ବିବାହ ଭୋଜିରୁ ୮୭ ଆକ୍ରାନ୍ତ
ହାଇଦରାବାଦ: ତେଲେଙ୍ଗାନାରେ ଆୟୋଜିତ ଏକ ବିବାହ ଭୋଜି କୋଭିଡ-୧୯ ସଂକ୍ରମଣ ବ୍ୟାପିବାର ଏକ ବଡ କାରଣ ପାଲଟିଛି। ଏହି ବିବାହ ଭୋଜିରେ ଯୋଗଦେଇଥିବା ୮୭ ଜଣ ଅତିଥି କୋଭିଡ-୧୯ ପଜିଟିଭ ହୋଇଥିବା ଜଣାପଡିଛି। ସେମାନଙ୍କୁ ତୁରନ୍ତ ଗୃହାବଦ୍ଧରେ ରଖାଯାଇଛି। ଏହି ଘଟଣା ଘଟିଛି ରାଜ୍ୟର ନିଜାମାବାଦ!-->…
Read More...
Read More...