କୁମ୍ଭ ମେଳା ସମାପ୍ତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ
ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁର ୨ୟ ତରଙ୍ଗ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ପ୍ରତିଦିନ ଦୁଇ ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କରୋନା ସଂକ୍ରମଣ ପ୍ରକୋପ ବଢ଼ୁଥିବାବେଳେ ହସ୍ପିଟାଲଗୁଡ଼ିକରେ ଶଯ୍ୟା ଅଭାବ ପଡୁଛି। ଏଭଳି ସ୍ଥିତିରେ କୁମ୍ଭ ମେଳାକୁ ନେଇ ପ୍ରଧାନମନ୍ତ୍ରୀ!-->…
Read More...
Read More...