Browsing Category

ଦେଶ

ଝାଡଖଣ୍ଡ ରାଜ୍ୟପାଳଙ୍କୁ କରୋନା

ରାଞ୍ଚି: ଶନିବାର ଦିନ ଝାଡଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ କରୋନା ପଜିଟିଭ୍ ହୋଇଥିବା କଥା ରାଜଭବନରେ ଜଣେ ଡାକ୍ତର କହିଛନ୍ତି । ସେ କହିଛନ୍ତି ଆର୍‌ଟି-ପିସିଆର୍ ପରୀକ୍ଷା ବେଳେ ନମୁନା ପଜିଟିଭ୍ ଆସିବା ପରେ ରାଜ୍ୟପାହଳ କୋଭିଡ-୧୯ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ତାଙ୍କୁ
Read More...

୨ଲକ୍ଷ କୋଭିସିଲ୍ଡ ଟିକା ପହଞ୍ଚିଲା

ନୂଆଦିଲ୍ଲୀ: ଦେଶରେ ଯେତେବେଳେ କୋଭିଡ୍ ଟିକାର ଘୋର ଅଭାବ ସେତେବେଳେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ‘ଟିକା ମହୋତ୍ସବ’ ପାଳନ କରିବାକୁ ପରାମର୍ଶ ଦେଲେ । ହେଲେ ୪ଦିନ ଧରି ଦେଶର ବିଭିନ୍ନ ରାଜ୍ୟରେ ଟିକା ମହୋତ୍ସବ’ ପାଳନ କରିବା ପରେ ଏବେ ସବୁ ରାଜ୍ୟକୁ ଘାରିଛି ନିଅଂଟିଆ ଟିକାର ସମସ୍ୟା ।
Read More...

ଷ୍ଟେସନ ଓ ଟ୍ରେନରେ ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ତଣ୍ଡ

ନୁଆଦିଲ୍ଲୀ: ଏଣିକି ରେଲୱେ ଷ୍ଟେସନ ଓ ଟ୍ରେନରେ ମାସ୍କ ନ ପିନ୍ଧିଲେ ଗଣିବାକୁ ପଡିବ ମୋଟା ଅଙ୍କର ତଣ୍ଡ । ଷ୍ଟେସନ ପରିସରରେ ତଥା ଟ୍ରେନରେ ଯାତ୍ରା କରିବା ସମୟରେ ଯଦି ମାସ୍କ ପିନ୍ଧି ନଥିବେ କିମ୍ବା ଏହାକୁ ସଠିକ ରୁପେ ମୁହଁରେ ଘୋଡାଇ ରଖି ନଥିବେ ତେବେ ୫୦୦ ଟଙ୍କା ଫାଇନ ଦେବାକୁ ପଡିବ ।
Read More...

ଟିକାର ଅଭାବ ନାହିଁ: ହର୍ଷ ବର୍ଦ୍ଧନ

ନୁଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟିକାକରଣକୁ ଯୋରଦାର କରାଯାଇଛି । ସଡିଶା ସମେତ କିଛି ରାଜ୍ୟରେ ଟିକାର ଅଭାବ ଦେଖାଦେଇଛି, ଯାହା ‘ଳରେ ଟିକାକରଣରେ ବାଧାସଅଷ୍ଟି ହେଉଛି । ଏପରିକି ଅନେକ ଟିକାକରଣ କେନ୍ଦ୍ର ବନ୍ଦ ହୋଇଗଲାଣି ।
Read More...

ଖୋଲା ବଜାରରେ ମିଳୁ କରୋନା ଟିକା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: : ଖୋଲା ବଜାରରେ କରୋନା ଟିକା ମିଳୁ। ଏହାଦ୍ୱାରା କ୍ରୟ କରିବାକୁ ସମର୍ଥ ଲୋକେ ନିଜେ ଟିକା କ୍ରୟ କରି ନେଇପାରିବେ। ଫଳରେ ଟିକା କିଣିବାକୁ ଅସମର୍ଥ ବର୍ଗଙ୍କ ପ୍ରତି ସରକାର ଧ୍ୟାନ କେନ୍ଦ୍ରିତ କରିପାରିବେ। ତେଣୁ କୋଭିଡ୍‌-୧୯ ଟିକା ସରକାରୀ ଯୋଗାଣ ଶୃଙ୍ଖଳ ବାହାରେ, ଅର୍ଥାତ୍‌
Read More...

ଟିକାକରଣ ବୟସସୀମା ୨୫ ବର୍ଷକୁ ହ୍ରାସ ପାଇଁ ସୋନିଆଙ୍କ ଦାବି

ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ବୟସସୀମା ୨୫ ବର୍ଷକୁ ହ୍ରାସ କରିବା ଲାଗି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦାବି କରିଛନ୍ତି। ଶନିବାର କଂଗ୍ରେସ କାର୍ଯ୍ୟକାରିଣୀ କମିଟି(ସିଡବ୍ଲ୍ୟୁସି)ର ବୈଠକରେ ସେ ଏହି ଦାବି ଉଠାଇଛନ୍ତି। ଏ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି
Read More...

ମହାରାଷ୍ଟ୍ରରେ ଜୈନ ମନ୍ଦିରରେ ଖୋଲିଲା କୋଭିଡ କେନ୍ଦ୍ର

ମୁମ୍ବଇ: ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ଆଶାତୀତ ଭାବେ ବଢିଚାଲିବା ଏବଂ ଆକ୍ରାନ୍ତ ଲୋକଙ୍କ ଚିକିତ୍ସା ନିମନ୍ତେ ହସପିଟାଲରେ ଶଯ୍ୟା, ଡାକ୍ତର ଆଦିଙ୍କର ଘୋର ଅଭାବ ପରିଲକ୍ଷି ହେଉଥିବାବେଳେ ଏଠାରେ ଥିବା ଏକ ଜୈନ ମନ୍ଦିରକୁ କୋଭିଡ-୧୯ କେନ୍ଦ୍ରରେ ପରିଣତ କରାଯାଇଛି।
Read More...

ଜେଲରୁ ମୁକୁଳିବେ ଲାଲୁ

ରାଞ୍ଚି: କାରାଦଣ୍ଡ ଭୋଗୁଥିବା ଆରଜେଡି ନେତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କୁ ଜାମିନ ମିଳିଛି। ଝାଡଖଣ୍ଡ ହାଇକୋର୍ଟ ତାଙ୍କୁ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜାମିନ ପ୍ରଦାନ କରିଛନ୍ତି। ଫଳରେ ଲାଲୁ ବର୍ତ୍ତମାନ ଜେଲରୁ ମୁକୁଳିପାରିବେ। ସୂଚନାଯୋଗ୍ୟ ଯେ
Read More...

ଦୀପ ସିଦ୍ଧୁଙ୍କୁ ଜାମିନ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ଘଟିଥିବା ହିଂସା ଏବଂ ଲାଲ୍‌କିଲାରେ ଧାର୍ମିକ ପତାକା ଉଡ଼ାଇବା ମାଲାରେ ଗିରଫ ହୋଇଥିବା ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କୁ ଦିଲ୍ଲୀର ଏକ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। କୃଷି ଆଇନ ବିରୋଧରେ କୃଷକ ସଂଗଠଡ଼ଗୁଡ଼ିକ
Read More...

ଭାରତୀୟ ରେଳବାଇ : କ୍ରାୟୋଜେନିକ ଟ୍ୟାଙ୍କରରେ ଅକ୍ସିଜେନ ପରିବହନ କରିବ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବୃଦ୍ଧିପାଉଥିବା କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ବିିଭିନ୍ନ ସ୍ଥାନରେ ଅକ୍ସିଜେନର ଅଭାବ ପରିଲକ୍ଷିତ ହୋଇଥିବାବେଳେ ଭାରତୀୟ ରେଳବାଇ ଲିକ୍ୱିଡ ଅକ୍ସିଜେନ ପରିବହନ କରିବ। କ୍ରାୟୋଜେନିକ ଟ୍ୟାଙ୍କରରେ ଏହି ଲିକ୍ୱିଡ ଅକ୍ସିଜେନ ପରିବହନ କରାଯିବ।
Read More...