Browsing Category

ଦେଶ

କେରଳ ଛୁଇଁଲା ମୌସୁମୀ ବାୟୁ

ନୂଆଦିଲ୍ଲୀ- ଆଗୁଆ କେରଳ ଛୁଇଁଲା ମୌସୁମୀ । ଏହି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ପ୍ରତି ବର୍ଷ ଜୁନ ପହିଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁ ଥାଏ ।ସେହିପରି ସାରା ଦେଶରେ ଜୁନ ୧୫ ସୁଦ୍ଧା ମୌସୁମୀ ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ଆଗୁଆ ପହଂଚିଛି । ଭାରତ ଏକ
Read More...

ବଢିଲା ଏଲପିଜି ଦର

ନୂଆଦିଲ୍ଲୀ- ବଢିଲା ଏଲପିଜି ଦର । ଲଗାତର ୩ ମାସ ଧରି ଏଲପିଜି ଦର କିମିବା ପରେ ଆଜିଠୁ ମେଟ୍ରୋ ସିଟିମାନଙ୍କରେ ୩୭ ଟଙ୍କା ବୃଦ୍ଧି ପାଇଛି । ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ କୁହାଯାଇଛି ଯେ ଆନ୍ତର୍ଜାତୀୟ ବଜାରରେ ଏଲପିଜି ଦର ବଢିବା ଯୋଗୁଁ ଭାରତରେ ରୋଷଇ ଗ୍ୟାସର ଦର ବୃଦ୍ଧି
Read More...

ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୦୫୩୫

ନୂଆଦିଲ୍ଲୀ- ଦେଶରେ ଗତ ୨୪ଘଂଟା ମଧ୍ୟରେ ସର୍ବାଧିକ ୮,୩୯୨ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୦୫୩୫ ପାର ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ ୮୬୯୮୩ ସୁସ୍ଥ ହୋଇଥିବା ବେଳେ ୫୩୯୪
Read More...

ଭାରତରେ ଗୋଟିଏ ଦିନରେ ସଂକ୍ରମଣ ସଂଖ୍ୟା ୮,୩୮୦

ନୂଆଦିଲ୍ଲୀ,୩୧ ।୦୫(ଏଜେନ୍ସି): ମେ’ ୩୧ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୮୨୧୪୩ ଜଣ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୮୬୯୮୩ ଜଣ ସୁସ୍ଥ ହୋଇଛନ୍ତି ଏବଂ
Read More...

ବଜ୍ରପାତରେ ତାଜମହଲ କ୍ଷତିଗ୍ରସ୍ତ

ନୂଆଦିଲ୍ଲୀ,୩୧ ।୦୫(ଏଜେନ୍ସି): ଶୁକ୍ରବାର ରାତିରେ ଆଗ୍ରା ସହରରେ ଘନଘନ ବଜ୍ରପାତ ସହିତ ପ୍ରବଳ ଝଡ଼ବର୍ଷା ହୋଇଛି । ଏଥିରେ ବିଶ୍ୱପ୍ରସିଦ୍ଧ ଐତିହାସିକ କୀର୍ତିରାଜୀ ତାଜମହଲ କ୍ଷତିଗ୍ରସ୍ତ ହୋଇଛି । ମାର୍ବଲ ଓ ଲାଲ ବାଲୁକାପଥରରେ ନିର୍ମାଣ ହୋଇଥିବା ତାଜମହଲର ରେଲିଂର କିଛି ଅଂଶ
Read More...

‘ମୋ ଜୀବନ,ମୋ ଯୋଗ’ ପ୍ରତିଯୋଗିତା ଘୋଷଣା କଲେ ମୋଦୀ

ନୂଆଦିଲ୍ଲୀ: ରବିବାର ‘ମନ୍‌ କି ବାତ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ମୋ ଜୀବନ,ମୋ ଯୋଗ ପ୍ରତିଯୋଗିତା । କରୋନା ଭାଇରସ୍‌ ସଂକ୍ରମଣ ସମୟରେ ଦେଶବାସୀଙ୍କୁ ଯୋଗର ମହାତ୍ମ୍ୟ ସମ୍ଭନ୍ଧରେ ବୁଝାଇ ମୋଦୀ କହିଛନ୍ତି, ଏଭଳି ସଂକଟ ସମୟରେ ବିଶ୍ୱର ଅନେକ ନେତା
Read More...

ପାଇଲଟ କରୋନା ସଂକ୍ରମିତ ଜାଣିବା ପରେ ମଝି ଆକାଶରୁ ଅବତରଣ କଲା ବିମାନ

ନୂଆଦିଲ୍ଲୀ- ପାଇଲଟ କରୋନା ସଂକ୍ରମିତ ଜଣାପଡିବା ପରେ ଦିଲ୍ଲୀରୁ ମାସ୍କୋ ଯାଇଥିବା ଏୟାର ଇଣ୍ଡିଆ ବିମାନ ମଝି ଆକାଶରୁ ଅବତରଣ କରିଛି । ମାସ୍କୋରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ବିମାନ ଟି ଯାଉଥିଲା ମଝି ରାସ୍ତାରେ ସଂକ୍ରମିତ ବୋଲି ରିପୋର୍ଟ ଆସିଥିଲା । ତେବେ ଏୟାର ଇଣ୍ଡିଆ ତାଙ୍କୁ
Read More...

ଦିଲ୍ଲୀ ଏମ୍ସରେ ୧୧ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା

ନୂଆଦିଲ୍ଲୀ- ଦିଲ୍ଲୀ ଏମ୍ସରେ ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏମ୍ସରେ କାର୍ଯ୍ୟରତ ୧୧ କରେନା ଯୋଦ୍ଧାଙ୍କ ରିପୋର୍ଟ ପଜିଟିଭ ଆସିଛି । ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ରେସିଡେଂଟାଲ ଡାକ୍ତର ଅଛନ୍ତି । ଏହାକୁ ମିଶାଇ ଏମ୍ସ କର୍ମଚାରୀ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬ରେ ପଂହଚିଛି ।
Read More...

ମହାରାଷ୍ଟ୍ର ସରକାରଙ୍କ କଡା ନିଷ୍ପତି

ମୁମ୍ବାଇ-ସର୍ବସାଧାରଣ ସ୍ଥାନରେ ଛେପ ପକାଇବା,ନାକ ସଫା କରିବା କିମ୍ବା ଧୁମପାନ କଲେ କଠୋର କାର୍ଯ୍ୟାନୁଷ୍ଠାନ ।ମହାରାଷ୍ଟ୍ର ସରକାର ଜାରି କରିଛନ୍ତି ଏହି କଟକଣା । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆ ଯାଇଛି । ଏହି
Read More...

ବିମାନ ପାଇଁ ବିପଦ ପଙ୍ଗପାଳ

ନୂଆଦିଲ୍ଲୀ- ବିମାନ ଯାତ୍ରା ପାଇଁ ପଙ୍ଗପାଳ ଦର ବିପସଦ ସୃଷ୍ଟି କରିବା ନେଇ ଆଶଙ୍କା । ତେଣୁ ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଜାରି କରାଯାଇଛି ଆଡଭାଇଜାରୀ । ଭୁପୃଷ୍ଠ ଅଳ୍ପ ଉଚ୍ଚରେ ବିଚରଣ କରୁଥିବା ପଙ୍ଗପାଳ ବିମାନ ଅବତରଣ ଓ ଉଡାଣ ସମସ୍ୟା ସୃଷ୍ଟି କରିବା ସମ୍ଭାବନା ନେଇ
Read More...