Browsing Category

ଦେଶ

କୋଭିଡ୍‌ ନିୟମ ନ ମାନିଲେ ଆଜୀବନ ବିମାନ ଯାତ୍ରା ଉପରେ ଲାଗିପାରେ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ବିତୀୟ ଲହରି ଆରମ୍ଭ ହେଲାଣି। ଯାହାଫଳରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏପରି ସ୍ଥିତିରେ ବିମାନ ଯାତ୍ରୀଙ୍କ ପାଇଁ ସରକାରଙ୍କ ପକ୍ଷରୁ କେତେକ ନିୟମ ଧାର୍ଯ୍ୟ କରାଯାଇଛି। ବିମାନ ଯାତ୍ରା ସମୟରେ ଏହି ନିୟମ ନ ମାନିଲେ
Read More...

ମହିଳାଙ୍କ ପୋଷାକକୁ ନେଇ ରାଜନୀତି

ନୂଆଦିଲ୍ଲୀ: ମହିଳାଙ୍କ ପୋଷାକକୁ ନେଇ ଦେଶବ୍ୟାପୀ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗ ଏବେ ପଶ୍ଚିମବଙ୍ଗରେ ଦେଖାଯାଇଛି। ଏଠାରେ ଶାସକ ତୃଣମୂଳ କଂଗ୍ରେସର ବିଧାୟକ ମହିଳାମାନଙ୍କ ପୋଷାକ ଉପରେ ଅରୁଚିକର ମନ୍ତବ୍ୟ ଦେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ
Read More...

ଲକ୍ଷ୍ନୌ-ଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ଗାଜିୟାବାଦ : ଲକ୍ଷ୍ନୌ-ଶତାବ୍ଦୀ ଏକ୍ସପ୍ରେସର ଲଗେଜ ତଥା ଜେନେରେଟର ବଗିରେ ଆଜି ସକାଳ ୬ଟା ୪୧ରେ ଅଗ୍ନିକାଣ୍ଡ ହୋଇଛି। ଖବର ଜଣାପଡିବା ପରେ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହେବା ରେଲୱେ ପ୍ରଶାସନ , ଅଧିକାରୀ ତୁରନ୍ତ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ଏଥିରେ
Read More...

କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ; ୫ ମୃତ

ମୁମ୍ବଇ : ମହାରାଷ୍ଟ୍ରର ରତ୍ନଗିରିସ୍ଥିତ ଏକ କେମିକାଲ ଫ୍ୟାକ୍ଟ୍ରିରେ ଶନିବାର ସକାଳ ୮ଟା ୩୦ରେ ବିସ୍ଫୋରଣ ଘଟିଥିବା ନେଇ ଖବର ମିଳିଛି। ବିସ୍ଫୋରଣ କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକେ ଆହତ ହୋଇଛନ୍ତି। ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଛି। ଉଦ୍ଧାର କାର୍ଯ୍ୟ
Read More...

୨୪ ଘଣ୍ଟାରେ ୪୦,୯୫୩ ନୂଆ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଳୀ : ଦେଶରେ ପୁଣି ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ବୃଦ୍ଧି ପାଇବାରେ ଲାଗିଛି। ୨୪ ଘଣ୍ଟାରେ ଆଉ ୪୦,୯୫୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୫,୫୫,୨୮୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧୮୮ ଆକ୍ରାନ୍ତଙ୍କ
Read More...

୨୪ ଘଣ୍ଟାରେ ୪୦ ହଜାର ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୨୪ ଘଣ୍ଟାରେ ୪୦ ହଜାର ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା। ଆଉ ୩୯,୭୨୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ପଜିଟିଭ ସଂଖ୍ୟା ୧,୧୫,୧୪,୩୩୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧୫୪
Read More...

କୁସ୍ତିବିତ୍‌ ଋତିକା ଫୋଗଟ୍‌‌ଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ଚମ୍ପିଆନ କୁସ୍ତିବିତ୍‌ ବବିତା‌ ଫୋଗଟ୍‌ ଓ ଗୀତା ଫୋଗଟ୍‌ଙ୍କ ସମ୍ପର୍କୀୟ ଭଉଣୀ ଋତିକା ଫୋଗଟ୍‌ ଆତ୍ମହତ୍ୟା କରିଛନ୍ତି। ଗୀତା ଓ ବବିତାଙ୍କ ଭଳି ଋତିକା ଜଣେ କୁସ୍ତିବିତ୍‌। ତାଙ୍କ ବୟସ ୧୭ ହୋଇଥିବା ବେଳେ ସେ ଏକାଧିକ ଥର ରାଜ୍ୟସ୍ତରୀୟ ଜୁନିୟର ଓ ସବ୍‌ଜୁନିୟର କୁସ୍ତିରେ ଭାଗ
Read More...

୪ର୍ଥ ଟି୨୦- ଭାରତର ପ୍ରଭାବଶାଳୀ ପ୍ରଦର୍ଶନ

ଅହମ୍ମଦାବାଦ: ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବଶାଳୀ ପ୍ରଦର୍ଶନ କରି ୪ର୍ଥ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି। ଏହି କର ବା ମର ମ୍ୟାଚ୍‌ରେ ମାତ୍ର ୮ ରନ୍‌ରେ ଇଂଲଣ୍ଡକୁ ଭାରତ ପରାସ୍ତ କରିଛି। ଫଳରେ ସିରିଜ୍ ପରାଜୟରୁ ବର୍ତ୍ତିବା ସହ ଭାରତ ସିରିଜ୍‌କୁ ୨-୨ ସ୍ଥିତିକୁ ଆଣିପାରିଛି।
Read More...

ଦ୍ୱିତୀୟ ଲହର ରୋକିବାକୁ ହେବ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହରୀ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଚିନ୍ତାପ୍ରକଟ କରିବା ସଙ୍ଗେ୍ ସଙ୍ଗେ ଏହାକୁ ରୋକିବାକୁ ହେବ ବୋଲି କହିଛନ୍ତି । ଆଜି ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ
Read More...

ବିଜେପି ସାଂସଦଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ହିମାଚଳ ପ୍ରଦେଶର ବିଜେପି ସାଂସଦ ରାମ ସ୍ୱରୂପ ଶର୍ମାଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ଦିଲ୍ଲୀର ଉତ୍ତର ଆଭେନ୍ୟୁରେ ଥିବା ତାଙ୍କ ନିବାସରେ ଆଜି ତାଙ୍କ ମୃତଦେହ ମିଳିଛି। ଦିଲ୍ଲୀ ପୁଲିସର ସୂଚନାନୁସାରେ, ତାଙ୍କର ଜଣେ କର୍ମଚାରୀଙ୍କଠାରୁ ଏକ ଫୋନ କଲ ଆସିବା ପରେ ଏହି ଘଟଣା ଜଣାପଡିଥିଲା।
Read More...