Browsing Category

ଦେଶ

କାରରେ ଏକୁଟିଆ ଯାତ୍ରା କଲେ ବି ମାସ୍କ ପିନ୍ଧିବା ଜରୁରୀ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: କାରରେ ଏକୁଟିଆ ଯାତ୍ରା କରୁଥିଲେ ବି ମାସ୍କ ପିନ୍ଧିବା ଜରୁରୀ। ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ହାଇକୋର୍ଟ ବୁଧବାର ଏହି ଗୁରୁତ୍ଵପୂର୍ଣ୍ଣ ଆଦେଶ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି, ଯଦି କୌଣସି ବ୍ୟକ୍ତି ନିଜେ ଏକୁଟିଆ କାର ଚାଳନା କରି ଯାଉଛନ୍ତି,
Read More...

ରେପୋରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ବ୍ୟାଙ୍କଗୁଡ଼ିକରେ ରେପୋରେଟ୍‌ ୪%ରେ ଅପରିବର୍ତ୍ତିତ ରହିଛି। ଫଳରେ ବିଭିନ୍ନ ଋଣ ଉପରେ ସୁଧ ହାର ହ୍ରାସ ପାଇବ ନାହିଁ ଏବଂ ଗ୍ରାହକଙ୍କୁ କୌଣସି ଅଶ୍ଵସ୍ତି ମିଳିବ ନାହିଁ। ଗତ ୫ ତାରିଖରୁ ଆରମ୍ଭ ହୋଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ମୁଦ୍ରା ନୀତି କମିଟି (ଏମପିସି)
Read More...

ହିମାଚଳ ପ୍ରଦେଶରେ ବାର୍ଡ ଫ୍ଲୁ

ଶିମଳା: ଦେଶରେ କୋଭିଡ ସଂକ୍ରମଣ ସହିତ ବାର୍ଡ ଫ୍ଲୁ ସଂକ୍ରମଣର ଦ୍ୱିତୀୟ ତରଙ୍ଗ ପରିଲକ୍ଷିତ ହୋଇଛି। ହିମାଚଳପ୍ରଦେଶରେ ବାର୍ଡ ଫ୍ଲୁରେ ସଂକ୍ରମିତ ଶତାଧିକ ମୃତ ପକ୍ଷୀଙ୍କୁ ଠାବ କରାଯାଇଛି। ଗତ ଦୁଇସପ୍ତାହ ମଧ୍ୟରେ ପୋଙ୍ଗ ଡ୍ୟାମ ଲେକରୁ ବନ୍ୟପ୍ରାଣୀ ଅଧିକାରୀମାନେ ଶତାଧିକ ଦେଶାଟନକାରୀ
Read More...

ବିଜେପି ବିଶ୍ୱାସ କରେ ପ୍ରଥମେ ଦେଶ, ପରେ ଦଳ ଓ ତା ପରେ ବ୍ୟକ୍ତି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଆଜି ଏହାର ୪୧ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳର ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିଥିଲେ । ସେ କହିଛନ୍ତି ଯେ, ବିଜେପି ଆରମ୍ଭରୁ ବିଶ୍ୱାସ କରେ ଯେ ଜଣେ ବ୍ୟକ୍ତି ଅପେକ୍ଷା ଦଳ ବଡ
Read More...

ସିଆରପିଏଫକୁ ମିଳିଲା ଧମକପୂର୍ଣ୍ଣ ମେଲ୍‌

ମୁମ୍ବଇ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନ ପ୍ରତି ବିପଦ ରହିଛି। ତାଙ୍କୁ ହତ୍ୟା କରିବାକୁ ଚେତାବନୀ ଦିଆଯାଇଛି। ଏ ନେଇ ଏକ ଧମକପୂର୍ଣ୍ଣ ଇ-ମେଲ୍‌ ସିଆରପିଏଫକୁ ମିଳିଛି। ଏହି ମେଲ୍‌ ପାଇବା ପରେ ସିଆରପିଏଫ ସମେତ ଅନ୍ୟାନ୍ୟ
Read More...

ଭୋଟର ସଂଖ୍ୟା ୯୦: ଭୋଟ ପଡିଲା ୧୭୧

ଗୁଆହାଟି: ଆମ ଦେଶରେ ସାଧାରଣ ନିର୍ବାଚନ ପରିଚାଳନା କିଭଳି ହେଉଛି, ତାହା ଏଥିରୁ ଜଣାଯିବ। ସଂପ୍ରତି ଦେଶର କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ବିଧାନସଭା ନିର୍ବାଚନ ସହିତ ଲୋକସଭା ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ତେବେ ଗୋଟିଏ ବୁଥ୍‍ରେ ଭୋଟର ସଂଖ୍ୟା ୯୦ ଥିବାବେଳେ ଉକ୍ତ ବୁଥ୍‍
Read More...

୨୪ରେ ଶପଥଗ୍ରହଣ କରିବେ ଜଷ୍ଟିସ ରମନ୍ନା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏନ. ଭି. ରମନ୍ନା ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି (ସିଜେଆଇ) ହେବେ। ଏ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ କଲେଜିୟମଙ୍କ ପକ୍ଷରୁ କରାଯାଇଥିବା ସୁପାରିସକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିଛନ୍ତି। ବର୍ତ୍ତମାନର ପ୍ରଧାନ
Read More...

ଅଳିଆ ଗାଡିରେ ବୁହାଗଲା ଭେଣ୍ଟିଲେଟର

ସୁରଟ: କୋଭିଡ-୧୯ର ଦ୍ୱିତୀୟ ତରଙ୍ଗକୁ ନେଇ ସାରା ଦେଶବ୍ୟାପୀ ଭୀତତ୍ରସ୍ତ ଅବସ୍ଥାରେ ରହିଥିବାବେଳେ ଗୁରୁତର ଅସୁସ୍ଥ ଲୋକଙ୍କ ଜୀବନ ରକ୍ଷାପାଇଁ ଉଦ୍ଦିଷ୍ଟ ଭେଣ୍ଟିଲେଟର ଶେଷକୁ ଅଳିଆ ବୁହା ଗାଡିରେ ବୁହାହେଲା। ଏହାଦ୍ୱାରା କୋଭିଡ ସଂକ୍ରମଣକୁ ରୋକାଯାଇ ଲୋକଙ୍କ ଜୀବନ ରକ୍ଷା କରାଯିବ, ନା ଏହା
Read More...

ଦେଶରେ ଦିନକରେ ୯୬,୯୮୨ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଜଟିଳ ରୂପ ଧାରଣ କରିବାରେ ଲାଗିଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଗତ ୨୪ ଘଣ୍ଟାରେ ୯୬ ହଜାର ୯୮୨ ନୂଆ ଆକ୍ରାନ୍ତ ଠାବ ହୋଇଛନ୍ତି। ସେହିପରି ୪୪୬ ସଂକ୍ରମିତ ପ୍ରାଣ ହରାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା
Read More...

ବିବାହ ଭୋଜିରୁ ୮୭ ଆକ୍ରାନ୍ତ

ହାଇଦରାବାଦ: ତେଲେଙ୍ଗାନାରେ ଆୟୋଜିତ ଏକ ବିବାହ ଭୋଜି କୋଭିଡ-୧୯ ସଂକ୍ରମଣ ବ୍ୟାପିବାର ଏକ ବଡ କାରଣ ପାଲଟିଛି। ଏହି ବିବାହ ଭୋଜିରେ ଯୋଗଦେଇଥିବା ୮୭ ଜଣ ଅତିଥି କୋଭିଡ-୧୯ ପଜିଟିଭ ହୋଇଥିବା ଜଣାପଡିଛି। ସେମାନଙ୍କୁ ତୁରନ୍ତ ଗୃହାବଦ୍ଧରେ ରଖାଯାଇଛି। ଏହି ଘଟଣା ଘଟିଛି ରାଜ୍ୟର ନିଜାମାବାଦ
Read More...