Browsing Category

ଦେଶ

ଦେଶରେ ୨ଲକ୍ଷ ୩୪ ହଜାର ୬୯୨ ନୂଆ ପଜିଟିଭ ଚିହ୍ନଟ

ଦେଶରେ କରୋନାର ୨ୟ ତରଙ୍ଗ ହୁ ହୁ ହୋଇ ବୃଦ୍ଧି ପାଇବା ସହ ନିଜର କାୟା ବିସ୍ତାର କରି ଚାଲିଛି। ଗତ ୨୪ ଘଣ୍ଟାରେ ୨ଲକ୍ଷ ୩୪ ହଜାର ୬୯୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ପଜିଟିଭ ସଂଖ୍ୟା ୧ କୋଟି ୪୫ ଲକ୍ଷ ୨୬ ହଜାର ୬୦୯କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧
Read More...

ମୋଟ ନମୁନାରୁ ଅର୍ଦ୍ଧାଧିକ ବ୍ରିଟେନ୍ ଷ୍ଟ୍ରେନ୍ !

ଚଣ୍ଡିଗଡ: କୋଭିଡ୍‌ର ଦ୍ୱିତୀୟ ଲହର ଏବେ ସାରା ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । କେଉଁ କାରଣ ପାଇଁ କୋଭିଡ୍ ପୂର୍ବ ବର୍ଷ ତୁଳନାରେ ଅଧିକ ବ୍ୟାପୁଛି ସେ ନେଇ ସରକାରୀ ଭାବରେ କୌଣସି ଉତର ମିଳି ପାରିନାହିଁ । ହେଲେ ୟୁକେ ଭେରିଆଂଟ ବା ପ୍ରକରଣ ପାଇଁ କୋଭିଡ୍ ଅଧିକ ବ୍ୟାପୁଛି ବୋଲି
Read More...

ଏବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ

ନୂଆଦିଲ୍ଲୀ: ଦେଶରେ ଚଳିତ ବର୍ଷ ସ୍ୱାଭାବିକ ମୌସୁମୀ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମ୍‌ଡି) ପୂର୍ବାନୁମାନ କରିଛିି । ଦେଶରେ ୯୮% ବର୍ଷା ହେବ ବୋଲି ଆଇଏମ୍‌ଡି ଆକଳନ କରିଛି । ଚଳିତ ବର୍ଷ ଜୁନ୍ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ସ୍ୱାଭାବିକ ବୃଷ୍ଟିପାତ
Read More...

ଦେଶରେ ୧୧.୪୪ କୋଟି ଟପିଲା ଟିକାକରଣ

ନୂଆଦିଲ୍ଲୀ : ଭାରତର ମୋଟ ସକ୍ରିୟ କରୋନା ମାମଲାର ୬୭.୧୬% ଅଛି ପାଞ୍ଚ ରାଜ୍ୟରେ ଦେଶରେ କୋଭିଡ-୧୯ ଟିକାକରଣ ଆଜି ୧୧.୪୪ କୋଟିକୁ ଅତିକ୍ରମ କରିଯାଇଛି । ୨୦୨୧ ଏପ୍ରିଲ ୧୧ରୁ ୧୪ ତାରିଖ ଚାରି ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ଟିକା ଉତ୍ସବରେ ଦେଶବ୍ୟାପୀ ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ
Read More...

ଚଳିତ ମାସରୁ ମିଳିବ ସ୍ପୁଟନିକ ଭି ଟିକା

ନୂଆଦିଲ୍ଲୀ: କରୋନା ବିରୋଧରେ ଚାଲିଥିବା ଲଢେଇ ପାଇଁ ଆଉଏକ ଭଲ ଖବର। ଭାରତ ସରକାର କୋଭିଡ-୧୯ର ମୁକାବିଲା ନିମନ୍ତେ ରୁଷରେ ପ୍ରସ୍ତୁତ ସ୍ପୁଟନିକ ଭି ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ପ୍ରଦାନ କରିବାର ଦୁଇଦିନ ପରେ ରୁଷରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ନିଶ୍ଚିତ କରାଇ କହିଛନ୍ତି ଯେ
Read More...

ଧୋନି ବନାମ ରାହୁଲ ଲଢ଼େଇ ଆଜି

ମୁମ୍ବଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୧ର ଅଷ୍ଟମ ଲିଗ୍‌ ମ୍ୟାଚରେ ଶୁକ୍ରବାର ପୂର୍ବତନ ଚମ୍ପିଆନ ଚେନ୍ନଇ ସୁପରକିଙ୍ଗ୍‌ସ ସହିତ ପଞ୍ଜାବ କିଙ୍ଗ୍‌ସର ମୁକାବିଲା ହେବ। ଏଥିରେ ଉଭୟ ଦଳ ୨ୟ ମ୍ୟାଚରେ ଅବତ୍ତୀର୍ଣ୍ଣ ହେବେ। ଭାରତୀୟ ଦଳର ପୂର୍ବତନ ଅଧିନାୟକ ୱିକେଟ ରକ୍ଷକ ମହେନ୍ଦ୍ର
Read More...

୨୪ ଘଣ୍ଟାରେ ୨ଲକ୍ଷ ୧୭ ହଜାରକରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନାର ୨ୟ ତରଙ୍ଗ ହୁ ହୁ ହୋଇ ବୃଦ୍ଧି ପାଇବା ସହ ନିଜର କାୟାର ବିସ୍ତାର କରି ଚାଲିଛି। ୨୪ ଘଣ୍ଟାରେ ୨ଲକ୍ଷ ୧୭ହଜାର ଟପିଛି ନୂଆ ପଜିଟିଭ ସଂଖ୍ୟା। ୨,୧୭,୩୫୩ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବା ବେଳେ ମୋଟ ପଜିଟିଭ ସଂଖ୍ୟା ୧,୪୨,୯୧,୯୧୭କୁ ବୃଦ୍ଧି ପାଇଛି।
Read More...

ଦିଲ୍ଲୀ ରାଜରାସ୍ତାରେ ବୁଲୁଛନ୍ତି ଯମରାଜା ଓ ଯମଦୂତ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଦେଶରେ ପୁଣି ଥରେ ଆତଙ୍କ ସୃଷ୍ଟି କରିଛି । ଯାହାକି ଏହି ଅଳ୍ପ ଦିନ ମଧ୍ୟରେ ଅନେକ ଧନ ଜୀବନ ମଧ୍ୟ ଯାଇସାରିଲାଣି । ତଥାପି ଲୋକମାନେ କୋଭିଡ୍ କଟକଣାକୁ ଖାତିର ନକରି ବିନା ମାସ୍କରେ ବାହାରେ ବିଲୁଛନ୍ତି । ତେଶୁ ଲୋକମାନଙ୍କୁ କରୋନା କଟକଣା ପାଳନ ଓ
Read More...

ଏଥର ବିନା ପରୀକ୍ଷାରେ ପାସ୍‌ କରିବେ ମାଟ୍ରିକ୍‍ ଛାତ୍ରଛାତ୍ରୀ : ପଞ୍ଜାବ ସରକାରଙ୍କ

ଚଣ୍ଡିଗଡ଼: ପଞ୍ଜାବରେ ବୃଦ୍ଧିପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁବାର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଉଚ୍ଚାଧିକାରୀଙ୍କ ସହ ସମୀକ୍ଷା ବୈଠକ କରି ଏକ ବଡ଼ ଘୋଷଣା କରିଛନ୍ତି। ପଞ୍ଚମ, ଅଷ୍ଟମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ବିନା ପରୀକ୍ଷାରେ ଉପର ଶ୍ରେଣୀକୁ
Read More...

ଭାରତ-ପାକିସ୍ତାନର ସମ୍ପର୍କରେ ତିକ୍ତତା ଆଗକୁ ଆହୁରି ପଢ଼ିପାରେ!

ୱାଶିଂଟନ: ଭାତର ପୂରାତନ ଶତୃ ଦେଶ ପାକିସ୍ତାନ ସହିତ ଆଗକୁ ତିକ୍ତତା ଆହୁରି ଉଗ୍ର ରୂପ ଧାରଣ କରିବ । ପାକିସ୍ତାନୀ ପ୍ରୋଭୋକେସନ୍ର ଜବାବ ଦେବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି ଅଧିକ ସାମାରିକ ପଦକ୍ଷେପ ନେବେ। ପୂର୍ବରୁ ଭାରତ ପଡ଼ୋଶୀ ପାକିସ୍ତାନ ବିରୋଧରେ ନେଇଥିବା ସାମରିକ
Read More...