Browsing Category

ଦେଶ

ୟୁଏଇରେ ସେପ୍ଟେମ୍ବର ୧୯ରୁ ଆଇପିଏଲ୍

ନୂଆଦିଲ୍ଲୀ: ଆସନ୍ତା ସେପ୍େଟମ୍ବର ମାସ ୧୯ ତାରିଖରୁ ୟୁଏଇରେ ଆଇପିଏଲ ସିଜିନ-୧୪ର ଅବଶିଷ୍ଟ ମ୍ୟାଚ୍ ଗୁଡିକ ଖେଳାଯିବ ବୋଲି ଆଜି ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ସେହିପରି ଅକ୍ଟୋବର ୧୫ ତାରିଖରେ ଖେଳାଯିବ ଆଇପିଏଲର ଚଳିତ ସିଜିନର ଫାଇନାଲ୍ ମ୍ୟାଚ୍ । କରୋନା ପାଇଁ ଆଇପିଏଲ ୨୦୨୧କୁ
Read More...

ଦିଲ୍ଲୀରେ ରାସନ ସାମଗ୍ରୀର ହୋମ ଡେଲିଭରିକୁ କେନ୍ଦ୍ରର ନାଁ

ନୂଆଦିଲ୍ଳୀ: ଦିଲ୍ଲୀ ସରକାରଙ୍କ ଘର-ଘର ରାସନ ଯୋଜନା ଉପରେ କେନ୍ଦ୍ର ସରକାର ରୋକ ଲଗାଇବ ପରେ ଏବେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏକ ପ୍ରେସ କନଫରେସନ୍ସ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ପିଜା, ବର୍ଗରର ହୋମ ଡେଲିଭରି ହୋଇ ପାରୁଛି ହେଲେ
Read More...

ହସ୍ପିଟାଲରେ ଦିଲୀପ କୁମାର

ମୁମ୍ବଇ: ପ୍ରଖ୍ୟାତ ଲୋକପ୍ରିୟ ଅଭିନେତା ଦିଲୀପ କୁମାରଙ୍କୁ ମୁମ୍ବଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଆଜି ଖବର ମିଳିଛି । କିଛି ଦିନ ହେବ ଦିଲୀପ କୁମାରଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ ହୋଇଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ଆଜି
Read More...

ଦେଶରେ ଟିକା ନେଲେଣି ୨୩.୧୩ କୋଟିରୁ ଅଧିକ

ନୂଆଦିଲ୍ଲୀ: ଦେଶରେ ୨୩କୋଟିରୁ ଅଧିକ କୋଭିଡ ଟିକାକରଣ କରି ଭାରତ ଆଉ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି । ଏ ପର୍ଯ୍ୟନ୍ତ ୨୩ କୋଟି ୧୩ ଲକ୍ଷ ୨୨ ହଜାର ୪୧୭ ପାନ ଟିକା ଦିଆଯାଇ ସାରିଲାଣି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତକାଲି ଗୋଟିଏ ଦିନରେ ୩୩ ଲକ୍ଷ ୫୩ ହଜାରରୁ ଅଧିକ
Read More...

ମହିଳାଙ୍କ ଦେହରେ ୩୨ ପ୍ରକାରର କରୋନା ଭୂତାଣୁ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଗବେଷକମାନେ ସମ୍ପୂର୍ଣ୍ଣ ‘ଏଚ୍‌ଆଇଭି’ ଭୂତାଣୁ କବଳିତ ଜଣେ ୩୬ ବର୍ଷୀୟ ମହିଳାଙ୍କ ଶରୀରରେ ଗୁଣସୂତ୍ର-କ୍ରମ ପରିବର୍ତ୍ତିତ ବିପଜ୍ଜନକ କରୋନାଭାଇରସ୍‌ର ସନ୍ଧାନ ପାଇଛନ୍ତି । ୨୧୬ ଦିନ ହେବ କୋଭିଡ୍‌-୧୯ ଆକ୍ରାନ୍ତ ଉକ୍ତ ମହିଳାଙ୍କ ଶରୀରରେ କରୋନାଭାଇରସ୍
Read More...

ଟିକାକରଣରେ ଆମେରିକାକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ ଟିକାକରଣରେ ଭାରତ ଆମେରିକାକୁ ଅତିକ୍ରମ କରିଛି ବୋଲି ଟିକାକରଣ ଟାକ୍ସଫୋର୍ସ ମୁଖ୍ୟ ଡଃ ଭିକେ ପାଲ୍ କହିଛନ୍ତି । ସେ କହିଛନ୍ତି ଯେ, ଭାରତରେ କୋଭିଡ ଟିକାର ଅତି କମରେ ଗୋଟିଏ ଡୋଜ ନେଇଥିବା ଲୋକଙ୍କ ସଂଖ୍ୟା ୧୭.୨ କୋଟି ଥିବାବେଳେ ଆମେରିକାରେ
Read More...

ଦେଶରେ ଆଉ ୧,୨୦,୫୨୯ ପଜିଟିଭ୍ : ୩,୩୮୦ ମୃତ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ସଂକ୍ରମଣ ଏବେ ଧୀରେଧୀରେ ହ୍ରାସ ପାଇବାରେ ଲାଗିଛି । ଗତ ୫୮ ଦିନପରେ ଆଜି ଦିନକରେ ୧,୨୦,୫୨୯ କରୋନା ରେ ସଂକମିତ ହୋଇଥିଲା ବେଳେ ୩,୩୮୦ଜଣ ମୃତ୍ୟୁ ଘଟିଛି । ଫଳରେ ଦେଶରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨,୮୬,୯୪,୮୭୯ ଓ ମୃତ୍ୟୁସଂଖ୍ୟା ୩,୪୪,୦୮୨ରେ
Read More...

ସୋମବାର ଠାରୁ ଖୋଲିବ ଦିଲ୍ଲୀ ବଜାର

ନୂଆଦିଲ୍ଲୀ: କରୋନାଭାଇରସ୍‌ ସଂକ୍ରମଣ ପ୍ରତିହତ କରିବା ଲାଗି ଏପ୍ରିଲ୍‌ ୧୯ ତାରିଖରୁ ଦିଲ୍ଲୀରେ ଜାରି ହୋଇଥିବା ‘ଲକ୍‌ଡାଉନ୍‌’ ବଳବତ୍ତର ରହିବ ବୋଲି କହିବା ସହ କେତେକ କଟକଣା କୋହଳ କରାଯିବ ବୋଲି ଶନିବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଘୋଷଣା କରିଛନ୍ତି। ଜାତୀୟ ରାଜଧାନୀ
Read More...

ଦେଶରେ ଶିଶୁମାନଙ୍କୁ ଦିଆଯିବ ଫାଇଜର ଟିକା

ନୂଆଦିଲ୍ଳୀ: ଦେଶରେ କରୋନାର ଦ୍ୱିତୀୟ ଲହର ଏବେ କମୁଥିବା ଦେଖିବାକୁ ମିଳିଛି । ହେଲେ ବିଶେଷଜ୍ଞମାନେ ତୃତୀୟ ଲହରକୁ ନେଇ ଚେତାବନୀ ଦେଇସାରିଲେଣି । ତୃତୀୟ ଲହର ଶିଶୁମାନଙ୍କ ପ୍ରତି ଅଧିକ ବିପଦ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏଭଳି ସ୍ଥଳେ ଦେଶରେ ଶିଶୁମାନଙ୍କ ପାଇଁ କୋଭିଡ ଟିକା
Read More...

ଦେଶରେ ଦିନକରେ ୧,୩୨,୩୬୪ ନୂଆ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ଦିନକରେ ଆଉ ୧ ଲକ୍ଷ ୩୨ ହଜାର ୩୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୮୫,୭୪,୩୫୦କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ୨ ହଜାର ୭୧୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୪୦
Read More...