Browsing Category

ଦେଶ

ଦେଶରେ କରୋନା କାୟା ବିସ୍ତାର: ୨୪ ଘଂଟାରେ ୯୯୭୧ ଆକ୍ରାନ୍ତ

ନୂଆଦିଲ୍ଲୀ: ବ୍ୟାପକ ସଚେତନତା ଓ ସତର୍କତା ସତ୍ୱେ ଭାରତରେ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଜୁନ୍ ୭ ତାରିଖ ସକାଳ ୮ ଟା ସୁଦ୍ଧା ୨୪୬୬୨୮ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଗତ ୨୪ ଘଂଟାରେ
Read More...

ଦୁଇ ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ସ୍ୱୀକୃତି

ନୂଆଦିଲ୍ଲୀ,୬ ।୦୬(ଏଜେନ୍ସି): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ୨ଟି ଅଧ୍ୟାଦେଶକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ଦୁଇଟି ଅଧ୍ୟାଦେଶ ହେଉଛି, କୃଷକ, ଉପôାଦ, ବ୍ୟବସାୟ ବାଣିଜ୍ୟ ପ୍ରୋତ୍ସାହନ ଓ ସୁବିଧା ଅଧ୍ୟାଦେଶ ୨୦୨୦ ଏବଂ ମୂଲ୍ୟ ପ୍ରତିଶ୍ରୁତି ତଥା କୃଷି ସେବା ଉପରେ କୃଷକ
Read More...

ଦଳବଦଳ ଚିନ୍ତା ରେ କଂଗ୍ରେସ

ଅହମଦାବାଦ: କଂଗ୍ରେସରେ ଜୋର୍ ଧରିଛି ଦଳପରିବର୍ତନ । ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ଦଳ ଛାଡ଼ିଲେ ବିଧାୟକ ବ୍ରିଜେଶ ମେର୍ଜା । କଂଗ୍ରେସ ବିଧାୟକ ଅକ୍ଷୟ ପଟେଲ୍ ଓ ଜିତୁ େଚୈାଧୁରୀଙ୍କ ପରେ ମିର୍ଜା ତୃତୀୟ ବିଧାୟକ ଭାବେ ପାର୍ଟି ପରିବର୍ତନ କରିଛନ୍ତି ।ମାର୍ଚ୍ଚରୁ ଏଯାବତ୍ ୮କଂଗ୍ରେସ
Read More...

ତାଲିପ୍ରାପ୍ତ ୧୬ ନାବିକ କରୋନା ଆକ୍ରାନ୍ତ

ଅହମଦାବାଦ: ଗୁଜୁରାଟର ପୋରବନ୍ଦର ସ୍ଥିତ ନୈାସେନା ବେସ୍ ରେ ତାଲିମ୍ ଶିକ୍ଷା କରୁଥିବା ୧୬ ନାବିକଙ୍କର କରୋନା ପଜିଟିଭ ବାହାରିଛି । ପୋରବନ୍ଦରରେ ସାମରିକ ଡ଼ାକ୍ତରଖାନା ନଥିବାରୁ ସେମାନଙ୍କୁ ଜାମ୍ ନଗରସ୍ଥିତ ସାମରିକ ଚିକିତ୍ସାଳୟରେ ଭର୍ତି କରାଯାଇଛି । ନୈାସେନା ବେସ୍ କୁ ସଂକ୍ରମଣ ମୁକ୍ତ
Read More...

ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୬୬୫୭କୁ ବୃଦ୍ଧି

ନୂଆଦିଲ୍ଲୀ- ଦେଶରେ ଗତ ୨୪ ଘଂଟାରେ ୯୮୮୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶନିବାରେ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୨୩୬୬୫୭ରେ ପଂହଚିଛିି । ଏଯାବତ୍ ୧୧୪୦୭୨ ସୁସ୍ଥ ହୋଇଥିବା ବେଳେ ୧୧୫୯୪୨ ସକ୍ରିୟ ମାମଲା ରହିଛି । ସେହିପରି ୬୬୪୨ ଜଣଙ୍କ ମୃତୁ୍ୟ ହୋଇଛି ।
Read More...

ଆହ୍ୱାନପୂର୍ଣ୍ଣ ସମୟରେ ବିଶ୍ୱ ସହିତ ଭାରତ ରହିଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୫ ।୦୬(ଏଜେନ୍ସି): ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଦ୍ୱାରା ଆୟୋଜିତ ଭର୍ଚୁଆଲ ବିଶ୍ୱ ଟିକା ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଥିଲେ । ଏହି ସମ୍ମିଳନୀରେ ବିଶ୍ୱର ୫୦ଟି ଦେଶରୁ ବ୍ୟବସାୟ ନେତୃତ୍ୱ, ମିଳିତ ଜାତିସଂଘ ଏଜେନ୍ସି, ନାଗରିକ ସମାଜ, ସରକାରୀ ମନ୍ତ୍ରୀ,
Read More...

ରାଜ୍ୟଗୁଡ଼ିକୁ ଜିଏସଟି କ୍ଷତିପୂରଣ ୩୬,୪୦୦ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ,୫ ।୦୬(ଏଜେନ୍ସି): ସାମ୍ପ୍ରତିକ କୋଭିଡ ୧୯ ପରିସ୍ଥିତି କାରଣରୁ ରାଜ୍ୟ ସରକାରମାନଙ୍କ ସମ୍ବଳ ବାଧାପ୍ରାପ୍ତ ହୋଇଥିବା ବେଳେ ଖର୍ଚ୍ଚ ପାଇଁ ସେମାନଙ୍କୁ ଅର୍ଥରାଶିର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ଡିସେମ୍ବର ୨୦୧୯ରୁ ଫେବୃଆରୀ ୨୦୨୦ ଅବଧି ପାଇଁ ବିଧାନସଭା ଥିବା
Read More...

ସଡ଼କ ଦୁର୍ଘଟଣା : ଗୋଟିଏ ପରିବାରର ୯ମୃତ

ଲକ୍ଷ୍ନୌ : ମର୍ମନ୍ତୁକ ସଡ଼କ ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୯ ସଦସ୍ୟଙ୍କ ଜୀବନ ।ମୃତକଙ୍କ ମଧ୍ୟରେ ଦୁଇ ଜଣ ଛୋଟ ଛୁଆ ରହିଛନ୍ତି । ଏହି ଦୁଃଖଦ ଘଟଣାର ଶୀକାର ହୋଇଥିବା ପରିବାର ରାଜସ୍ଥାନର ବାସିନ୍ଦା ବୋଲି ଜଣା ପଡ଼ିଛି ।ସେମାନେ ଏକ ଏସ୍ୟୁଭି କାର୍ ଯୋଗେ ବିହାର ଭୋଜପୁର
Read More...

ହାତୀ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଗିରଫ

କେରଳ- ବିସ୍ଫୋରଣ କରି ହାତୀକୁ ମାରିଦେଇଥିବା ଅଭିଯୁକ୍ତଙ୍କୁ ପୁଲିସ ଏବଂ ବନ ବିଭାଗ ତଦନ୍ତକାରୀ ଟିମ ଗିରଫ କରିବାରେ ସଫଳ ହୋଇଛି । ଏହି ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ଜେରା କରାଯାଉଛି । ଗିରଫ ବ୍ୟକ୍ତି ବିଭିନ୍ନ ଫସଲ ଓ ମସଲା ଚାଷ କରୁଥିବା ବେଳେ ପୋଲିସ ଅଟକ
Read More...

ଆଜି ଚନ୍ଦ୍ର ଗ୍ରହଣ: ରାତି ୧୧.୧୫ରୁ ଆରମ୍ଭ

ନୂଆଦିଲ୍ଲୀ- ଶୁକ୍ରବାର ରାତି ୧୧.୧୫ରୁ ଚନ୍ଦ୍ରଗ୍ରହଣ ଆରମ୍ଭ ହୋଇ ଭୋର ୨.୩୪ ମିନିଟରେ ସର୍ବ ମୋକ୍ଷ ହେବ । ଭାରତୀୟ ସମୟ ଅନୁଯାୟୀ ଆଂଶିକ ଚନ୍ଦ୍ରଗ୍ରହଣ ରାତି ୧୧.୧୫ରେ ଆରମ୍ଭ ହେବ ଏବଂ ଜୁନ ୬ ତାରିଖ ୧୨ ଟା ୫୪ ମିନିଟରେ ପୃଥିବୀର ଦୁର୍ବଳ ଛାୟା ସଂପୂର୍ଣ୍ଣ ରୂପେ ଚନ୍ଦ୍ରକୁ ଆଛାଦନ କରିବା
Read More...