Browsing Category

ଦେଶ

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୬୭୭୦

ନୂଆଦିଲ୍ଲୀ- ଦେଶରେ ଗତ ୨୪ ଘଂଟା ମଧ୍ୟରେ ୯,୮୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ୨୨୬୭୭୦ରେ ପଂହଚିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଆଜି ପର୍ଯ୍ୟନ୍ତ ୧୦୯୪୬୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସକ୍ରିୟ
Read More...

କର୍ଣ୍ଣାଟକ ଓ ଝାଡଖଣ୍ଡରେ ମୃଦୁ ଭୂ-କମ୍ପ

ନୂଆଦିଲ୍ଲୀ- କର୍ଣ୍ଣାଟକର ହାମ୍ପି ଓ ଝାଡଖଣ୍ଡର ଜାମସେଦପୁର ଇଲାକାରେ ଶୁକ୍ରବାର ସକାଳେ ମୃଦୁ ଭୂକମ୍ପ ଝଡକା ଅନୁଭୂତ ହୋଇଛି । ହାମ୍ପିରେ ଭୂକମ୍ପ ତୀବ୍ରତା ରିଚର ସ୍କେଲରେ ୪.୭ ଓ ଜାମସେଦପୁରରେ ୪.୦ ଥିବା ଜଣାପଡିଛି । ଭୂ-କମ୍ପରେ ବିଶେଷ କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି ।
Read More...

୨୪ ଘଂଟାରେ ରେକର୍ଡ ୯୩୦୪ ପଜିଟିଭ

ନୂଆଦିଲ୍ଲୀ,୪ ।୦୬(ଏଜେନ୍ସି): ଭାରତରେ କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ନିୟନ୍ତ୍ରଣ ବାହାରେ ହେବାକୁ ଲାଗିଛି । ଗତ ୨୪ ଘଂଟା ଭିତରେ ଭାରତରେ ମୋଟ ୯,୩୦୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ ଏହି ମହାମାରୀ କାରଣରୁ ଗତ ୨୪ ଘଂଟା ମଧ୍ୟରେ ୨୬୦ ଜଣଙ୍କର ମୃତ୍ୟୁ ହୋଇଛି । ତେବେ
Read More...

ଗୁଜରାଟରେ ବିସ୍ଫୋରଣ

ଭାରୁଚ୍ : ଗୁଜରାଟର ଭାରୁଚ୍‌ ଜିଲ୍ଲା ଅଧୀନସ୍ଥ ଦା‌ହେଜରେ ଏକ କୀଟନାଶକ କାରଖାନାରେ ଆଜି ବିସ୍ଫୋରଣ ହୋଇ ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪୦ ଜଣ ଆହତ ହୋଇଛନ୍ତି। ଆଜି ଦିନ ୧୨ଟାରେ ଯଶସ୍ବୀ କେମିକାଲ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ କୀଟନାଶକ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା।
Read More...

କଶ୍ମୀରରେ ଜରୁରୀକାଳୀନ ରନୱେ ନିର୍ମାଣ ଆରମ୍ଭ

ଶ୍ରୀନଗର : ଭାରତ ଓ ଚୀନ ମଧ୍ୟରେ ବିବାଦ ବଢିଚାଲିଥିବାରୁ ସୀମାରେ ଉଭୟ ଦେଶ ନିଜର ସୈନିକ ସଂଖ୍ୟା ବଢାଇଚାଲିଛନ୍ତି । ସୂଚନା ଅନୁସାରେ ଚୀନ ପକ୍ଷରୁ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଟ୍ୟାଙ୍କ ଓ ଲଢୁଆ ବିମାନ ମୁତୟନ କରିବା ପରେ ଭାରତ ମଧ୍ୟ ଅନୁରୂପ ପଦକ୍ଷେପ ନେଉଛି । ଲଢୁଆ ବିମାନ
Read More...

କରୋନା ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ବ୍ୟବହାରକୁ ସବୁଜ ସଙ୍କେତ

ନୂଆଦିଲ୍ଲୀ: କରୋନା ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ପ୍ରୟୋଗକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସବୁଜ ସଙ୍କେତ ଦେଇଛି । ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ବ୍ୟବହାରକୁ ବିପଦ ଜନକ ବୋଲି କହିଥିଲା । ତେବେ ପରୀକ୍ଷଣ ପ୍ରୋଟକଲ ଆଧାରରେ ଭାରତ ପ୍ରସ୍ତାବକୁ
Read More...

ପରଲୋକରେ ବାସୁ ଦା

ନୂଆଦିଲ୍ଲୀ : ଆରପାରିକୁ ଚାଲିଗଲେ ବଲିଉଡ଼୍ ଜଗତର ଆଉ ଜଣେ ଅମ୍ଳାନ ତାରକା । ବର୍ଷିୟ ପୁରୁଖା ଚଳଚିତ୍ର ନିଦେ୍ର୍ଧଶକ ତଥା ନିର୍ମାତା ବାସୁ ଚାଟାର୍ଜିଙ୍କର ଗୁରୁବାର ଦିନ ଦେହାନ୍ତ ହୋଇଯାଇଛି । ମୃତୁ୍ୟ ବେଳେକୁ ତାଙ୍କୁ ୯୩ ବର୍ଷ ହୋଇଥିଲା । ଦୀର୍ଘ ଦିନ ଧରି ସେ ବୟସାଧିକ ସ୍ୱାସ୍ଥ୍ୟଗତ
Read More...

ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି ଭାଙ୍ଗିବା ନେଇ ଭାରତକୁ କ୍ଷମା ମାଗିଲା ଆମେରିକା

ନୂଆଦିଲ୍ଲୀ: ଆମେରିକାରେ ଜଣେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୋଏଡ଼୍ଙ୍କ ମୃତୁ୍ୟ ପାଇଁ ସମଗ୍ର ଆମେରିକା ଅଶାନ୍ତ । ବର୍ଣ୍ଣ ବୈଷମ୍ୟ ବିବାଦୀୟ ପ୍ରସଙ୍ଗ ନେଇ ପରିସ୍ଥିତିି ଗମ୍ଭୀର । ଏହା ଆୟତ କରିବା ପୋଲିସ୍ ପକ୍ଷେ ଅସମ୍ଭବ ହୋଇପଡ଼ିଛି ।ଆମେରିକାର ୪୦ ପ୍ରମୁଖ ସହରରେ କର୍ଫୁ୍ୟ ଜାରି ହୋଇଥିବା
Read More...

ଆଳୁ, ପିଆଜ ଓ ତେଲ ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ

ନୂଆଦିଲ୍ଲୀ- ଡାଲି ଜାତୀୟ ଶସ୍ୟ ଓ ତୈଳ ବୀଜ ସାମଗ୍ରୀକୁ ନିୟନ୍ତ୍ରଣ ମୁକ୍ତ କରିଛନ୍ତି ସରକାର । ସେହିପରି ଆଳୁ ଓ ପିଆଜକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ ଦିଆଇଛି । ଖାଦ୍ୟ ଶସ୍ୟ ଅମଳ ଓ ନିଅଟିଂଆ ସମୟରେ ଦର ନିୟନ୍ତ୍ରଣ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଏହି ନିଷ୍ପତି
Read More...

ମଥୁରା ଓ ବୃନ୍ଦାବନ ମନ୍ଦିର ଖୋଲିବା ପାଇଁ ପୋଲିସ୍ ସହାୟତା ଲୋଡ଼ିଲା ପରିଚାଳନା କମିଟୀ

ଆଗ୍ରା: ପୋଲିସ୍ ସହାୟତା ବିନା ମଥୁରା ଓ ବୃନ୍ଦାବନ ମନ୍ଦିର ଖୋଲିବା ପାଇଁ ପରିଚାଳନା କମିଟୀ ନାରାଜ । କରୋନା ଲକ୍ ଡ଼ାଉନ୍ ଯୋଗୁଁ ଦେଶର ଏହି ଦୁଇ ପୁରାତନ ତଥା ପୁରାଣ ପ୍ରସିଦ୍ଧ ମନ୍ଦିର ଗତ ୨ମାସ ଧରି ବନ୍ଦ ଥିଲା । ଦେଶ ବ୍ୟାପି ତାଲା ବନ୍ଦ ଜାରି ରହିଥିବା ବେଳେ ସାମାଜିକ ଦୂରତା ବଜାୟ
Read More...