Browsing Category

ଦେଶ

ପୁଣି ଗାଁ ମୁହାଁ ପ୍ରବାସୀ ଶ୍ରମିକ

ମୁମ୍ବାଇ: ଦେଶରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ରେକର୍ଡ ଭାଙ୍ଗୁଥିବା ବେଳେ ଲକ୍ଡାଉନ୍ ଆଶଙ୍କାରେ ପ୍ରବାସୀ ଶ୍ରମିକ ମାନେ ଏବେ ଗାଁ ମୁହାଁ ହୋଇଛନ୍ତି । ବିଶେଷ କରି ମହାରାଷ୍ଟ୍ର, ଦିଲ୍ଲୀ, କେରଳରେ କାମ କରୁଥିବା ପ୍ରବାସୀ ଶ୍ରମିକମାନେ ଏବେ ନିଜ ନିଜ ଜନ୍ମସ୍ଥାନକୁ ଫେରିବା
Read More...

ସ୍ଥିତି ଅସମ୍ଭାଳ

ଦିନକରେ ୧ଲକ୍ଷ ୮୪ହଜାର ପଜିଟିଭ୍ ନୂଆଦିଲ୍ଲୀ: ଦେଶରେ ୧ଲକ୍ଷ ୮୪ ହଜାର ୩୭୨ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଏହି ସମୟ ମଧ୍ୟରେ ୧,୦୨୭ ଜଣଙ୍କ ମୃତ୍ୟୁ ଘଟିଛି । ଗତ ପ୍ରାୟ ୬ ମାସ ପରେ ପ୍ରଥମ ଥର ପାଇଁ ଆଜି ଦୈନିକ ମୃତ୍ୟୁ ସଂଖ୍ୟା ୧୦୦୦ ଡେଇଁଛି ।
Read More...

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ପଜିଟିଭ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ସଂକ୍ରମିତ ବୋଲି ବୁଧବାର ଜଣାପଡିଛି। ମୁଖ୍ୟମନ୍ତ୍ରୀ ନିଜେ ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଥମ ଲକ୍ଷଣ ଦେଖିବା ମାତ୍ରେ କୋଭିଡ ପରୀକ୍ଷା କରାଇଥିଲେ। ଏହାପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ସେ
Read More...

ସରକାରୀ ହସ୍ପିଟାଲ୍‌ରୁ ୩୨୦ କୋଭାକ୍ସିନ୍ ଚୋରି

ଜୟପୁର: ମହାମାରୀ କରୋନା ପ୍ରକୋପ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ, ଦେଶରେ ଟିକାର ଅଭାବ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏପରିସ୍ଥିତି ମଧ୍ୟରେ ରାଜସ୍ଥାନ ଜୟପୁରରୁ ଏକ ନିନ୍ଦନିୟ ଘଟଣା ସାମ୍ନାକୁ ଆସିଛି, ଯାହାକି ଏକ ସରକାରୀ ହସ୍ପିଟାଲ୍‌ରୁ ୩୨୦ଟି କୋଭାକ୍ସିନ୍ ଡୋଜ୍ ଚୋରି ହୋଇଛି । ଏନେଇ
Read More...

ଶ୍ମଶାନରେ ଜଳିଲା ୧୮୭ ମୃତଦେହ, ସରକାରୀ ରେକର୍ଡରେ ୫

କରୋନା ଭୂତାଣୁର ୨ୟ ତରଙ୍ଗ ଦ୍ରୁତ ଗତିରେ ବ୍ୟାପୁଥିବାବେଳେ ଦୈନିକ ମୃତ୍ୟୁ ସଂଖ୍ୟା ୧ ହଜାର ଟପିଛି। କିନ୍ତୁ କେତେକ ରାଜ୍ୟରେ ସରକାର ପ୍ରକୃତ ମୃତ୍ୟୁ ସଂଖ୍ୟା ସମ୍ପର୍କିତ ତଥ୍ୟ ଲୁଚାଉଥିବା ଅଭିଯୋଗ ହେଉଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଭୋପାଳରେ। ଏଠାରେ ୨ଟି ଶ୍ମଶାନରେ ୪ ଦିନ
Read More...

ମହାରାଷ୍ଟ୍ରରେ୧୪୪ ଧାରା ଲାଗୁ କରାଯିବ

ମୁମ୍ବାଇ: କରୋନା ଭୂତାଣୁ ଦିନକୁ ଦିନ ସଂକ୍ରମଣ ହେବାକୁ ଲାଗିଲାଣି । ଯେଉଁଥିପାଇଁ ମହାରାଷ୍ଟ୍ରରେ ଆଜି ରାତି ୮ଟାରୁ ପାଖାପାଖି ୧୫ ଦିନ ଯାଏ କଡା କଟକଣା ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି । ରାଜ୍ୟବାସୀଙ୍କୁ ଏକ ଭର୍ଚୁଆଲ୍ ବାର୍ତ୍ତାରେ ଶ୍ରୀ ଠାକରେ କହିଛନ୍ତି
Read More...

ଧାରଣାରୁ ଉଠିଲେ ମମତା

କଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରଚାର ଉପରେ ନିର୍ବାଚନ ଆୟୋଗ ୨୪ ଘଂଟା ପର୍ଯ୍ୟନ୍ତ କଟକଣା ଲାଗୁ କରିଛନ୍ତି ଓ ଏହି ନିଷ୍ପତି ବିରୋଧରେ ମମତା ମଙ୍ଗଳବାର ଧାରଣାରେ ୩ ଘଂଟା ବସିବା ପରେ ଏହା ପ୍ରତ୍ୟାହାର କରିନେଇଥିବା ପ୍ରକାଶ । ସୂଚନାଯୋଗ୍ୟ, ମମତାଙ୍କ ଉପରେ
Read More...

ତିହାର ଜେଲରେ ବ୍ୟାପୁଛି କରୋନା

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଦ୍ରୁତଗତିରେ ମାଡିଚାଲିଛି। ଏଭଳି ପରିସ୍ଥିତିରେ ଦେଶର ସର୍ବାଧିକ ସଂଖ୍ୟକ କଏଦୀ ରହୁଥିବା ତିହାର ଜେଲରେ ଏବେ କୋଭିଡ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଜେଲରେ ରହୁଥିବା କଏଦୀମାନଙ୍କ ମଧ୍ୟରୁ ୫୨ ଜଣ କରୋନା ସଂକ୍ରମିତ ହୋଇଥିବା
Read More...

ଶୂନ ସଞ୍ଚୟ ଖାତାରୁ ବହୁ ବ୍ୟାଙ୍କ ଲୁଟିଲେଣି ୩୦୦ କୋଟି

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ସମେତ ଅନ୍ୟାନ୍ୟ ବ୍ୟାଙ୍କ ଜିରୋ ଆକାଉଂଟ ବାଲାନ୍ସ କିମ୍ବା ବେସିକ୍ ସେଭିଂସ୍ ବ୍ୟାଙ୍କ ଡିପୋଜିଟ୍ ଆକାଉଂଟରୁ ସର୍ଭିସ ଚାର୍ଜ ବାବଦକୁ ମନଇଚ୍ଛା ଟଙ୍କା ଆଦାୟ କରିଥିବା ଜଣାପଡିଛି । ଯାହାକି ଆରବିଆଇ ନିୟମକୁ ଉଲ୍ଲଂଘନ କରୁଛି । ଆଇଆଇଟି
Read More...

ସ୍ପୁଟନିକ-ଭି ଟିକାକୁ ଅନୁମତି

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ କେନ୍ଦ୍ର ସରକାର ଆଜି ଋଷ ନିର୍ମିତ ସ୍ପୁଟନିକ୍-ଭି ଟିକାକୁ ଅନୁମତି ପ୍ରଦାନ କରିଛନ୍ତି । କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇବାରେ ସ୍ପୁଟନିକ୍-ଭି ହେଉଛି ତୃତୀୟ ଟିକା । ପୂର୍ବରୁ ସ୍ୱଦେଶୀ
Read More...