ଆରମ୍ଭ ହେଲା ‘ଏରୋ ଇଣ୍ଡିଆ’-୨୦୨୧
ବେଙ୍ଗାଲୁରୁ : ବେଙ୍ଗାଲୁରୁର ୟେଲାହାଙ୍କା ବିମାନଘାଟି ଠାରେ ବୁଧବାରଠାରୁ ୩ ଦିନିଆ ‘ଏରୋ ଇଣ୍ଡିଆ’ ପ୍ରଦର୍ଶନୀ, ଆରମ୍ଭ ହୋଇଛଛି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏହାକୁ ଉଦଘାଟନ କରିଛନ୍ତି। ଏହା ହେଉଛି ଏସିଆର ସର୍ବ ବୃହତ ଏରୋ ସୋ।ଏହା ହେଉଛି ବିଶ୍ବର ପ୍ରଥମ ହାଇବ୍ରିଡ୍ (ମିଶ୍ରିତ)!-->…
Read More...
Read More...