍ତେ ସାମାଜିକ ସମାବେଶରୁ
Read More...

ଚୀନକୁ ମୁକାବିଲା କରିବା ପାଇଁ ୯୦୦ ଲଢ଼ୁଆ ବିମାନ ପ୍ରସ୍ତୁତ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାରେ ସକ୍ରିୟ ରହିଥିବା ୧୭୨୦ଟି ବିମାନ ମଧ୍ୟରୁ ୯୦୦ଟି ଲଢୁଆ ଯୁଦ୍ଧ ବିମାନ ଶତ୍ରୁପକ୍ଷଙ୍କୁ ଦମନ କରାଯିବା ପାଇଁ ବ୍ୟବହାର ହେଉଛି। ଭାରତୀୟ ବାୟୁସେନାକୁ ବିଶ୍ୱର ଚତୁର୍ଥ ବୃହତ୍ତମ ବାୟୁସେନା ଭାବେ ବିବେଚନା କରାଯାଏ। ଯୁଦ୍ଧ ବିମାନ ବିଷୟରେ କହିବାକୁ ଗଲେ,
Read More...

କରୋନା ମୁୁକାବିଲା ପାଇଁ ୭୫୦ ନିୟୁତ ଡଲାରର ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ, ୨୦ .୬ (ଏଜେନି୍ସ): ଭାରତ ସରକାର ଏବଂ ଏସିଆନ ଭିତିଭୂମି ବିକାଶ ବ୍ୟାଙ୍କ (ଏଆଇଆଇବି) ମଧ୍ୟରେ ୭୫୦ ନିୟୁତ ମିଲିୟନ ଆମେରିକୀୟ ଡଲାରର ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଯାଇଛି । “କୋଭିଡ-୧୯ ସକ୍ରିୟ ମୁକାବିଲା ଏବଂ ବ୍ୟୟ ସହାୟତା କାର୍ଯ୍ୟକ୍ରମ” ନାମକ ଏହି ଚୁକ୍ତିରେ ମିଳିବାକୁ ଥିବା
Read More...

ଗରିବ କଲ୍ୟାଣ ରୋଜଗାର ଅଭିଯାନର ଶୁଭାରମ୍ଭ

ନୂଆଦିଲ୍ଲୀ : ଗ୍ରାମାଞ୍ଚଳରେ ଲୋକଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ଜୀବିକା ସୁଯୋଗ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିଛନ୍ତି ଗରିବ କଲ୍ୟାଣ ରୋଜଗାର ଅଭିଯାନ । କରୋନା ମହାମାରୀ ସମୟରେ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି,
Read More...

ଭୋଟ ଦେଲେ କରୋନା ସଂକ୍ରମିତ ବିଧାୟକ

ଭୋପାଳ : ଭୋଟ ଦେଲେ କରୋନା ସଂକ୍ରମିତ ବିଧାୟକ । ଶୁକ୍ରବାର ଅନୁଷ୍ଠିତ ରାଜ୍ୟସଭା ଭୋଟିଂ ପ୍ରକ୍ରିୟାରେ ସାମିଲ ହୋଇଥିବା ଜୱାଦର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକଙ୍କ ପରୀକ୍ଷା କରାଯିବା ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ସଂପୃକ୍ତ ବିଧାୟକଙ୍କ ପତ୍ନୀ ମଧ୍ୟ କରୋନା
Read More...