Browsing Category

ଦେଶ

ଉହାନ୍‌ କୁ ଟପିଲା ମୁମ୍ବାଇ

ମୁମ୍ବାଇ : କରୋନା ଭାଇରସ୍ ସଂକ୍ରମଣ ମାମଲାରେ ଉତ୍ପତ୍ତିସ୍ଥଳ ଚୀନ୍‌ର ଉହାନ୍‌ ସହରକୁ ଟପିଯାଇଛି ମୁମ୍ବାଇ । ଉହାନ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ୩୩୩ ଥିବାବେଳେ ମୁମ୍ବାଇରେ ‌ ସଂକ୍ରମିତଙ୍କ ସଂଖ୍ୟା ୫୧ ହଜାର ୧୦୦ରେ ପହଞ୍ଚିଛି। ଉହାନ୍‌ରେ ୩,୮୬୯ ଜଣଙ୍କ କରୋନାରେ ମୃତ୍ୟୁ
Read More...

ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍‌ ଉପରୁ ଉଠିଲା ରପ୍ତାନି କଟକଣା

ନୂଆଦିଲ୍ଲୀ: ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ପ୍ରସ୍ତୁତି ସାମଗ୍ରୀ ରପ୍ତାନି କଟକଣା ଉଠାଇବା ନିଷ୍ପତ୍ତିକୁ ଡିପାର୍ଟମେଣ୍ଟ୍‌ ଅଫ୍ ଫାର୍ମସ୍ୟୁଟିକାଲ୍ସ୍ ଅନୁମୋଦନ କରିଛି , ଏ ସଂକ୍ରାନ୍ତରେ କେନ୍ଦ୍ର ରସାୟନିକ ଓ ସାର ମନ୍ତ୍ରୀ ଘୋଷଣା କରିଛନ୍ତି। ‘ଏସ୍ଇଜେଡ୍’/‘ଇଓୟୁ’
Read More...

ଆଇଏଏସ୍ ତୁହିନକାନ୍ତ ପାଣ୍ଡେ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ,୧୦.୬ (ଏଜେନ୍ସି): ମ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ତଥା କେନ୍ଦ୍ର ବିନିବେଶ ବିଭାଗରେ ସଚିବ ରୂପେ କାର୍ଯ୍ୟରତ ତୁହିନକାନ୍ତ ପାଣ୍ଡେ କରୋନାରେ ଆକ୍ରାନ୍ତ ହୋଇଥିବାର ଜଣାପଡ଼ିଛି । ସାମାନ୍ୟ ଜ୍ୱର ଅନୁଭବ କରିବା ପରେ ଶ୍ରୀ ପାଣ୍ଡେ କରୋନା ପରୀକ୍ଷା କରାଇଥିଲେ ଏବଂ
Read More...

ଭରଚ୍ୟୁଆଲ୍ ରାଲି ଦେଖିଲେ ୨୯ ଲକ୍ଷ

ଭୁବନେଶ୍ୱର,୧୦.୬(ନି.ପ୍ର.): ବିଜେପି ସରକାର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ କରିଥିବା ଉପଲକ୍ଷେ ଟେକ୍ନୋଲୋଜି ପ୍ଲାଟଫର୍ମର ବ୍ୟବହାର କରି ଦଳ ତରଫରୁ ମଙ୍ଗଳବାର ଜନସମ୍ବାଦ ସମାବେଶ କରାଯାଇଥିଲା । ଗୃହ ମନ୍ତ୍ରୀ ଅମିତ ଶାହ ମୋଦି ସରକାରଙ୍କ ବିକାଶ ଗାଥା
Read More...

୪୩୪୭ ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ଫେରିଲେଣି ୬୦ ଲକ୍ଷ

ନୂଆଦିଲ୍ଲୀ,୧୦ ।୦୬(ଏଜେନ୍ସି): ରାଜ୍ୟଗୁଡ଼ିକର ଅନୁରୋଧ କ୍ରମେ ଶ୍ରମିକ ସ୍ପେଶାଲ ଟ୍ରେନ ମାଧ୍ୟମରେ ପ୍ରବାସୀ ଶ୍ରମିକମାନଙ୍କୁ ଆରାମଦାୟକ ଓ ସୁରକ୍ଷିତ ଯାତାୟାତ ସୁବିଧା ପ୍ରଦାନ ଜାରି ରଖିଛି ଭାରତୀୟ ରେଳବାଇ । ଏହି ସେବା ଆଗକୁ ମଧ୍ୟ ଜାରି ରଖିବା ଲାଗି ରେଳବାଇ ପ୍ରତିଶ୍ରୁତିବଦ୍ଧ ।
Read More...

ଦୁଇ ସପ୍ତାହରେ ମଲେଣି ୨୬ ଜଣ ଆତଙ୍କବାଦୀ

ଶ୍ରୀନଗର, ୧୦ ।୦୬(ଏଜେନ୍ସି) : ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାର ସେନାର ବଡ଼ ଅପରେସନ । ସେନାର ଗୁଳିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଉ ଏହାକୁ ମିଶାଇ ଦୁଇ ସପ୍ତାହ ମଧ୍ୟରେ ୨୬ ଜଣ ଆତଙ୍କବାଦୀ ପ୍ରାଣ ହରାଇଲେଣି । ମିଳିଥିବା ସୂଚନା ମୁତାବକ ଜାମ୍ମୁ କାଶ୍ମୀରର ଶୋପିଆନ୍
Read More...

ଜୁଲାଇରୁ ସମସ୍ତ ଟିଭି ଚ୍ୟାନେଲରେ ପ୍ରସାରିତ ହେବ ଏନ୍ସିଆରଟିର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଇ-ଶିକ୍ଷଣ…

ନୂଆଦିଲ୍ଲୀ,୧୦ ।୦୬(ଏଜେନ୍ସି): ଇ-ଶିକ୍ଷାକୁ ଆହୁରି ଅଧିକ ସୃଜନଶୀଳ କରିବା ଲାଗି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ଙ୍କ ଉପସ୍ଥିତିରେ ଆଜି ନୂଆଦିଲ୍ଲୀଠାରେ ଏନସିଇଆରଟି ଓ ରୋଟାରୀ ଇଣ୍ଡିଆ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଡିଜିଟାଲ
Read More...

ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୬୫୮୩ କୁ ପଂହଚିଛି

ନୂଆଦିଲ୍ଲୀ- ଭାରତରେ ଗତ୨୪ ଘଂଟା ମଧ୍ୟରେ ୯,୯୭୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୭୬୫୮୩ ଡେଇଁଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୩୫୨୦୫ ସୁସ୍ଥ ହୋଇ ଥିବା ବେଳେ ଅନ୍ୟ ୭୭୪୫ ଜଣଙ୍କ ମୃତୁ୍ୟ ଘଟିଛି । ଏବେ ସୁଦ୍ଧା ୧୩୩୬୩୨ ଆକଟିଭ କେସ ରହିଛି ।
Read More...

୧୦ ରାଜ୍ୟର ୩୮ ଜିଲାରେ କରୋନା ସର୍ବେକ୍ଷଣ

ନୂଆଦିଲ୍ଲୀ: ଦେଶରେ ୧୦ ରାଜ୍ୟର ୩୮ ଜିଲାରେ ପୌରପାଳିକା ପକ୍ଷରୁ ଘରକୁ ଘର ବୁଲି ସର୍ବେକ୍ଷଣ କରିବା ପାଇଁ କେନ୍ଦ୍ର ସରକାର ଗୃ​‌ହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି। କରୋନା ଆକ୍ରାନ୍ତ ଯୋଗୁ ମୃତ୍ୟୁହାର ହ୍ରାସ କରିବା ପାଇଁ ତତ୍କାଳ କରୋନା ପରୀକ୍ଷା ସାଙ୍ଗକୁ ଆକ୍ରାନ୍ତଙ୍କୁ
Read More...

ଲକଡାଉନ ନିୟମ ଉଲ୍ଲଂଘନ ମାମଲା ପ୍ରତ୍ୟାହାର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ: ବିପର୍ଯ୍ୟୟ ପରିଚାଳନା ଅଧିନିୟମ ୨୦୦୫ ଅଧୀନରେ ପ୍ରବାସୀମାନଙ୍କ ବିରୋଧରେ ଲକଡାଉନ ନିୟମ ଉଲ୍ଲଂଘନ ନେଇ ରୁଜୁ ହୋଇଥିବା ସବୁ ମାମଲାକୁ ପ୍ରତ୍ୟାହାର କରିବା ପାଇଁ ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି। ଆଗାମୀ ୧୫ ଦିନ ମଧ୍ୟରେ ସମସ୍ତ ପ୍ରବାସୀଙ୍କୁ ସେମାନଙ୍କ ଘରେ
Read More...