Browsing Category

ଦେଶ

ବିବାଦୀୟ ଅଂଚଳରୁ ସେନା ହଟାଇବ ଚୀନ୍

ନୂଆଦିଲ୍ଲୀ,୨୩.୬ (ଏଜେନ୍ସି): ଲଦାଖର ଏଲଏସି ଅନ୍ତର୍ଗତ ବିବାଦୀୟ ଅଂଚଳରୁ ନିଜର ସୈନ୍ୟଙ୍କୁ ପଛକୁ ହଟାଇନେବାକୁ ଚୀନ୍ ରାଜି ହୋଇଛି । ସୀମା ବିବାଦକୁ ନେଇ ଏଲଏସିରେ ଉପୁଜିଥିବା ଉତେଜନାପୂର୍ଣ୍ଣ ସ୍ଥିତିକୁ ସାଧାରଣ ଅବସ୍ଥାକୁ ଫେରାଇ ଆଣିବା ଲାଗି ଗତ ସୋମବାର ହୋଇଥିବା ସୈନ୍ୟ କମାଣ୍ଡର
Read More...

ଭାରତୀୟ ସେନାଙ୍କୁ ଆକ୍ରମଣ ପାଇଁ ଚୀନ ସରକାର ନିର୍ଦ୍ଦେଶ ଦେଇଥିଲେ : ଆମେରିକା

ନୂଆଦିଲ୍ଲୀ : ଲଦାଖର ଗିଲୱାନ ଘାଟିରେ ମୁତୟନ ଭାରତୀୟ ସୁରକ୍ଷା ବାହୀନି ଉପରେ ଆକ୍ରମଣ କରିବା ପାଇଁ ଚୀନ ସରକାର ନିର୍ଦ୍ଦେଶ ଦେଇଥିଲେ ବୋଲି ଆମେରିକା ଗୁଇନ୍ଦା ରିପୋର୍ଟରୁ ଜଣା ପଡ଼ିଛି । ଗତ ୧୫ ତାରିଖ ଦିନ ଦୁଇ ଦେଶ ସୁରକ୍ଷା ବାହୀନି ମଧ୍ୟରେ ମୁଁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।
Read More...

ଦେଶର ୯୮ ଜିଲ୍ଲାରେ କରୋନା ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ : ବିଭିନ୍ନ ସ୍ଥାନରୁ ପ୍ରବାସୀ ମାନେ ଫେରିବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ବର୍ତମାନ ଦେଶର ୯୮ଅନୁନ୍ନତ ଜିଲ୍ଳାରେ କରୋନା ସ୍ଥିତି ଗମ୍ଭୀର । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଂଟା
Read More...

ବିନା ଭକ୍ତରେ ବଡଦାଣ୍ଡରେ ଗଡିବ ରଥ

ନୂଆଦିଲ୍ଲୀ,୨୨.୩ (ଏଜେନ୍ସ): ଶେଷରେ ସମସ୍ତ କଳ୍ପନା ଜଳ୍ପନା ଓ ଉକଣ୍ଠାର ଅବସାନ ଘଟିଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ସୁୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସଏ ବୋବଦେ, ବିଚାରପତି ଏଏସ ବୋପାନ୍ନା ଏବଂ
Read More...

ସେନାକୁ ମିଳିଲା ପୂର୍ଣ୍ଣ ସ୍ୱାଧୀନତା

ଭୁବନେଶ୍ୱର: ଚୀନ ସେନାକୁ ନିଜ ଢଙ୍ଗରେ ସାବାଡ କରିବା ପାଇଁ ଭାରତୀୟ ସେନାକୁ ମିଳିଛି ପୂର୍ଣ୍ଣ ସ୍ୱାଧୀନତା । ଚୀନସୀମାପଟୁ ଯବାନଙ୍କ ଜୀବନ ପ୍ରତି ବିପଦ ଦେଖାଗଲେ ଏଲଏସିରେ ସେନାକୁ ଗୁଳି ଚଳାଇବାକୁ ଅନୁମତି ଦେଇଛନ୍ତି ଭାରତ ସରକାର । ଦୁଇ ଦେଶର ପ୍ରଟୋକଲ ଅନୁସାରେ ବର୍ତମାନ ସୁଦ୍ଧା ଅସ୍ତ୍ର
Read More...

ଆଜି ପୁଣି ଭାରତ ଓ ଚୀନ୍ ବରିଷ୍ଠ ସାମରିକ ଅଧିକାରୀ ସ୍ତରୀୟ ଆଲୋଚନା

ସେୟାର ନୂଆଦିଲ୍ଲୀ: ଲଦାଖରେ ଆଜି ଭାରତ ଓ ଚୀନ୍ ବରିଷ୍ଠ ସାମରିକ ଅଧିକାରୀମାନେ ବାସ୍ତବ ନିୟନ୍ତ୍ରଣ ରେଖାର ଚୁଶୁଲର ବିପରୀତରେ ଥିବା ମୋଲଦୋରେ ଆଲୋଚନା କରିବେ ।  ଜୁନ୍ ୧୫ ତାରିଖ ରାତିରେ ଚୀନ୍ ସେନାବାହିନୀ ଓ ଭାରତୀୟ ସେନାବାହିନୀଙ୍କ ମଧ୍ୟରେ ସଂଘର୍ଷ ଘଟି ଭାରତ ପଟରୁ ଜଣେ
Read More...

ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ: ଆତଙ୍କବାଦୀ ଆକ୍ରମଣ ନେଇ ଦିଲ୍ଲୀରେ ଜାରି ହୋଇଛି ହାଇ ଆଲର୍ଟ । ପୁଲିସ ସହ ସ୍ୱତନ୍ତ୍ର ସୁରକ୍ଷା କର୍ମୀମାନଙ୍କୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି । ଦିଲ୍ଲୀର ସମସ୍ତ ଗେଷ୍ଟ ହାଉସ୍, ହୋଟେଲ୍ ।, ବସ୍ ଷ୍ଟାଣ୍ଡ , ରେଳ ଷ୍ଟେସନରେ ସତର୍କ ସୂଚନା ଜାରି କରାଯାଇଛି।
Read More...

ଏଲଏସି ଯିବାକୁ ଚାହୁଁଛନ୍ତି କାରଗିଲ୍ ‌ବୀର

ଲେହ: ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ଚୀନ ସୈନ୍ୟଙ୍କ ମୁକାବିଲା ଲାଗି ଏଲଏସି ଯିବାକୁ ଚାହୁଁଛନ୍ତି କାରଗିଲ୍ ‌ବୀର। କାର୍ଗିଲ ଯୁଦ୍ଧରେ ଭାଗ ନେଇଥିବା ପୂର୍ବତନ ସୈନିକଙ୍କ ମଧ୍ୟରେ ଚୀନକୁ ନେଇ ଆକ୍ରୋଶ ଦେଖିବାକୁ ମିଳିଛି। ସରକାର ସେମାନଙ୍କୁ ଏଲଏସି ଯିବାକୁ ସୁଯୋଗ ଦିଅନ୍ତୁ
Read More...

ରାଜନାଥଙ୍କ ରୁଷ୍ ଗ୍ରସ୍ତ ନେଇ ନୂଆ ସମ୍ଭାବନା

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୩ ଦିନିଆ ରୁଷ ଗସ୍ତରେ ଯାଇଛନ୍ତି। ମସ୍କୋରେ ଆୟୋଜିତ ହେଉଥିବା ବିଜୟ ଦିବସ ପରେଡରେ ରାଜନାଥ ଅଂଶଗ୍ରହଣ କରିବେ। ଜର୍ମାନୀ ଉପରେ ସୋଭିଏଟ ରୁଷର ବିଜୟର ୭୫ତମ ବର୍ଷ ଉପଲକ୍ଷେ ଏହି ପରେଡ୍‌ ଅନୁଷ୍ଠିତ ହେଉଛି। ଏହା ସହିତ ରାଜନାଥ ଭାରତ-ରୁଷର
Read More...

ମିଜୋରାମରେ ୫.୩ ତୀବ୍ର ଭୂମିକମ୍ପ

ନୂଆଦିଲ୍ଲୀ: ମିଜୋରାମରେ ଭୂମିକମ୍ପ । ଏଥିରେ କେହି ମୃତାହତ ହୋଇ ନ ଥିବା କଥା ରାଜ୍ୟ ଭୂବିଜ୍ଞାନ ଓ ଖଣିଜ ସମ୍ବଳ ବିଭାଗ କହିଛି।ରାତି ୪: ୧୦ରେ ସଂଘଠିତ ଏହି ଭୂମିକମ୍ପର ଉତ୍ପତ୍ତିସ୍ଥଳ ଥିଲା ଭାରତ-ମିଆଁମାର ସୀମାନ୍ତ ଅନ୍ତର୍ଗତ ଚମ୍ଫାଇ ଜିଲ୍ଲାର ଜୋଖ୍ବଥର। ରାଜଧାନୀ ଆଇଜୱାଲ୍
Read More...