Browsing Category

ଦେଶ

ରାଜ୍ୟକୁ ୧୯୨ ଲକ୍ଷ ଟିକା ପଠାଇବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆସନ୍ତା ୧୫ ଦିନ ମଧ୍ୟରେ ରାଜ୍ୟକୁ ୧୯୨ ଲକ୍ଷ ଟୀକା ର ଡୋଜ ପଠାଇବେ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶିତ ତଥ୍ୟ ଅନୁସାରେ ଟୀକାର ଏହି ଡୋଜ ୧୬ ମଇ ରୁ ୩୧ ମଧ୍ୟରେ ପଠାଯିବ । ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ପଠାଇଥିବା ଥିବା ୧୯୨ ଲକ୍ଷ ଟୀକାର
Read More...

ଦିଲ୍ଲୀରେ କମୁଛି ସଂକ୍ରମଣ : କେଜ୍ରିୱାଲ୍

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପର୍ଣ୍ଣ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଦିଲ୍ଲୀରେ କରୋନା ସଂକ୍ରମଣ ହାର କମିଛି । ଆଦି ଦିନକରେ ଦିଲ୍ଲୀରେ ୮୫୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୧୫ ଦିନ ମଧ୍ୟରେ
Read More...

କେପି ଶର୍ମା ଓଲି ପୁଣି ନେପାଳର ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ନୂଆ ସରକାର ଗଠନ କରିବା ନିମନ୍ତେ ବିରୋଧୀ ଦଳମାନେ ବିଫଳ ହେବାରୁ କେପି ଶର୍ମା ଓଲିଙ୍କୁ ପୁଣି ନେପାଳ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ‘ସିପିଏନ୍‌-ୟୁଏମ୍‌ଏଲ୍‌’ର ଅଧ୍ୟକ୍ଷ ୬୯ ବର୍ଷିୟ ଓଲିଙ୍କୁ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପୁନଃନିଯୁକ୍ତି
Read More...

ଗୋଟିଏ ଦିନରେ ଚାଷୀଙ୍କ ଖାତାରେ ପିଏମ୍-କିଷାନ୍ ଓ କାଳିଆ କିସ୍ତି

ନୂଆଦିଲ୍ଲୀ: ପବିତ୍ର ଅକ୍ଷୟ ତୃତୀୟା ଅବବ୍ୟାହିତ ପୂର୍ବରୁ ଆଜି ପିଏମ୍ କିଷାନ ସମ୍ମାନନିଧି ଯୋଜନାରେ ଏବଂ ଓଡିଶା ସରକାରଙ୍କ କାଳିଆ ଯୋଜନାରେ କିସ୍ତି ଅର୍ଥ ସିଧାସଳଖ ଚାଷୀଙ୍କ ଖାତାକୁ ସ୍ଥାନାନ୍ତରିତ କରାଯାଇଛି । ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘
Read More...

ସ୍ପୁଟନିକ୍‌-ଭି ଟିକାର ଶୁଭାରମ୍ଭ : ମୂଲ୍ୟ ୯୯୫ ଟଙ୍କା

ହାଇଦ୍ରାବାଦ: ଋଷ୍ ନିମିତ ବହୁ ଚର୍ଚ୍ଚିତ ସ୍ପୁଟନିକ୍‌-ଭି କରୋନା ଟିକାର ଆଜି ହାଇଦ୍ରାବାଦ୍‌ରେ ଶୁଭାରମ୍ଭ କରାଯାଇଛି । ଡଃ ରେଡ୍ଡି ଲାବରେଟୋରୀ ପକ୍ଷରୁ ଆଜି ସ୍ପୁଟନିକ-ଭି ଟିକା କରଣ ଆରମ୍ଭ ହୋଇଛି । ଏହି ଟିକାର ଡୋଜ୍ ପ୍ରତି ମୂଲ୍ୟ ୯୪୮ ଟଙ୍କା ରହିଛି । ତେବେ ୫% ଜିଏସ୍‌ଟି ପାଇଁ
Read More...

ଗୋଆରେ ଅକ୍ସିଜେନ୍ ନେଲାଣି ୭୪ ଜୀବନ

ପାନାଜୀ: ଡାକ୍ତରୀ ଅମ୍ଲଜାନ ଅଭାବରୁ ଗତ ୪ ଦିନରେ ରାଜ୍ୟର ବୃହତମ କୋଭିଡ୍ ଚିକିତ୍ସାଳୟ ‘ଗୋଆ’ ମେଡିକାଲ୍ କଲେଜ୍ ଆଣ୍ଡ ହସ୍ପିଟାଲ’ରେ ୭୪ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ଗତରାତି ୨ଟାରୁ ଆଜି ସକାଳ ୬ଟା ମଧ୍ୟରେ ୧୩ ଜଣ ରୋଗୀ ପ୍ରାଣ ହରାଇଥିବା ବେଳେ ଗୁରୁବାର ବଡି ଭୋର୍ ସୁଦ୍ଧା ଅନ୍ୟ ୧୫
Read More...

ପତ୍ନୀ ସହ ୫ ବର୍ଷର ଶିଶୁକୁ ହାଣିଦେଲା ବାପା

ଜୟପୁର,: କୋରାପୁଟ୍ ଜିଲ୍ଲାର ବିସିଂପୁର ଥାନା ହରଡାଗୁଡା ଗାଁରେ ବିଳମ୍ବିତ ରାତିରେ ଏକ ଅଭାବନିୟ ଘଟଣା ଘଟିଛି । ପତ୍ନୀ ଓ ୫ବର୍ଷର ପୁଅକୁ ସ୍ୱାମୀ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛି । ମୃତକ ଦ୍ୱୟ ହେଉଛନ୍ତି ଡମୁଣି ମୁଦୁଲି ଓ ପୁଅ ପବୁଲୁ ମୁଦୁଲି । ହତ୍ୟାକାରୀ
Read More...

ଦେଶରେ ୩,୪୩,୧୪୪ ପଜିଟିଭ୍ : ୪୦୦୦ ମୃତ

ନୂଆଦିଲ୍ଲୀ: ଦେଶରେ ଆଜି ଦିନକ ମଧ୍ୟରେ ପୁଣି ୩,୪୩,୧୪୪ କରୋନା ସଂକ୍ରମିିତ ହୋଇଥିଲା ବେଳେ ୪୦୦୦ ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ଦେଶରେ ସମୁଦାୟ କୋଭିଡ୍ ସଂକ୍ରମିତ ସଂଖ୍ୟା ୨,୪୦, ୪୬, ୮୦୯ ଓ ମୃତ୍ୟୁ ସଂଖ୍ୟା ୨,୬୨,୩୧୭ରେ ପହଞ୍ଚିଛି । ସେହିଭଳି ଦିନକରେ ୩,୪୪,୭୭୬ ଆକ୍ରାନ୍ତ
Read More...

ଏଣିକି ୮୪ ଦିନ ପରେ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍

ନୂଆଦିଲ୍ଲୀ:ଏଣିକି ପ୍ରଥମ ଡୋଜ୍ ନେବାର ୮୪ ଦିନ ପରେ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ମିଳିବ । ପ୍ରଥମ ଡୋଜ୍ ନେବାର ୧୨ ସପ୍ତାହ ବା ୮୪ ଦିନ ଭିତରେ କେହି ଦ୍ୱିତୀୟ ଡୋଜ୍ ନେଇପାରିବେ ନାହିଁ କିମ୍ବା ଅନଲାଇନ୍‌ରେ ସ୍ଲଟ୍ ବୁକିଂ ହୋଇପାରିବ ନାହିଁ । ତେବେ ପ୍ରଥମରୁ କୋୱିନ୍‌ରେ ସ୍ଲଟ ବୁକିଂ
Read More...

ବଜ୍ରପାତରେ ୧୮ ହାତୀ ମଲେ

ଗୌହାଟୀ: ଆସାମର ନ’ଗାଁ ଜିଲ୍ଲା ଜଙ୍ଗଲରେ ବଜ୍ରପାତ ଘଟି ଏକକାଳୀନ ୧୮ଟି ହାତୀଙ୍କ ମୃତ୍ୟୁ ହୋଇଛି । କଠିୟାଟୋଲୀ ରେଞ୍ଜର କୁଣ୍ଡଲୀ ବନାଂଚଳ ପାହାଡରେ ଏହି ହାତୀଙ୍କ ମୃତଦେହ ଗୁରୁବାର ଠାବ କରାଯାଇଛି । ରାଜ୍ୟ ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ ବୁଧବାର ରାତିରେ ଭୀଷଣ ବର୍ଷା ସାଙ୍ଗକୁ ବଜ୍ରପାତ
Read More...