Browsing Category

ଦେଶ

ଦେଶରେ୨୮,୯୦୩ ନୂଆ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ପୁଣି କରୋନା ସଂକ୍ରମଣ ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଦିନକରେ ଆଉ ୨୮,୯୦୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ପଜିଟିଭ ସଂଖ୍ୟା ୧,୧୪,୩୮,୭୩୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧୮୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ
Read More...

ଏପ୍ରିଲ ୧ରୁ ୫ଟି ନୂଆ ଆୟକର ନିୟମ

ନୂଆଦିଲ୍ଲୀ: ଆଗାମୀ ଏପ୍ରିଲ ପହିଲାରୁ ଦେଶରେ ୫ଟି ନୂଆ ଆୟକର ନିୟମ ଲାଗୁହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷ ଉପସ୍ଥାପିତ ବଜେଟ୍‍ରେ ଏହି ନିୟମଗୁଡିକ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ରଖିଥିଲେ। ଯେଉଁମାନେ ଆୟକର ରିଟଣ୍ଣ ଦାଖଲ କରୁନାହାନ୍ତି, ସେମାନଙ୍କର ଅଧିକ
Read More...

ଘରୋଇକରଣ ହେବନାହିଁ ଭାରତୀୟ ରେଳବାଇ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଠାରୁ ନେଇ ରାଷ୍ଟ୍ରାୟତ୍ତ ବିମାନ ଚଳାଚଳ ସଂସ୍ଥା ଇଣ୍ଡିଆନ ଏୟାରଲାଇନ୍ସ ପର୍ଯ୍ୟନ୍ତ ଅନେକ ସଂସ୍ଥାକୁ ଘରୋଇକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ଦେଶରେ ଅନେକ ସ୍ତରରେ ଦୃଢ ପ୍ରତିବାଦର ସ୍ୱର ପ୍ରକାଶ ପାଉଛି। ଏଭଳି
Read More...

ବୁମ୍‌ରା-ସଞ୍ଜନା ବିବାହ ବନ୍ଧନରେ ଆବଦ୍ଧ

ପାଣାଜୀ : ଭାରତୀୟ କ୍ରିକେଟ୍‌ ଦଳର ନାମୀ ଫାଷ୍ଟବୋଲର ଯଶପ୍ରୀତ ବୁମ୍‌ରା ସୋମବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦେଶର ନାମୀ କ୍ରୀଡ଼ା ଉପସ୍ଥାପିକା (ଆଙ୍କର) ସଞ୍ଜନା ଗଣେଶନ୍‌ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଭୟ ବୁମ୍‌ରା ଓ ସଞ୍ଜନାଙ୍କ ମଧ୍ୟରେ ଗତ କିଛିବର୍ଷ ହେଲା
Read More...

୩ୟ ଟି-୨୦ ଆଜି

ଅହମ୍ମଦାବାଦ : ବିଶ୍ବରେ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ଦୁଇ ଶ୍ରେଷ୍ଠ ଦଳ ଭାରତ ଓ ଇଂଲଣ୍ଡ ୫ ଦିନ ମଧ୍ୟରେ ୩ୟ ଥର ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏବେ ସୁଦ୍ଧା ଉଭୟ ଦଳ ୨ଟି ମୁକାବିଲା ଖେଳିଥିଲେ ହେଁ କେଉଁ ଦଳ ଶକ୍ତିଶାଳୀ; ତ’ର ଆକଳନ କଷ୍ଟକର। ପ୍ରଥମ ଟ୍ବେଣ୍ଟି୨୦କୁ ଇଂଲଣ୍ଡ ସହଜରେ
Read More...

ଦେଶରେ ୨୪,୪୯୨ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ : ଦେଶରେ ଆଜି ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ଟପିଛି। ଦିନକରେ ୨୪,୪୯୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ପଜିଟିଭ ସଂଖ୍ୟା ୧,୧୪,୦୯,୮୩୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧୩୧ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା 
Read More...

ଟିକା ନେବା ପରେ ବି ସଂକ୍ରମିତ ହେଲେ ଡାକ୍ତର

ହିମାଚଳ ପ୍ରଦେଶର ରାଜଧାନୀ ଶିମଲାରେ ଥିବା ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲର ଜଣେ ଡାକ୍ତର କରୋନା ଟିକାର ୨ଟି ଡୋଜ୍‌ ନେବା ପରେ ବି ପୁଣି ଥରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ରାପିଡ୍‌ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି। ଏହା ସହିତ ତାଙ୍କ ସ୍ତ୍ରୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି।
Read More...

ଦେଶରେ ପୁଣି କରୋନା ସଂକ୍ରମଣରେ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ହଜାର ଅତିକ୍ରମ କରିବା ସହ ଆଉ ୨୬,୨୯୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୩,୮୫,୩୩୯କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧୧୮
Read More...

ଦେଶବ୍ୟାପୀ ଦୁଇଦିନିଆ ବ୍ୟାଙ୍କ୍‌ ଧର୍ମଘଟ

ନୂଆଦିଲ୍ଲୀ: ସୋମବାର ଠାରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଦୁଇଦିନିଆ ‘ପବ୍ଲିକ୍‌ ସେକ୍ଟର୍‌ ଅଣ୍ଡର୍‌ଟେକିଙ୍ଗ୍‌’ ବ୍ୟାଙ୍କ୍‌ ଧର୍ମଘଟ କାରଣରୁ ‘ଚେକ୍‌ କ୍ଲିଅରାନ୍ସ’ ସମେତ ଅନ୍ୟାନ୍ୟ ବ୍ୟାଙ୍କ୍‌ ସେବା ପ୍ରଭାବିତ ହୋଇଛି। ଦୁଇଟି ରାଷ୍ଟ୍ରାୟତ ବ୍ୟାଙ୍କ୍‌କୁ ଘରୋଇକରଣ କରାଯିବା ପ୍ରସ୍ତାବକୁ
Read More...

ଇତିହାସ ରଚିଲେ ମିତାଲି

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ୍‌ ନୂଆ ଇତିହାସ ରଚିଛନ୍ତି। ବିଶ୍ଵର ପ୍ରଥମ ମହିଳା କ୍ରିକେଟର ଭାବେ ସେ ଦିନିକିଆରେ ୭ ହଜାର ରନ୍‌ ପୂରଣ କରିଛନ୍ତି। ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ମିତାଲି ଏହି
Read More...