Browsing Category

ଦେଶ

ମୁଦ୍ରାନୀତି ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ମୁଦ୍ରାନୀତିର ପ୍ରମୁଖ ହାରକୁ ଅପରିବର୍ତ୍ତିତ ରଖିଛି। ପୂର୍ବ ଭଳି ରେପୋ ରେଟ ୪ ପ୍ରତିଶତ ଏବଂ ରିଭର୍ସ ରେପୋ ରେଟ ୩.୩୫ ପ୍ରତିଶତରେ ରହିଛି, ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଆଜି ଦ୍ୱି-ମାସିକ ମୁଦ୍ରାନୀତି ଘୋଷଣା
Read More...

ପୂଜାରାଙ୍କୁ ଶୀଘ୍ର ଆଉଟ୍‌ କରିବା ଆମ ପାଇଁ ବଡ଼ ଆହ୍ବାନ: ରୁଟ୍

ଚେନ୍ନଇ: ଚେତେଶ୍ବର ପୂଜାରା ଟେଷ୍ଟ କ୍ରିକେଟର ଜଣେ ପ୍ରତିଷ୍ଠିତ ଖେଳାଳି। ତାଙ୍କୁ ଆଉଟ୍‌ କରିବା ପ୍ରତିପକ୍ଷ ବୋଲରଙ୍କ ପାଇଁ ସବୁବେଳେ ଆହ୍ବାନ ହୋଇଥାଏ। ଚଳିତ ଟେଷ୍ଟ ସିରିଜ୍‌ରେ ପୂଜାରାଙ୍କୁ ଶୀଘ୍ର ଆଉଟ୍‌ କରିବା ଆମ ପାଇଁ ବଡ ଆହ୍ବାନ ବୋଲି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ କହିଛନ୍ତି।
Read More...

୨୪ ଘଣ୍ଟା ମଧ୍ୟରେ ଭାରତରେ ୧୨,୪୦୮ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ୧୨,୪୦୮ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୨,୪୦୮ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୨୦ ମୃତ୍ୟୁ
Read More...

ସିଲିଣ୍ଡର ପିଛା ୨୫ ଟଙ୍କା ବଢିଲା ରନ୍ଧନ ଗ୍ୟାସ୍

ପେଟ୍ରୋଲ-ଡିଜେଲ୍ ଲିଟର ପିଛା ୩୫ ପଇସା ବୃଦ୍ଧି ନୂଆଦିଲ୍ଲୀ: ବଜେଟ୍ ପରେ ଆଜି ଏଲପିଜି ସିଲିଣ୍ଡର, ପେଟ୍ରୋଲ ଦାମରେ ବୃଦ୍ଧି ହୋଇଛି । ପେଟ୍ରୋଲ ଓ ଡିଜେଲରେ ୩୫ ପଇସା ବୃଦ୍ଧି ଘଟିଛି । ସେହିପରି ଏଲପିଜି ସିଲିଣ୍ଡର ଦାମ ୨୫ ଟଙ୍କା ବଢିଛି । ଇଣ୍ଡିଆନ୍ ଅଏଲ ମୁତାବକ, ଏଲପିଜି ସିିଲିଣ୍ଡର
Read More...

ଶହୀଦମାନଙ୍କ ବଳିଦାନ ସର୍ବଦା ଅମର ହୋଇ ରହିଛି – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଚୌରୀ ଚୌରା ଘଟଣା କେବଳ ଏକ ଥାନା ଜଳାଇଦେବାର ଘଟଣା ନଥିଲା, ଏହା ବ୍ରିଟିଶ ଶାସନ ବିରୁଦ୍ଧରେ ସାମୂହିକ ପୁଞ୍ଜିଭୂତ ଅସନ୍ତୋଷର ପ୍ରତିଫଳନ ଥିଲା। ଶ୍ରୀ ମୋଦୀ କହିଛନ୍ତି ଚୌରୀ ଚୌରାର ଶହୀଦମାନେ ଇତିହାସରେ ହୁଏତ କ୍ୱଚିତ ସ୍ଥାନ ପାଇପାରି ନଥାନ୍ତି,
Read More...

ପ୍ରି-ଫିଜିବିଲିଟି ଅନୁଧ୍ୟାନ କରିବ ଭାରତୀୟ ବିମାନବନ୍ଦର ପ୍ରାଧିକରଣ

ନୂଆଦିଲ୍ଲୀ: ପୁରୀରେ ଅନ୍ତର୍ରାଷ୍ଟ୍ରୀୟ ବିମାନ ବନ୍ଦର ନିର୍ମାଣ ଲାଗି ପ୍ରି-ଫିଜିବିଲିଟି ଅନୁଧ୍ୟାନ କରିବାକୁ ଭାରତୀୟ ବିମାନବନ୍ଦର ପ୍ରାଧିକରଣକୁ କୁହାଯାଇଛି ବୋଲି ରାଜ୍ୟସଭାରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳମନ୍ତ୍ରୀ ହରଦୀପ ସିଂ ପୁରୀ ଜଣାଇଛନ୍ତି। ସାଂସଦ ସୁଜିତ କୁମାରଙ୍କ ପ୍ରଶ୍ନର
Read More...

ରାଜ୍ୟସଭାରେ ଓଡିଆରେ କହିଲେ ସାଂସଦ

ନୂଆଦିଲ୍ଲୀ: ମଙ୍ଗଳବାର ରାଜ୍ୟସଭାରେ ଶୂନ୍ୟକାଳରେ ଓଡିଆ ଭାଷାରେ ନିଜର ଅଭିଭାଷଣ ରଖିଛନ୍ତି ସାଂସଦ ଡ.ସସ୍ମିତ ପାତ୍ର । ସେ ଶୂନ୍ୟକାଳରେ ମହିଳାମାନଙ୍କ ସକାଶେ ସଂରକ୍ଷିତ ବିଲ୍ ପାସ୍ ନେଇ ଦୃଢ ଦାବୀ କରିଛନ୍ତି । ବିଜୁ ଜନତା ଦଳର ସାଂସଦ ଡ.ପାତ୍ର ନିଜର ଅଭିଭାଷଣରେ କହିଥିଲେ, ଅଧ୍ୟକ୍ଷ
Read More...

୨୧ ବର୍ଷ ହେବ ଝିଅଙ୍କ ବିବାହ ବୟସ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ସବୁ ଧର୍ମର ଯୁବକ ଓ ଯୁବତୀଙ୍କ ବିବାହର ସର୍ବନିମ୍ନ ବୟସ ସୀମା ୨୧ କରାଯାଉ । ଏ ଭଳି ଦାବି କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି । ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରି କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି । କେନ୍ଦ୍ର ସରକାର ଏହା ଉପରେ ଜବାର ରଖିବା ପରେ ଆସନ୍ତା
Read More...

ଜାନୁଆରୀ ୨୬ ଲାଲକିଲ୍ଲା ଓ ଦିଲ୍ଲୀରେ ହିଂସାକାଣ୍ଡ ଘଟଣା : ପୁରସ୍କାର ଘୋଷଣା କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ :  ଜାନୁଆରୀ ୨୬ ତାରିଖ ଦିନ ଲାଲକିଲ୍ଲାଠାରେ ଘଟିଥିବା ହିଂସାକାଣ୍ଡ ଓ ଭଙ୍ଗାରୁଜା ଘଟଣା ସହ ଜଡ଼ିତ ୮ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମ୍ବନ୍ଧରେ ସୂଚନା ପ୍ରଦାନ କରିଲେ ଏଥିପାଇଁ ପୁରସ୍କାର ପ୍ରଦାନ କରାଯିବା ବିଷୟ ଦିଲ୍ଲୀ ପୁଲିସ୍‍ ଘୋଷଣା କରିଛି। ଦୀପ୍‍ ସିଦ୍ଧୁ, ଯୁଗରାଜ ସିଂହ,
Read More...

ଆରମ୍ଭ ହେଲା ‘ଏରୋ ଇଣ୍ଡିଆ’-୨୦୨୧

ବେଙ୍ଗାଲୁରୁ : ବେଙ୍ଗାଲୁରୁର ୟେଲାହାଙ୍କା ବିମାନଘାଟି ଠାରେ ବୁଧବାରଠାରୁ ୩ ଦିନିଆ ‘ଏରୋ ଇଣ୍ଡିଆ’ ପ୍ରଦର୍ଶନୀ, ଆରମ୍ଭ ହୋଇଛଛି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏହାକୁ ଉଦଘାଟନ କରିଛନ୍ତି। ଏହା ହେଉଛି ଏସିଆର ସର୍ବ ବୃହତ ଏରୋ ସୋ।ଏହା ହେଉଛି ବିଶ୍ବର ପ୍ରଥମ ହାଇବ୍ରିଡ୍ (ମିଶ୍ରିତ)
Read More...