୩୦ ମିନିଟରେ କରୋନା ରୋଗୀଙ୍କ ବିଲ୍ ମଞ୍ଜୁର କରିବାକୁ ବୀମା କମ୍ପାନୀଙ୍କୁ ହାଇକୋର୍ଟଙ୍କ ନିର୍ଦେଶ
ନୂଆଦିଲ୍ଲୀ: କରୋନା ରୋଗୀ ଡାକ୍ତରଖାନାରୁ ଡିସଚାର୍ଜ ହେବାରେ ବିଳମ୍ବ ହେଉଛି। ଏହାର କାରଣ ହେଉଛି ବୀମା କମ୍ପାନୀଗୁଡ଼ିକ ସେମାନଙ୍କ ବିଲ୍ ମଞ୍ଜୁର କରିବାରେ ବିଳମ୍ବ କରୁଛନ୍ତି। ଫଳରେ ଅନ୍ୟ ରୋଗୀଙ୍କୁ ଶଯ୍ୟା ପାଇଁ ଅନେକ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି। ତେବେ ଏହି ସମସ୍ୟାର ସମାଧାନ!-->…
Read More...
Read More...