Browsing Category

ଦେଶ

ଲକଡାଉନ ନିୟମ ଉଲ୍ଲଂଘନ ମାମଲା ପ୍ରତ୍ୟାହାର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ: ବିପର୍ଯ୍ୟୟ ପରିଚାଳନା ଅଧିନିୟମ ୨୦୦୫ ଅଧୀନରେ ପ୍ରବାସୀମାନଙ୍କ ବିରୋଧରେ ଲକଡାଉନ ନିୟମ ଉଲ୍ଲଂଘନ ନେଇ ରୁଜୁ ହୋଇଥିବା ସବୁ ମାମଲାକୁ ପ୍ରତ୍ୟାହାର କରିବା ପାଇଁ ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି। ଆଗାମୀ ୧୫ ଦିନ ମଧ୍ୟରେ ସମସ୍ତ ପ୍ରବାସୀଙ୍କୁ ସେମାନଙ୍କ ଘରେ
Read More...

ଅଗଷ୍ଟ ୧୫ ପରେ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତି

ନୂଆଦିଲ୍ଲୀ- କରୋନା ସ୍ଥିତିରେ ସୁଧାର ଆସିଲେ ଅଗଷ୍ଟ ୧୫ ପରେ ଦେଶର ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ବିଚାର ବିମର୍ଷ କରାଯିବ ବୋଲି ସୂଚନା ଦେଇଛି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । କରୋନା ଲକଡାଉନ ଯୋଗୁଁ ଗତ ୩ ମାସ ଧରି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ବର୍ତମାନ ଅଧିକାଶଂ
Read More...

ସପ୍ତାହେ ଭିତରେ ୧୫ ଆତଙ୍କବାଦୀ ନିହତ

ଶ୍ରୀନଗର: ସୋମବାର ଭିନ୍ନ ଭିନ୍ନ ସ୍ଥାନରେ ହୋଇଥିବା ଏନ୍‌କାଉଣ୍ଟର୍‌ରେ ପ୍ରାୟ ୧୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଜ‌ାନୁଆରି ମାସ ପରଠାରୁ ୮୪ ଆତଙ୍କବାଦୀ ନିହତ ‌ହୋଇଛନ୍ତି। ଜମ୍ମୁ-କଶ୍ମୀରର ସୁରକ୍ଷା ବଳ ଦ୍ବାରା ହୋଇଥିବା ଏନ୍‌କାଉଣ୍ଟର୍‌ରେ ୪ ଜଣ ରବିବାର ଦିନ ସୋପିଆନ୍‌
Read More...

ଭୂକମ୍ପ: ଥରିଲା ଦିଲ୍ଲୀ

ନୂଆଦିଲ୍ଲୀ: ଆଜି ପୁଣି ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଛି | ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୧ ନେଇ ଭାରତ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି | କୌଣସି କ୍ଷୟକ୍ଷତି , ଜୀବନହାନୀ ହୋଇନଥିବା ଜଣା ପଡିଛି | ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ମଧ୍ୟାହ୍ନ ୧ ସମୟରେ
Read More...

କେଜ୍ରିୱାଲଙ୍କ ଶରୀରରେ କରୋନା ଲକ୍ଷଣ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଶରୀରରେ କରୋନା ଲକ୍ଷଣ ସୂଚନା ମିଳିଛି | ରବିବାରଠାରୁ ଜ୍ୱର ସହିତ ଗଳା ଯନ୍ତ୍ରଣା ହେଉଥିବାରୁ କେଜ୍ରିୱାଲ ଖୁବ ଶୀଘ୍ର ନିଜର କୋଭିଡ-୧୯ ପରୀକ୍ଷା କରାଇବେ | କେଜ୍ରିୱାଲ ରବିବାରଠାରୁ ସମସ୍ତ ବୈଠକ ବାତିଲ କରି ନିଜକୁ
Read More...

ହଟ୍‌ସ୍ପଟ୍‌ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅନେକ ସ୍ଥାନରେ କରୋନା କଟକଣା ହଟାଇ ଅନ୍‌ଲକ୍‌-୧ରେ ଦୋକାନ ବଜାର ଓ ମାର୍କେଟ୍‌ କ​‌େ​‌ମ୍ପ୍ଲକ୍ସ ଖୋଲିବା ପାଇଁ ଅନୁମତି ଦେଇଛନ୍ତି । ପ୍ରତିଦିନ କରୋନା ଆକାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଦେଶର କୌଣସି ସ୍ଥାନରେ ଗୋଷ୍ଠୀ ସଂକ୍ରମଣ
Read More...

କରୋନା ମୃତ୍ୟୁ ୭ ହଜାର ଟପିଲା: ୨,୫୬,୬୧୧ ଆକ୍ରାନ୍ତ

Share ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୫୬,୬୧୧ ରେ ପହଞ୍ଚିଛି। ୧,୨୪,୦୯୫ ଆରୋଗ୍ୟ ଲାଭ କରିଥିବାବେଳେ ୭,୧୩୫ ଜଣଙ୍କର ମୃତ୍ୟୁ ଘଟିଛି। ୧,୨୫,୩୮୧ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
Read More...

ହିମାଚଳରେ ଗର୍ଭିଣୀ ଗାଈକୁ ଅଟାଗୁଳାରେ ବାଣ ଖୁଆଇଦେଲେ

ବିଳାସପୁର,୭ ।୦୬(ଏଜେନ୍ସି): କେରଳ ପରେ ହିମାଚଳପ୍ରଦେଶର ବିଳାସପୁର ଜିଲ୍ଲାରେ ପୁଣି ଏକ ବର୍ବରତା ଦେଖିବାକୁ ମିଳିଛି । ଏକ ଗର୍ଭିଣୀ ଗାଈକୁ ଅଟାଗୁଳାରେ ବାଣ ଖୁଆଇ ଦିଆଯାଇଛି । ଫଳରେ ଗାଈଟିର ପାଟିରେ ଗଭୀର ଆଘାତ ଲାଗିଛି । ଗାଈର ଦାନ୍ତ ଏବଂ ମାଢ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
Read More...

ଅନଲକ ୱାନରେ କରୋନା ସଂକ୍ରମଣ ବଢ଼ିବ : ‘ହୁ’ର ସତର୍କ ସୂଚନା

ନୂଆଦିଲ୍ଲୀ,୭ ।୦୬(ଏଜେନ୍ସି): ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏଯାବତ୍ ବିସ୍ଫୋଟକ ହୋଇନାହିଁ । ଦେଶ ଲକ୍ଡାଉନ୍ ରହିଥିବାରୁ ସଂକ୍ରମିତ ହୋଇପାରିନଥିଲା କରୋନା । ଏବେ ଲକ୍ଡାଉନ୍ ଖୋଲିବା ପରେ ଅନଲକ୍ ୱାନ୍ ଚାଲିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଆଗାମୀ ଦିନରେ
Read More...

ସେପ୍ଟେମ୍ବର ପ୍ରଥମାର୍ଦ୍ଧ ପରେ ମହାମାରୀ କମିପାରେ

ନୂଆଦିଲ୍ଲୀ,୭ ।୦୬(ଏଜେନ୍ସି): ସେପ୍ଟେମ୍ବର ମଧ୍ୟଭାଗ ଆଡ଼କୁ ଭାରତରେ କରୋନା ଭାଇରସ ମହାମାରୀ ଶେଷ ହେବାର ସମ୍ଭାବନା ଥିବା କଥା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଆଶା କରୁଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସାଧାରଣ ସ୍ୱାସ୍ଥ୍ୟ ସେବା ନିର୍ଦେଶାଳୟର ସାଧାରଣ
Read More...