ମଥୁରା ଓ ବୃନ୍ଦାବନ ମନ୍ଦିର ଖୋଲିବା ପାଇଁ ପୋଲିସ୍ ସହାୟତା ଲୋଡ଼ିଲା ପରିଚାଳନା କମିଟୀ
ଆଗ୍ରା: ପୋଲିସ୍ ସହାୟତା ବିନା ମଥୁରା ଓ ବୃନ୍ଦାବନ ମନ୍ଦିର ଖୋଲିବା ପାଇଁ ପରିଚାଳନା କମିଟୀ ନାରାଜ । କରୋନା ଲକ୍ ଡ଼ାଉନ୍ ଯୋଗୁଁ ଦେଶର ଏହି ଦୁଇ ପୁରାତନ ତଥା ପୁରାଣ ପ୍ରସିଦ୍ଧ ମନ୍ଦିର ଗତ ୨ମାସ ଧରି ବନ୍ଦ ଥିଲା । ଦେଶ ବ୍ୟାପି ତାଲା ବନ୍ଦ ଜାରି ରହିଥିବା ବେଳେ ସାମାଜିକ ଦୂରତା ବଜାୟ!-->…
Read More...
Read More...