Browsing Category

ଦେଶ

ଦେଶରେ ଦୈନିକ ସଂକ୍ରମଣ ୪୦% ବୃଦ୍ଧି : ୪୨ହଜାର ନୂଆ ମାମଲା

ନୂଆଦିଲ୍ଲୀ : ଦୀର୍ଘ ୩ ମାସ ଧରି ଦେଶରେ ସଂକ୍ରମଣ ମାମଲା କମ୍ ରହିବା ପରେ ଏବେ ପୁଣି ବୃଦ୍ଧି ହୋଇଛି । ଦ୍ୱିତୀୟ ଲହର ଶୀର୍ଷ ସମୟ ପରେ ପ୍ରଥମ ଥର ପାଇଁ ଦେଶରେ ସଂକ୍ରମଣ ବୃଦ୍ଧି ହୋଇଛି । ଦୌନିକ ସଂକ୍ରମଣରେ ଗତକାଲି ତୁଳନାରେ ଆଜି ୪୦ ପ୍ରତିଶତ ବୃଦ୍ଧି ଚିନ୍ତାର କାରଣ ହୋଇଛି । କେରଳରେ
Read More...

ପେଗାସସ୍ : ଅଭିଯୋଗ ସତ୍ୟ ହୋଇଥିଲେ ସାଂଘାତିକ

ନୂଆଦିଲ୍ଲୀ: ବିରୋଧୀ ନେତା, ସାମ୍ବାଦିକ ଏବଂ ଅନ୍ୟମାନଙ୍କୁ ଟାର୍ଗେଟ୍ କରିବା ଲାଗି ପେଗାସସ୍ ସ୍ପାଏୱେର ବ୍ୟବହାର କରାଯାଇଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଯଦି ସତ ହୋଇଥାଏ ତେବେ ଅଭିଯୋଗ ସାଙ୍ଘାତିକ ବୋଲି ଆଜି ସୁପ୍ରିମ୍ କୋର୍ଟ ମନ୍ତବ୍ୟ ଦେବା ସଙ୍ଗେ ସଙ୍ଗେ ମାମଲାର ଶୁଣାଣୀକୁ
Read More...

ପଞ୍ଜାବୀ ଖେଳାଳିଙ୍କୁ ମିଳିବ ୧କୋଟି ଟଙ୍କା ପୁରସ୍କାର

ଚଣ୍ଡିଗଡ: ଭାରତୀୟ ପୁରୁଷ ହକି ଟିମ୍‌ରେ ଖେଳୁଥିବା ପ୍ରତ୍ୟେକ ପଞ୍ଜାବୀ ଖେଳାଳିଙ୍କ ପାଇଁ ପଞ୍ଜାବ ସରକାର ଆଜି ନଗଦ ୧ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି । ଆଜି ଟୋକିଓ ଅଲିମ୍ପିକ୍ କ୍ରୀଡ଼ାରେ ଜର୍ମାନିକୁ ପରାସ୍ତ କରି ଭାରତ କାଂସ୍ୟପଦକ ହାସଲ କରିଛି । ଭାରତୀୟ ହକି ଟିମ୍‌ରେ
Read More...

ଦେଶରେ ସ୍ଥାପନ ହେଲା ପ୍ରଥମ ଭୂକମ୍ପ ପ୍ରାକ୍ ସୂଚନା ବ୍ୟବସ୍ଥା

ଡେରାଡୁନ: ଭୂକମ୍ପ ଜନିତ କ୍ଷୟକ୍ଷତି ବିଶେଷକରି ମୃତାହତକୁ ଏଣିକି କମାଯାଇପାରିବ । ବିକଶିତ ଦେଶରେ ବ୍ୟବହାର ହେଉଥିବା ଭୂକମ୍ପ ପ୍ରାର୍କ ସୂଚନା କେନ୍ଦ୍ର ଆଧାରରେ ଦେଶରେ ପ୍ରଥମ କରି ବ୍ୟବହୃତ ମେସିନ୍‌କୁ ସ୍ଥାପନ କରାଯାଇଛି । ଉତ୍ତରାଖଣ୍ଡରେ ସ୍ଥାପିତ ହୋଇଛି ଭାରତର ଏହି ପ୍ରଥମ ଭୂକମ୍ପ
Read More...

ସମଗ୍ର ବିଶ୍ୱରେ ୨୦ କୋଟି ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଆଜି ‘ୱାର୍ଲଡୋମିଟର’ରୁ ପ୍ରାପ୍ତ ତଥ୍ୟାବଳି ଅନୁସାରେ, ସମଗ୍ର ବିଶ୍ୱରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦,୨୬୪,୩୫୬ରେ ପହଞ୍ଚିଛି । ଏଥିରୁ ୧୮୦,୫୩୧,୪୫୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪,୨୫୮,୬୯୩ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୩୬,୦୪୯,୦୧୫ଜଣ ବ୍ୟକ୍ତି
Read More...

ଦେଶରେ ୪୨,୬୨୫ ସଂକ୍ରମିତ, ୫୬୨ ମୃତ୍ୟୁ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌?ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୪୦ ହଜାରରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୫ ଶହରୁ ଅଧିକ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ
Read More...

ପୁରୁଣା ମୁଦ୍ରା, ନୋଟ କିଣା ବିକା ନେଇ ସତର୍କ କରାଇଲା ରିଜର୍ଭ ବ୍ୟାଙ୍କ

ମୁମ୍ବଇ: କିଛି ଅସାଧୁ ଲୋକ ଭାରତୀୟ ରିଜର୍ଭ ବ୍ୟାଙ୍କର ଲୋଗୋ ଏବଂ ନାମକୁ ବ୍ୟବହାର କରି ଅନ୍‌?ଲାଇନ ଓ ଅଫଲାଇନରେ ପୁରୁଣା ବ୍ୟାଙ୍କ ନୋଟ ଓ ମୁଦ୍ରା ବିକ୍ରି କରିବା ବିଷୟ ପ୍ରଚାର କରୁଛନ୍ତି । ସେଥିପାଇଁ ସେମାନେ ଜନସାଧାରଣଙ୍କ ନିକଟରୁ ନିର୍ଦ୍ଦିଷ୍ଟ ଦେୟ / କମିଶନ / ଟିକସ ଆକାରରେ ଅର୍ଥ
Read More...

ଘରୋଇ ହସ୍ପିଟାଲ ପାଇଁ ୨୫% ଟିକା ନରଖିବାକୁ କମ୍ପାନୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଳୀ: କେନ୍ଦ୍ର ସରକାର ଟିକା ଆବଣ୍ଟନକୁ ନେଇ ବଡ ପରିବର୍ତ୍ତନ କରିଛନ୍ତି । ସରକାର ଟିକା ନିର୍ମାତା କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ଘରୋଇ ହସ୍ପିଟାଲମାନଙ୍କ ପାଇଁ ୨୫ ପ୍ରତିଶତ ଟିକା ମହଜୁଦ ରଖିବାର ଆବଶ୍ୟକତା ନାହିଁ । ଏହାସହ ସରକାର କହିଛନ୍ତି କି ଟିକା ନିର୍ମାତା
Read More...

ଯୋଗୀ ସରକାରଙ୍କ ବଡ ଘୋଷଣା, ଅନାଥ ପିଲାଙ୍କୁ ମିିଳିବ ମାସିକ ଭତ୍ତା

ନୂଆଦିଲ୍ଲୀ : ଯୋଗୀ ସରକାର ନିର୍ବାଚନ ପୂର୍ବରୁ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି, ରାଜ୍ୟରେ ଥିବା ସମସ୍ତ ଅନାଥ ପିଲାଙ୍କୁ ମାସିକ ୨.୫୦୦ ଟଙ୍କା ରାଜ୍ୟ ସରକାର ଯୋଗାଇ ଦେବେ । ଅର୍ଥାତ କୋଭିଡ-୧୯ ରେ ଅନାଥ ହୋଇଥିବା ପିଲାଙ୍କ ପରେ ଏବେ ଏବେ ସମସ୍ତ ଅନାଥ ପିଲାଙ୍କ ପାଇଁ ଏଭଳି
Read More...

ତ୍ରିପୁରାରେ ଆତଙ୍କି ଆକ୍ରମଣ; ୨ ବିଏସଏଫ ଯବାନ ମୃତ

ତ୍ରିପୁରା: ତ୍ରିପୁରାର ଧଲାଇ ଜିଲାରେ ଆତଙ୍କି ଆକ୍ରମଣରେ ସୀମା ସୁରକ୍ଷା ବାହିନୀ (ବିଏସଏଫ)ର ଦୁଇଜଣ ଯବାନଙ୍କର ପ୍ରାଣ ହାନି ଘଟିଛି । ସେମାନଙ୍କ ମଧ୍ୟରେ ଜଣେ ସବ୍‌ଇନ୍ସପେକ୍ଟର ଥିବା ଜଣାଯାଇଛି । ବେଆଇନ ଘୋଷିତ ଏନଏଲଏଫଟି ଆତଙ୍କିମାନେ ଏଭଳି ବର୍ବର କାଣ୍ଡ ଘଟାଇଥିବା ଜଣାଯାଇଛି ।
Read More...