Browsing Category

ଦେଶ

ଗୁଜରାଟର କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ; ୧୬ ମୃତ

ଗୁଜରାଟ : ଗୁଜରାଟର ଭରୁଚର ଏକ କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟି ପ୍ରାୟ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଶନିବାର ଖବର ମିଳିଛି। କିଛି ରୋଗୀ ଆହତ ମଧ୍ୟ ହୋଇଛନ୍ତି। ହସ୍ପିଟାଲରେ ଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡର କାରଣ ଏଯାବତ ଅସ୍ପଷ୍ଟ ରହିଛି।
Read More...

କରୋନାରେ ସୋଲୀ ସୋରାବାଜୀଙ୍କ ଦେହାନ୍ତ

ନୂଆଦିଲ୍ଳୀ: କରୋନାରେ ଆକ୍ରାନ୍ତ ଖ୍ୟାତନାମା ଆଇନ୍ଜୀବୀ ତଥା ଦେଶର ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲୀ ସୋରାବଜୀଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ସୋରାବାଜୀ ୧୯୮୯ ରୁ ୧୯୯୦ ପର୍ଯ୍ୟନ୍ତ ଆଟର୍ଣ୍ଣି ଜେନେରାଲ ଥିଲେ । ଏହା ପରେ ସେ ୧୯୯୮ ରୁ
Read More...

ଦେଶରେ ମାଡିଚାଲିଛି କରୋନା

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତିୟ ଲହର ଦେଶରେ ଦିନକୁ ଦିନ ରେକର୍ଡ ଭାଙ୍ଗିବା ସହ ସକ୍ରମଣ ମାଡିଚାଲିଛି । ଆଜି ଦିନକରେ ୩,୮୬,୪୫୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକରେ କରୋନା ଆକ୍ରାନ୍ତ ସଂଖ୍ୟାରେ ଦେଶରେ ନୂଆ ରେକର୍ଡ ସୃଷ୍ଟି ହୋଇଛି । ସେହିଭଳି
Read More...

ଯୁକ୍ତ ଦୁଇ ପରୀକ୍ଷା ବାତିଲ ପାଇଁ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଧର୍ମଶାଳା : ରାଜ୍ୟରେ କରୋନାର ପ୍ରଥମ ଲହରୀ ପାଇଁ ଗତବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହୋଇପାରିଲା ନାହିଁ । ଚଳିତବର୍ଷ ମଧ୍ୟ କରୋନାର ଦ୍ୱିତୀୟ ଲହରୀ ଚାଲିଥିବା ବେଳେ ବିଦ୍ୟାଳୟରେ ପାଠପଢ଼ା ମଧ୍ୟ ବନ୍ଦ ହୋଇଛି । ଏସମୟରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିବା
Read More...

ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଅଢେଇ କୋଟି ଲୋକଙ୍କ ପଞ୍ଜିକରଣ

ନୂଆଦିଲ୍ଲୀ: ଦେଶରେ ଆସନ୍ତାକାଲି (ଶନିବାର) ଠାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ତେବେ ଶୁକ୍ରବାର ସକାଳ ସୁଦ୍ଧା ଟିକାକରଣ ପାଇଁ ୨କୋଟି ୪୫ ଲକ୍ଷ ଲୋକ କୋୱିନ୍ ପୋର୍ଟାଲ୍ରେ ପଞ୍ଜିକରଣ କରିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ କହିଛି
Read More...

ଜେଲରୁ ଛାଡ ପାଇଲେ ଲାଲୁ

ନୂଆଦିଲ୍ଲୀ: ରାଞ୍ଚି ଉଚ୍ଚ ନ୍ୟାୟାଳୟ ମଞ୍ଜୁର କରିଥିବା ଜାମିନର ସମସ୍ତ ଆନୁଷଙ୍ଗିକ ଆଇନଗତ ଦିନ ପୂରଣ କରିବା ପରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ଲାଲୁ ପ୍ରସାଦ ଯାଦବ ଗୁରୁବାର ଜେଲରୁ ଛାଡ ପାଇଛନ୍ତି । ଲୁଲୁ ପ୍ରସାଦ ଝାଡଖଣ୍ଡର ରାଞ୍ଚିସ୍ଥିତ ଡୁମକା ଟ୍ରେଜେରୀ ମାମଲାରେ ଉଚ୍ଚ
Read More...

କରୋନା ସଂକ୍ରମିତଙ୍କୁ ସାହାର୍ଯ୍ୟ : ସ୍ତ୍ରୀର ଗହଣା ବିକି ଅଟୋରେ ଲଗାଇଲେ ଅକ୍ସିଜେନ୍ ସିଲିଣ୍ଡର

କରୋନା କାଳରେ କିଏ କୋଭିଡ ଔଷଧ ଚୋରାରେ ବିକି ଦି ପଇସା ଲାଭ କରୁଛି ତ କିଏ ଚୋରାରେ ୩ଶହ ଟଙ୍କାର ଅକ୍ସିଜେନକୁ ୩୦ ହଜାର ଟଙ୍କାରେ ବିକ୍ରି କରୁଛି । ହେଲେ ଦୁନିଆରେ ସମସ୍ତ ସମାନ ନୁହନ୍ତି । ଯାହାର ଉଦାହରଣ ସାଜିଛନ୍ତି ଭୋପାଳର ଜଣେ ଅଟୋ ଚାଳକ । କରୋନା ସଙ୍କଟ କାଳରେ ଅଟୋ ଚଳାଇ ଦୈନିକ ୨ ରୁ
Read More...

କରୋନା ସଂକ୍ରମଣ ବୃଦ୍ଧି ; ବନ୍ଦ ହେଲା ଚାରିଧାମ ଯାତ୍ରା

ନୂଆଦିଲ୍ଳୀ : ଉତ୍ତରାଖଣ୍ଡ ତଥା ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଥିବା ଦେଖାଯାଉଛି। ତେଣୁ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଚାରିଧାମ ଯାତ୍ରା ଉପରେ ରୋକ ଲଗାଇଛନ୍ତି। ଏନେଇ ଆଜି ଏକ ବୈଠକ ମଧ୍ୟ ଆୟୋଜିତ ହୋଇଛି। ମୁଖ୍ୟମନ୍ତ୍ରୀ
Read More...

ଟିକାକରଣ ପ୍ରମାଣପତ୍ରରେ ମୋଦୀଙ୍କ ଫଟୋକୁ ନେଇ ଆପତ୍ତି ଉଠାଇଲେ ଜେଏନୟୁର ପୂର୍ବତନ ପ୍ରଫେସର

ଦେଶରେ ମେ ୧ ତାରିଖରୁ ୨ୟ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ପଞ୍ଜାବ ବିଶ୍ଵବିଦ୍ୟାଳୟର ପୂର୍ବତନ ଡିନ୍‌ ତଥା ​‌ଜେଏନୟୁର ପୂର୍ବତନ ପ୍ରଫେସର ଚମନଲାଲ ମୋଦୀଙ୍କ ଫଟୋ ଉପରେ ଆପତ୍ତି ଉଠାଇବା ସହିତ ଟିକା ନେବାକୁ ମନା କରିଦେଇଛନ୍ତି।
Read More...

୩୦ ମିନିଟରେ କରୋନା ରୋଗୀଙ୍କ ବିଲ୍‌ ମଞ୍ଜୁର କରିବାକୁ ବୀମା କମ୍ପାନୀଙ୍କୁ ହାଇକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ: କରୋନା ରୋଗୀ ଡାକ୍ତରଖାନାରୁ ଡିସଚାର୍ଜ ହେବାରେ ବିଳମ୍ବ ହେଉଛି। ଏହାର କାରଣ ହେଉଛି ବୀମା କମ୍ପାନୀଗୁଡ଼ିକ ସେମାନଙ୍କ ବିଲ୍‌ ମଞ୍ଜୁର କରିବାରେ ବିଳମ୍ବ କରୁଛନ୍ତି। ଫଳରେ ଅନ୍ୟ ରୋଗୀଙ୍କୁ ଶଯ୍ୟା ପାଇଁ ଅନେକ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି। ତେବେ ଏହି ସମସ୍ୟାର ସମାଧାନ
Read More...