ବଜ୍ରପାତରେ ୧୮ ହାତୀ ମଲେ
ଗୌହାଟୀ: ଆସାମର ନ’ଗାଁ ଜିଲ୍ଲା ଜଙ୍ଗଲରେ ବଜ୍ରପାତ ଘଟି ଏକକାଳୀନ ୧୮ଟି ହାତୀଙ୍କ ମୃତ୍ୟୁ ହୋଇଛି । କଠିୟାଟୋଲୀ ରେଞ୍ଜର କୁଣ୍ଡଲୀ ବନାଂଚଳ ପାହାଡରେ ଏହି ହାତୀଙ୍କ ମୃତଦେହ ଗୁରୁବାର ଠାବ କରାଯାଇଛି । ରାଜ୍ୟ ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ ବୁଧବାର ରାତିରେ ଭୀଷଣ ବର୍ଷା ସାଙ୍ଗକୁ ବଜ୍ରପାତ!-->…
Read More...
Read More...