Browsing Category

ଦେଶ

ହୃଦଘାତ ପରେ ଭେଂଟିଲେଟରରେ ଅଜିତ ଯୋଗୀ

ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ ପୁଣି ଥରେ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ତାଙ୍କର ହୃଦଘାତ ହେବାରୁ ତାଙ୍କୁ ଭେଂଟିଲେଟରରେ ରଖାଯାଇଛି । ଆଜି ସେ ରାୟପୁର ସ୍ଥିତ ବାସଭବନ ଗାର୍ଡେନରେ ବୁଲୁଥିବା ବେଳେ ହଠାତ୍ ଅଚେତ ହୋଇ ତଳେ ପଡ଼ିଯାଇଥିଲେ ।ତୁରନ୍ତ
Read More...

୨୪ ଘଂଟା ମଧ୍ୟରେ ଗଲା ୧୨୮ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କରୋନାର ପ୍ରକୋପ । ଭାରତରେ କରୋନା ମୃତୁ୍ୟ ସଂଖ୍ୟା ୨ ହଜାର ଟପିଲା । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ଦେଶରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୧୦୯କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ଦେଶରେ ୧୨୮ ଜଣ ଆକ୍ରାନ୍ତଙ୍କ ମୃତୁ୍ୟ
Read More...

ଏୟାର୍ ଇଣ୍ଡିଆର ପାଞ୍ଚ ପାଇଲଟ୍ ଆକ୍ରାନ୍ତ

ମୁମ୍ବାଇ: ଏୟାର୍ ଇଣ୍ଡିଆର ପାଞ୍ଚଜଣ ପାଇଲଟ୍ କୋଭିଡ୍-୧୯ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ପାଇଲଟ୍‌ମାନେ ନିକଟରେ ଚୀନ୍‌ର ଗୁଆଙ୍ଗଝୌକୁ ଯାଇଥିବା ପଣ୍ୟବାହୀ ବିମାନମାନଙ୍କ ମଧ୍ୟରୁ ଗୋଟିକୁ ଉଡ଼ାଇଥିଲେ। ଲକ୍‌ଡାଉନ୍ ଆରମ୍ଭ ସମୟରୁ ଏୟାର୍ ଇଣ୍ଡିଆ ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ
Read More...

ପୁଣି ୪୦୦ କୋଟି ଟଙ୍କା ବ୍ୟାଙ୍କ ଠକେଇ : ଋଣ ଖିଲାଫକାରୀ ଫେରାର

ନୂଆଦିଲ୍ଲୀ: ବିଜୟ ମାଲ୍ୟା ଓ ନିରବ ମୋଦିଙ୍କ ପରେ ଆଉ ଜଣେ ବ୍ୟାଙ୍କ ଖିଲାପକାରୀ ଏବେ ଦେଶରୁ ଫେରାର ହୋଇଯାଇଛନ୍ତି । ସେ ହେଉଛନ୍ତି ବାସୁମତୀ ·ଉଳର ରପ୍ତାନୀକାରୀ ରାମଦେବ ଇଂଟରନ୍ୟାସନାଲ ଲିଃ.ର ମାଲିକ । ଏସ୍ବିଆଇ ସମେତ ୬ଟି ବ୍ୟାଙ୍କରୁ ସେ ୪୦୦ କୋଟି ଟଙ୍କାର ଋଣ ନେଇ ଫେରାର
Read More...

୧୫ ସୁଦ୍ଧା ଉଡ଼ିବ ଘରୋଇ ବିମାନ !

ନୂଆଦିଲ୍ଲୀ: ଦେଶରେ କରୋନା ଲକ୍ଡାଉନ ପାଇଁ ବନ୍ଦ ଥିବା ବିମାନ ସେବା ଖୁବଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ । ଏପରି କି ସରକାର ମେ’ ୧୫ ସୁଦ୍ଧା ଘରୋଇ ବିମାନ ଚଳାଚଳ ପାଇଁ ଯୋଜନା କରୁଛନ୍ତି ବୋଲି ସେ କହିଛନ୍ତି । ଏକ ଜାତୀୟ
Read More...

ନିଜେ ପ୍ରସ୍ତୁତ କରିଥିବା କୋଭିଡ-୧୯ ଔଷଧର ଶୀକାର ହେଲେ ମ୍ୟାନେଜର

ଚେନ୍ନାଇ:ସ୍ଥାନୀୟ ହର୍ବାଲ ପ୍ରଡକ୍ସ କମ୍ପାନୀର ଫାର୍ମାସିଷ୍ଟ ତଥା ପ୍ରଡକସନ ମ୍ୟାନେଜର ଶିବନେସନ ଓ କମ୍ପାନୀ ମାଲିକ ରାଜକୁମାର କରୋନା ପ୍ରତିକାର ପାଇଁ ତିଆରି କରିଥିବା ଔଷଧ ପରୀକ୍ଷା ପାଇଁ ନିଜେ ଖାଇବା ପରେ ଶିବନେସନଙ୍କର ମୃତ୍ୟୁ ହୋଇ ଯାଇଛି ।ତେବେ ଆବଶ୍ୟକତା ଠାରୁ ଅଧିକ ଔଷଧ ଖାଇବା
Read More...

ଭାରତରରେ ମୃତ୍ୟୁ ସଂଖ୍ୟା ୧୯୮୧

ନୂଆଦିଲ୍ଲୀ- ହୁ ହୁ ହୋଇ ବଢିଚାଲିଛି ମହାମାରୀ କରୋନା । ମେ୯ ତାରିଖ ସକାଳ ୮ ଟା ସୁଦ୍ଧା ସମଗ୍ର ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୦,୦୦୦ ପାର ହୋଇଛି । ଦେଶରେ ସର୍ବାଧିକ ୫୯୬୬୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ୧୭୮୪୬ ସୁସ୍ଥ ହୋଇଛନ୍ତି । ୧୯୮୧ ଜଣଙ୍କ ମୃତୁ୍ୟ ହୋଇଛିି । ଏନେଇ କେନ୍ଦ୍ର
Read More...

ମୁମ୍ବାଇରେ କରୋନା ସଂକ୍ରମିତ ୨୫୦ ପୋଲିସ୍ କର୍ମଚାରୀ

ନୂଆଦିଲ୍ଲୀ: ମୁମ୍ବାଇରେ ୨୫୦ ପୋଲିସ୍ କର୍ମଚାରୀ କରୋନା ସଂକ୍ରମିତ ଥିବା ନେଇ କମିଶନର ପରମବୀର ସିଂହ ଗୁରୁବାର ସୂଚନା ଦେଇଛନ୍ତି । କର୍ମଚାରୀଙ୍କଠାରେ ଲକ୍ଷଣ ଖୁବ୍ ସାମାନ୍ୟ ଥିବାରୁ ସେମାନଙ୍କୁ ଆଇସିୟୁରେ ରଖାଯାଇନାହିଁ । ମୁମ୍ବାଇରେ ସଂକ୍ରମିତଙ୍କ ସଂଖ୍ୟା୧୦୫୨୭ କୁ ପହଂଚି ଥିବାବେଳେ
Read More...

ରାସ୍ତାରେ ଟଳିପଡ଼ିଲେ ମଣିଷ ଓ ଜୀବଜନ୍ତୁ

ବିଶାଖାପାଟଣା :ଭେଙ୍କଟପୁରମ୍ ସ୍ଥିତ ଏଲଜି ପଲିମର କାରଖାନାରେ ଆକସ୍ମିକ ଗ୍ୟାସ୍ ଲିକ୍ ଯୋଗୁଁ ୯ଜଣ ମୃତୁ୍ୟ ବରଣ କରିଥିବା ବେଳେ ୧୦୦୦ରୁ ଉଦ୍ଧ୍ୱର୍ ଲୋକ ପ୍ରଭାବିତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବୁଧବାର ରାତି ୩ଟା ରୁ ଗ୍ୟାସ୍ ଲିକ୍ ହୋଇ ଧିରେ ଧିରେ ସମଗ୍ର ଅଂଚଳକୁ
Read More...

କରୋନା ଭୂତାଣୁ ଟିକା ଆବିଷ୍କାର ଦାବିକଲା ଇଟାଲୀ

ଇଟାଲୀ- ଇଟାଲୀର ତାକିସ୍ ନାମକ ଏକ କମ୍ପାନି ପ୍ରଥମ କରୋନାଭାଇରସ ଟିକା ପ୍ରସ୍ତୁତ କରିଛି ବୋଲି ଦାବି କରିଛନ୍ତି । ସ୍ପାଲ୍ଲାଞ୍ଜାନି ହସ୍ପିଟାଲରେ ଏହି ଟିକା ପରୀକ୍ଷା କରାଯାଇଛି ବେଲି କୁହାଯାଉଛି । ସିରିଞ୍ଜରେ ମାଂସପେଶୀ ଫୋଡାଯାଇ ଏହି ଟିକା ଦିଆଯାଉଛି । ମାନବ ଜୀବକୋଷରେ କାର୍ଯ୍ୟ
Read More...