Browsing Category

ଦେଶ

ଓଡ଼ିଶାରେ ଦୈନିକ ସଂକ୍ରମଣ ବଢ଼ୁଛି: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ ଗତ ଦୁଇ ଦିନ ହେଲା ସଂକ୍ରମଣ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି କିନ୍ତୁ ଏହା ଏକ ପ୍ରାରମ୍ଭିକ ଟ୍ରେଣ୍ଡ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି । ଦେଶର ୧୩ଟି ରାଜ୍ୟରେ ଏବେ ୧ ଲକ୍ଷରୁ ଅଧିକ ସକ୍ରିୟ ମାମଲା, ୬ଟି ରାଜ୍ୟରେ ୫୦
Read More...

କରୋନା ରିଲିଫ୍‌ ଫଣ୍ଡକୁ 30 କୋଟି ଦେଲେ ଆଇପିଏଲ୍‌ ସନରାଇଜର୍ସ ହାଇଦ୍ରାବାଦର ମାଲିକ

ନୂଆଦିଲ୍ଲୀ: କରୋନାର ଏହି ଦ୍ବିତୀୟ ଲହରରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ରିଲିଫ୍‌ ଫଣ୍ଡକୁ ଆଇପିଏଲ୍‌ର ଫ୍ରାଞ୍ଚାଇଜ୍‌ ସନରାଇଜର୍ସ ହାଇଦ୍ରାବାଦ ମାଲିକ ସନ୍‌ ଟିଭି ପକ୍ଷରୁ ସୋମବାର 30 କୋଟି ଟଙ୍କା ପ୍ରଦାନ କରାଯାଇଛି । କରୋନା ସଂକ୍ରମଣର ଏହି ଦ୍ବତୀୟ ଲହରରେ
Read More...

ହୋମିଓପାଥିକ ଔଷଧ ପିଇ ତିନି ମୃତ

ରାୟପୁର: ମଦର ବିକଳ୍ପ ଭାବି ହୋମିଓପାଥିକ ଔଷଧ ପିଇବାରୁ ତିନି ଜଣଙ୍କର ମୃତ୍ୟୁ ଘଟିଛି । ଛତିଶଗଡ ରାଜଧାନୀ ରାୟପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ପୋଲିସ୍ ଅଧିକାରୀ ଆର.କେ ମିଶ୍ର କହିଛନ୍ତି ଯେ, ମେ ୭ରେ ମଦ ନପାଇ ଔଷଧ ପିଇ ଦେବାରୁ ତିନି ଜଣଙ୍କର ମୃତ୍ୟୁ ଘଟିଛି । ଜଣେ
Read More...

କରୋନା ପାଇଁ ପୁଣି କଂଗ୍ରେସ ସଭାପତି ନିର୍ବାଚନ ସ୍ଥଗିତ

ନୂଆଦିଲ୍ଳୀ: ମହାମାରୀ କରୋନା ପାଇଁ କଂଗ୍ରେସ ସଭାପତି ନିର୍ବାଚନକୁ ପୁଣି ସ୍ଥଗିତ ରଖାଯାଇଛି । ତେବେ ସଭାପତି ନିର୍ବାଚନ ସମ୍ପର୍କରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ନିଷ୍ପତି ଗ୍ରହଣ କରିବ ବୋଲି କଂଗ୍ରେସ କାର୍ଯ୍ୟକାରୀ କମିଟି(ସିଡବ୍ଲୁସି) ନିଷ୍ପତି ଗ୍ରହଣ କରିଛି । ଆଜି ଦଳର
Read More...

କରୋନାରେ ଆଖି ବୁଜିଲେ ପୁଣି ଜଣେ କ୍ରିକେଟରଙ୍କ ବାପା

ନୂଆଦିଲ୍ଲୀ: କରୋନାରେ ସଂକ୍ରମଣ ହୋଇ ଶେଷରେ ଆଖି ବୁଜିଲେ କ୍ରିକେଟର ପିୟୁଷ ଚାଓ୍ବଲାଙ୍କ ବାପା । ଚଳିତ ବର୍ଷ ଆଇପିଏଲ୍‌ରେ ମୁମ୍ବାଇ ଟିମ୍‌ରେ ସାମିଲ୍‌ ହୋଇଥିଲେ ଯୁବ କ୍ରିକେଟର ପିୟୁଷ ଚାଓ୍ବଲା । ତାଙ୍କର ଏପରି ଦୁଃଖଦ ସମୟରେ ଆଇପିଏଲ୍‌ ଟିମ୍‌ ପରିବାର ଓ ପିୟୁଷଙ୍କ ସହିତ ରହିଛି ବୋଲି
Read More...

ଦେଶରେ ୩,୬୬,୧୬୧ ସଂକ୍ରମିତ: ୩୭୫୪ ମୃତ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ସଂକ୍ରମଣ ଆଜି ୫ଦିନ ପରେ ୪ଲକ୍ଷ ତଳକୁ ଖସିଛି । ଆଜି ପୁଣି ୩,୬୬.୧୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ଆଜି ଦିନକରେ ୩.୭୫୪ ଜଣ ମୃତ୍ୟୁ ବରଣ କରିଛନ୍ତି । ଦେଶରେ ଆଜି ସଂକ୍ରମଣ ୫% ହ୍ରାସ ପାଇଥିବା କୁହାଯାଇଛି । ଭାରତରେ ସମୁଦାୟ କୋଭିଡ୍
Read More...

ଶପଥ ଗ୍ରହଣ କଲେ ଆସାମର ୧୫ ତମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା

ଗୌହାଟୀ: ଶପଥ ନେଲେ ଆସାମର ୧୫  ତମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ସୋମବାର ରାଜ୍ୟପାଳ ଜଗଦୀଶ ମୁଖୀଙ୍କ ଦ୍ବାରା ସପଥପାଠ କାରାଯାଇଛି । ଗତକାଲି ବିଜେପି ବିଧାୟକ ଦଳ ବୈଠକରେ ହିମନ୍ତ ବିଶ୍ୱଶର୍ମାଙ୍କୁ ସର୍ବସମ୍ମତିକ୍ରମେ ନେତା ନିର୍ବାଚିତ କରାଯାଇଥିଲା। ଏହା ପରେ ସେ ସରକାର ଗଠନ
Read More...

ପର୍ଦ୍ଦାଫାସ ହେଲା ଚୀନ୍‌ ଦ୍ବାର ହୋଇଥିବା ତୃତୀୟ ବିଶ୍ବଯୁଦ୍ଧର ଷଢ଼ଯନ୍ତ୍ର

ବେଜିଂ: କରୋନାର ଉତ୍ପତି ସ୍ଥଳ ଚୀନ୍‌କୁ ନେଇ ସାରା ବଶ୍ବ ଦ୍ବନ୍ଦରେ ଥିବା ବେଳେ ତା’ର ସମସ୍ତ ଚାଲ୍‌ର ପର୍ଦ୍ଦାଫାସ୍‌ ହୋଇଛି । ମହାମାରୀ କରୋନାକୁ ଅସ୍ତ୍ରକରି ସେ ତୃ୍ତୀୟ ବିଶ୍ବଯୁଦ୍ଧର ଡେଙ୍ଗୁରା ଦେଇଥିବା କଥା ଏବେ ଲୋକଲୋଚନକୁ ଆସିଛି । ଏ ନେଇ ଚୀନ୍‌ 2015ରୁ ଷଢ଼ଯନ୍ତ୍ର ଆରମ୍ଭ
Read More...

୧୭ ଯାଏଁ ୟୁପିରେ ଲକ୍‌ଡାଉନ୍‌

ଲକ୍ଷ୍ନୌ : କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ଯୋଗୁୁଁ ଉତର ପ୍ରଦେଶ ସରକାର ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ ଲାଗୁ କରିଛନ୍ତି । ରାଜ୍ୟର ସମସ୍ତ ଦୋକାନ ଓ ପ୍ରତିଷ୍ଠାନ ସବୁ ବନ୍ଦ ରହିବ । ଏ ସଂକ୍ରାନ୍ତରେ ଟୁଇଟ୍ କରି ଉତର ପ୍ରଦେଶ ଏସିଏସ୍‌’ ଇନ୍‌ଫର୍ମେସ୍ ନବୀନତ
Read More...

ଦେଶରେ ୪ଲକ୍ଷରୁ କମୁନି ସଂକ୍ରମଣ : ୪,୦୯୨ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମହାମାରୀ ବ୍ୟାପିବା ଦିନରୁ ଚଳିତ ସପ୍ତାହରେ ୫ଥର ଦୈନିକ ସଂକ୍ରମଣ ସଂଖ୍ୟା ୪ଲକ୍ଷ ଟପିଥିବା ବେଳେ ଆଜି ଦିନକର ୪,୦୯୨ଜର ମୃତ୍ୟୁ ବରଣ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସମଗ୍ର ଦେଶରେ ୨୪ ଘଂଟା ମଧ୍ୟରେ ୪,୦୩,୭୩୮
Read More...