Browsing Category

ଦେଶ

ଇଣ୍ଟରନେଟ୍‌ରେ ବିଭ୍ରାଟ, ବହୁ ୱେବ୍ ସାଇଟ୍ ଅଚଳ

ନୂଆଦିଲ୍ଲୀ: ବିଶ୍ୱ ବ୍ୟାପି ଇଣ୍ଟରନେଟ୍‌ରେ ଆଜି ବଡ଼ ଧରଣର ବିଭ୍ରାଟ ଦେଖିବାକୁ ମିଳିଛି । ବିଶ୍ୱର ଅନେକ ପ୍ରମୁଖ ୱେବସାଇଟ୍ ହଠାତ୍ ଅଚଳ ହୋଇଯାଇଥିଲା । ସରକାରୀ, ଖବର ପୋର୍ଟାଲ୍ ଓ ସୋସିଆଲ ମିିଡିଆ ୱେବସାଇଟ୍‌ଗୁଡ଼ିକ କିଛି ସମୟ ପାଇଁ ଅଚଳ ହେବା ପରେ ପୁଣି ସ୍ୱାଭାବିକ ହୋଇଥିଲା । ଫାଷ୍ଟଲି
Read More...

ଦେଶରେ କମିଲା ସଂକ୍ରମଣ, ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବା ସହ ୨୪ ଘଣ୍ଟାରେ ଆଉ ୯୨,୫୯୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୦,୮୯,୦୬୯କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ହଜାର ୨୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ
Read More...

ବିଜେପିରେ ଜିତିନ୍ ପ୍ରସାଦ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ଯୁବ ନେତା ତଥା ରାହୁଳ ଗାନ୍ଧୀ ଓ ପ୍ରୀୟଙ୍କାଙ୍କ ଅତି ନିକଟତମ ଭାବେ ପରିଚିତ ଜିତନ୍ ପ୍ରସାଦ ଆଜି କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଜିତନ ବିଜେପିରେ ସାମିଲ ହୋଇଛନ୍ତି । ଆସନ୍ତାବର୍ଷ ୟୁପିରେ
Read More...

ବଢିଲା ଖରିଫ୍ ଶସ୍ୟର ଏମଏସପି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଧାନ ସମେତ ବିଭିନ୍ନ ଖରିପ୍ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌୍‌ଏସ୍‌ପି) ବୃଦ୍ଧି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୨୦୨୧-୨୨ ବର୍ଷ ପାଇଁ ଧାନ ସମେତ ହରଡ, ମୁଗ,
Read More...

ଦୁଇ ମାସ ପରେ ଲକ୍ଷେ ତଳକୁ ଖସିଲା ମହାମାରୀ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଲଗାତାର ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୁଇ ମାସ ଅର୍ଥାତ୍ ୬୩ ଦିନ ପରେ ଦୈନିକ ସଂକ୍ରମଣ ସଂଖ୍ୟା ୧ ଲକ୍ଷରୁ କମ୍ ଚିହ୍ନଟ ହୋଇଛି । ଗତ ୨୪ ଘଂଟା ଭିତରେ ଦେଶରେ ୮୬ ହଜାର ୪୯୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଏପ୍ରିଲ
Read More...

ଜମି ଜବରଦଖଲକାରୀ ଆଇନର ଶରଣ ନେଇପାରିବେନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜମି ଜବରଦଖଲକାରୀ କେବେହେଲେ ଆଇନର ଶରଣ ନେଇପାରିବେ ନାହିଁ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଏଥିସହିତ ଆରାବଳି ଜଙ୍ଗଲ ଅଂଚଳରେ ଏକ ଗ୍ରାମ ନିକଟରେ ଜବର ଦଖଲ କରି ଗଢ଼ି ଉଠିଥିବା ପ୍ରାୟ ୧୦ ହଜାର ଆବାସିକ ନିର୍ମାଣ ସମେତ ସମସ୍ତ ଜବରଦଖଲ ସେଠାରୁ ହଟାଇବାକୁ ମାନ୍ୟବର
Read More...

ଗୁଜୁରାଟରେ ୧୫ରୁ ‘ଲଭ୍ ଜିହାଦ’ ଆଇନ

ଗାନ୍ଧୀନଗର: ଗୁଜୁରାଟରେ ଆସନ୍ତା ଜୁନ୍ ୧୫ ତାରିଖରୁ ‘ଲାଭ ଜିହାଦ’ ଆଇନ ଲାଗୁ ହେବାକୁ ଯାଉଛି । ପ୍ରଥମେ ରାଜ୍ୟପାଳ ଆଚାର୍ଯ୍ୟ ଦେବଦ୍ରତ ଓ ପରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ଆଇନ ଲାଗୁ ହେବା ପରେ ରାଜ୍ୟରେ ଜୋର ଜବରଦସ୍ତି ଧର୍ମ ପରିବର୍ତନ ଓ
Read More...

ଭାରତକୁ ବିଶ୍ୱବ୍ୟାଙ୍କ ଦେବ ୫୦୦ ନିୟୁତ ଡଲାର

ୱାଶିଂଟନ: କୋଭିଡ-୧୯ ଭାରତର ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଗୁରୁତର ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଛି । ଏଭଳି ଜଟିଳ ପରିସ୍ଥିତିରେ ଏହାକୁ ସହାୟତା କରିବ ବିଶ୍ୱବ୍ୟାଙ୍କ । ଦେଶର ଏମଏସଏମଇ କ୍ଷେତ୍ରକୁ ପୁନଃ ସୁଦୃଢ଼ କରିବାକୁ ବିଶ୍ୱବ୍ୟାଙ୍କ ୫୦୦ ନିୟୁତ ଡଲାରର ଏକ
Read More...

ଟିକାକରଣ ସମ୍ପୂର୍ଣ୍ଣ ଦାୟିତ୍ୱ କେନ୍ଦ୍ରର : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ ଟିକାକରଣ ସମ୍ପୂର୍ଣ୍ଣ ଦାୟିତ୍ୱ ଏଣିକି କେନ୍ଦ୍ର ସରକାର ନେବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଘୋଷଣା କରିଛନ୍ତି । ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତିି ଯେ, କେନ୍ଦ୍ର
Read More...

କୋଭାକ୍ସିନ ଠାରୁ କୋଭିସିଲ୍ଡ ଅଧିକ ପ୍ରଭାବଶାଳୀ

ନୂଆଦିଲ୍ଲୀ : ମହାମାରୀ କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକା ମଧ୍ୟରୁ ଆଷ୍ଟ୍ରାଜେନ୍ ଏବଂ ସେରମ୍ ଇନ୍‌ଷ୍ଟିଚ୍ୟୁ୍‌ଟ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟିକା ଅଧିକ ପ୍ରଭାବଶାଳୀ ବୋଲି ଏକ ଅନୁଦାନରୁ ଜଣାପଡିଛି । ଏହି ଅଧ୍ୟୟନ
Read More...