Browsing Category

ଦେଶ

ଆଜିଠୁ ଗଡ଼ିବ ଟ୍ରେନ

ନୂଆଦିଲ୍ଲୀ: ଲକ୍ଡାଉନ ଯୋଗୁ ଦୀର୍ଘ ୫୧ ଦିନ ଧରି ଦେଶରେ ଟ୍ରେନ୍ ଚଳାଚଳ ବନ୍ଦ ରହିବା ପରେ ଆସନ୍ତାକାଲି ମଙ୍ଗଳବାରଠାରୁ ଦିଲ୍ଲୀରୁ ବିଭିନ୍ନ ସ୍ଥାନକୁ ପାସେଞ୍ଜର ଟ୍ରେନ ଚଳାଚଳ ଆରମ୍ଭ କରିବ ।ଏହି ଟ୍ରେନରେ ଯାତ୍ରା କରିବା ପାଇଁ ଆଜିଠାରୁ ଲୋକମାନେ କେବଳ ଆଇଆରସିଟିସି ୱେବସାଇଟକୁ ଯାଇ ଟିକେଟ
Read More...

ଜନ୍ମଦିନ ପାର୍ଟିରୁ ୪୫ କରୋନା ଆକ୍ରାନ୍ତ

ହାଇଦ୍ରାବାଦ: ହାଇଦ୍ରାବାଦର ଏଲ୍ବି ନଗରରେ ଜଣେ ଦୋକାନ ମାଲିକଙ୍କ ଦ୍ୱାରା ଦିଆଯାଇଥିବା ଜନ୍ମଦିନ ପାର୍ଟି ପାଇଁ ୪୫ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ଜନ୍ମଦିନ ପାଇଁ ଏଲ୍ବି ନଗରରେ ୧୫ ନୂଆ ଅବରୋଧ ଅଂଚଳ ଘୋଷଣା ହୋଇଛି ଏବଂ ଏହା ଏବେ ଏକ ହଟ୍୍୍ସ୍ପଟ୍ରେ ପରିଣତ ହୋଇଛି ।ଏଲ୍ବି ନଗରର
Read More...

ମନମୋହନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର

ନୂଆଦିଲ୍ଲୀ: ଛାତି ଯନ୍ତ୍ରଣା ଯୋଗୁ ହସ୍ପିଟାଲରେ ଭର୍ତି ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏମ୍ସର ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଉପରେ ୨୪ ଘଂଟିଆ ନଜର ରଖିଛନ୍ତି । ଛାତି ଯନ୍ତ୍ରଣା ପାଇଁ ସେ ହସ୍ପିଟାଲରେ ଭର୍ତି ହୋଇଥିଲେ ହେଁ
Read More...

ବଦଳିଲା ହୋମ୍ ଆଇସୋଲେସନ୍ ଗାଇଡଲାଇନ

ନୂଆଦିଲ୍ଲୀ: ବିଶ୍ୱ ସମେତ ଭାରତରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଆମ ଦେଶରେ ଚିହ୍ନଟ ହେଉଥିବା ଅଧିକାଂଶ କରୋନା ରୋଗୀଙ୍କ ଶରୀରରେ କୌଣସି ଫ୍ଲୁ ଜନିତ ଲକ୍ଷଣ ଦେଖାଯାଉନାହିଁ । ସେହିପରି କିଛି ରୋଗୀଙ୍କ ଶରୀରରେ ବହୁତ କମ୍ ଲକ୍ଷଣ ଦେଖାଯାଉଛି ।ତେଣୁ ଏହିପରି ଲୋକଙ୍କୁ କେନ୍ଦ୍ର
Read More...

ଦିନକରେ ୪୨୧୩ ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ୨୨୦୬ । ୪୪,୦୨୯ ଚିକିତ୍ସାଧୀନ । ମହାରାଷ୍ଟ୍ରରେ ସର୍ବାଧିକ । ୩୧.୧୫%…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ପ୍ରଥମଥର ପାଇଁ ଦେଶରେ ଗୋଟିଏ ଦିନରେ ୪ ହଜାରରୁ ଅଧିକ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଗତ ୨୪ ଘଂଟା ମଧ୍ୟରେ ୪୨୧୩ ଜଣ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି ।ସେହିପରି ମୃତୁ୍ୟ
Read More...

ଜମ୍ମୁ ଓ କଶ୍ମୀରରେ ୪-ଜି ଇଣ୍ଟର୍‌ନେଟ୍ ସେବା ପୁନଃପ୍ରଚଳନ ପାଇଁ ମନା କଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ୪-ଜି ଇଣ୍ଟର୍‌ନେଟ୍ ସେବା ପୁନଃପ୍ରଚଳନ କରିବାକୁ ସୋମବାର ଦିନ ସୁପ୍ରିମ୍ କୋର୍ଟ ମନା କରି ଦେଇଛନ୍ତି। ଏହା ସହ, ଗୃହ ବ୍ୟାପାର ମନ୍ତ୍ରାଳୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀର ପ୍ରଶାସନର ସଚିବମାନଙ୍କର ଏକ କମିଟି ଗଠନ
Read More...

ଲଦାଖରେ ଭାରତ-ଚୀନ ସେନା ମୁହାଁମୁହିଁ

ନୂଆଦିଲ୍ଲୀ- ସିକମ୍ ଓ ଲଦାଖରେ ଭାରତ- ଚୀନ ସେନାଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଟେକାପଥର ମାଡ ହୋଇଥିବା ସୂଚନା ମିଳିଛି । ଉଭୟ ପକ୍ଷର୧୫୦ ସୈନକ ମାରପିଟରେ ସଂପୃକ୍ତ ଥିଲେ । ସେମାନଙ୍କ ମଧ୍ୟରୁ ଭାରତର ୪ ଜଣ ଓ ଚୀନର ୭ ଜଣ ସୈନିକ ଆହତ ହୋଇଛନ୍ତି ।
Read More...

ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ- ପଂଚମ ଥର ପାଇଁ ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନ ୩ ଟାରେ ଭିଡିଓ କନଫରେନ୍ସ ଜରିଆରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।ମୁଖ୍ୟମନ୍ତ୍ରୀ ମାନେ ନିଜ ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ଅବଗତ କରିବେ । ଦେଶର ଅର୍ଥନିତୀ ଉପରେ ଫୋକଶ ଦେବା ସହ ତୃତୀୟ ପର୍ଯ୍ୟାୟ
Read More...

ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର

ନୂଆଦିଲ୍ଲୀ-ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଛି ବୋଲି ଡାକ୍ତରମାନେ କହିଛନ୍ତି । କିନ୍ତୁ ତାଙ୍କ ଠାରେ ଜ୍ୱର ଲକ୍ଷଣ ପ୍ରକାଶ ପାଇଛି ।ଜ୍ୱରର କାରଣ ଜାଣିବାକୁ ତାଙ୍କର ପରୀକ୍ଷା କରାଯାଉଛି । ଓ ତାଙ୍କୁ ସମସ୍ତ ଡାକ୍ତରୀ ସୁବିଧା ଯୋଗାଇ ଦିଆଯାଉଛି ବୋଲି ଏମ୍ସ ପକ୍ଷରୁ
Read More...

ଆମେରିକାରେ ଥିବା ଓଡିଆମାନଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଡିଓ କନଫରେନ୍ସିଂ ଓଡିଶାର ବିକାଶ ଲାଗି…

ନୂଆଦିଲ୍ଲୀ: କରୋନା ମହାମାରୀ ମୁକାବିଲା ସମୟରେ ଆମେରିକାରେ ବସବାସ କରୁଥିବା ଅନେକ ପ୍ରତିÂିତ ଓଡିଆ ମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଦୀର୍ଘ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା ବିଶ୍ୱ ମହମାରୀର ସବୁ ଅସୁବିଧା ଏବଂ ଆହ୍ୱାନ ମଧ୍ୟରେ ଭାରତ ଓ ଓଡିଶାର ବିକାଶ ପାଇଁ
Read More...