Browsing Category

ଦେଶ

ତ୍ରିପୁରାରେ ଆତଙ୍କି ଆକ୍ରମଣ; ୨ ବିଏସଏଫ ଯବାନ ମୃତ

ତ୍ରିପୁରା: ତ୍ରିପୁରାର ଧଲାଇ ଜିଲାରେ ଆତଙ୍କି ଆକ୍ରମଣରେ ସୀମା ସୁରକ୍ଷା ବାହିନୀ (ବିଏସଏଫ)ର ଦୁଇଜଣ ଯବାନଙ୍କର ପ୍ରାଣ ହାନି ଘଟିଛି । ସେମାନଙ୍କ ମଧ୍ୟରେ ଜଣେ ସବ୍‌ଇନ୍ସପେକ୍ଟର ଥିବା ଜଣାଯାଇଛି । ବେଆଇନ ଘୋଷିତ ଏନଏଲଏଫଟି ଆତଙ୍କିମାନେ ଏଭଳି ବର୍ବର କାଣ୍ଡ ଘଟାଇଥିବା ଜଣାଯାଇଛି ।
Read More...

ତୌଳ ଦଳ ବୃଦ୍ଧି ପ୍ରତିବାଦରେ ରାହୁଲ୍‌ଙ୍କ ସାଇକେଲ୍ ରାଲି

ନୂଆଦିଲ୍ଲୀ: ଦିନକୁ ଦିନ ବଢିଚାଲିଥିବା ତୈଳ ଦର ବୃଦ୍ଧି ପ୍ରତିବାଦରେ ମଙ୍ଗଳବାର ବିରୋଧି ଦଳ ପକ୍ଷରୁ ପାର୍ଲାମେଂଟ ସମ୍ମୁଖରେ ଅଭିନବ ଉପାୟରେ ପ୍ରତିବାଦ କରାଯାଇଥିଲା । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ୧୭ଟି ବିରୋଧି ଦଳର ସାଂସଦ ମାନେ ସାଇକେଲ୍ ରାଲି କରି ପାର୍ଲାମେଂଟ
Read More...

ସିବିଏସଇ ଦଶମ ଫଳ ପ୍ରକାଶିତ, ପାସ୍ ହାର ୯୯.୦୪%

ନୂଆଦିଲ୍ଲୀ : କୋଭିଡ୍ କଟକଣା ମଧ୍ୟରେ ସିବିଏସ୍‌ଇ ବୋର୍ଡ ଦ୍ୱାରା ଗଠିତ ସ୍ୱତନ୍ତ୍ର ପ୍ୟାନେଲ୍ ନିର୍ଦ୍ଧାରିତ ମୁଲ୍ୟାୟନ ପଦ୍ଧତି ଆଧାରରେ ମଙ୍ଗଳବାର ବହୁ ପ୍ରତିକ୍ଷିତ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରିକ୍ଷାରେ ପୁଣି ଥରେ ଛାତ୍ରୀମାନେ ବାଜିମାତ୍ କରିଛନ୍ତି ।
Read More...

ପେଗାସସ୍‌କୁ ନେଇ ସଂସଦ ଅଚଳ : ‘ମକ୍ ପାର୍ଲାମେଣ୍ଟ୍‌’ ପାଇଁ ବିରୋଧୀ ଦଳର ବିଚାର

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ପେଗସସ୍ ସ୍ପାଇୱେର ମାମଲା ଏବଂ ଚାଷୀ ଆନ୍ଦୋଳନକୁ ନେଇ ଆଜି ପାର୍ଲାମେଂଟର ଉଭୟ ଗୃହ ଲୋକ ସଭା ଓ ରାଜ୍ୟସଭାରେ ବିରୋଧି ଦଳର ହଟଗୋଳ ଯୋଗୁଁ ଉଭୟ ଗୃହ ଅଚଳ ହୋଇପଡିଛି । ଲୋକସଭାକୁ ବାଚସ୍ପତି ଶ୍ରୀ ଓ୍‌ମ୍ ବିର୍ଲା ବାରମ୍ବାର ମୁଲତବି ରଖ୍‌ôଥିଲେ । ସେହିପରି
Read More...

କେନ୍ଦ୍ରାପଡ଼ା ରସାବଳୀକୁ ଜିଆଇ ଟ୍ୟାଗ୍ ମାନ୍ୟତା ଦାବି

ନୂଆଦିଲ୍ଲୀ : କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମିଷ୍ଟାନ୍ନ ତଥା ଶ୍ରୀବଳଦେବଜୀଉଙ୍କ ମୁଖ୍ୟ ପ୍ରସାଦ ରସାବଳୀକୁ ଜିଆଇ ଟ୍ୟାଗ୍ ମାନ୍ୟତା ଦେବା ପାଇଁ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋଏଲ୍‌ଙ୍କୁ ଭେଟି ସାଂସଦ ସୁବାସ ସିଂହଙ୍କ, ସାଂସଦ ମୁନ୍ନା ଖାଁ ଓ ସାଂସଦ ମମତା ମହାନ୍ତ ଦାବି
Read More...

ଅଣ ରିହାତି ଗ୍ୟାସ ସିଲିଣ୍ଡର ୭୩ଟଙ୍କା ବଢିଲା

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲର ବଢୁଥିବା ବେଳେ ତୈଳ କମ୍ପାନୀ ଗୁଡିକ ଆଜି ଅଣ ରିହାତି ୧୯ କେଜି ସିଲିଣ୍ଡର ପିଛା ମୂଲ୍ୟ ୭୩.୫୦ ଟଙ୍କା ବୃଦ୍ଧି କରିଛନ୍ତି । ଫଳରେ ଦିଲ୍ଲୀରେ ୧୯ କେଜି ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାମ ୧୫୫୦ ଟଙ୍କାରୁ ୧୬୨୩ ଟଙ୍କାକୁ ବୃଦ୍ଧି ପାଇଛି । ଅଣ ରିହାତି
Read More...

ଦେଶରେ ୪୧,୮୩୧ ଆକ୍ରାନ୍ତ : ୫୪୧ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକରେ ଆଉ ୪୧,୮୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ମୋଟ ପଜିଟିଭ ସଂଖ୍ୟା ୩,୧୬,୫୫,୮୨୪କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୫୪୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୨୪,୩୫୧ ରେ ପହଞ୍ଚିଛି । ୨୪
Read More...

୫ରେ ପେଗାସସ୍ ମାମଲାର ଶୁଣାଣି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ୍ ପେଗାସସ୍ ମାମଲାର ଶୁଣାଣୀ ଆସନ୍ତା ୫ତାରିଖ ଗୁରୁବାର ଦିନ ସୁପ୍ରିମକୋର୍ଟରେ ହେବ । ଏନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଶ୍ରୀ ଏନ୍‌. ଭି ରମଣାଙ୍କ ନେତୃତ୍ୱରେ ଏକ ଦୁଇ ଜଣିଆ ଖଣ୍ଡପୀଠ ଶୁଣାଣୀ କରିବେ । ସୂଚନା ଯୋଗ୍ୟ ଯେ, ପେଗାସସ୍ ଗୁଇନ୍ଦାଗିରି
Read More...

୨୫ ବିଧାନସଭା ଆସନରେ ହେବ ଉପନିର୍ବାଚନ !

ନୂଆଦିଲ୍ଲୀ: ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ୨୫ଟି ବିଧାନସଭା ଆସନ ପାଇଁ କେବେ ଉପନିର୍ବାଚନ କରାଯିବ ସେ ନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ତାରିଖ ଘୋଷଣା କରାଯାଇନଥିବାବେଳେ ଏ ନେଇ ଖୁବ୍ ଶୀଘ୍ର ବିଚାରବିମର୍ଶ ପାଇଁ ଆୟୋଗ ବୌଠକ କରିବେ ବୋଲି ଜଣା ଜଣାପଡ଼ିଛି ।
Read More...

୧୦%ରୁ ଅଧିକ ପଜିଟିଭିଟି ହାର ଥିବା ଜିଲ୍ଲାଗୁଡ଼ିକରେ କଠୋର ହେବ କଟକଣା

ନୂଆଦିଲ୍ଲୀ: ସମ୍ପ୍ରତି ୧୦%ରୁ ଅଧିକ ପଜିଟିଭିଟି ହାର ରେକର୍ଡ କରୁଥିବା ସମସ୍ତ ଜିଲ୍ଲାଗୁଡ଼ିକରେ କଠୋର କଟକଣା ଲାଗୁ କରିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଜ୍ୟମାନଙ୍କୁ ନିର୍ଦେଶ ଦେଇଛି । କେନ୍ଦ୍ର ସରକାର କହିଛନ୍ତି, ଉକ୍ତ ଜିଲ୍ଲାଗୁଡ଼ିକରେ ଜନଗହଳି ପ୍ରତିରୋଧ କରିବା ଏବଂ
Read More...