ସିଙ୍ଘୁରେ ଖଣ୍ଡଯୁଦ୍ଧ : ଭଙ୍ଗାରୁଜା
ନୂଆଦିଲ୍ଲୀ: ପୁଣି ଥରେ ସିଙ୍ଘୁ ଅଶାନ୍ତ ହୋଇ ପଡିଛି । ଆନେ୍ଦାଳନକାରୀଙ୍କୁ ବିରୋଦ୍ଧ କରି ସ୍ଥାନୀୟ ଲୋକେ ଟେକାମାଡ କରିବା ଯୋଗୁଁ ରଣ କ୍ଷେତ୍ର ପାଲଟିଥିଲା । ତେବେ ଉତ୍ୟକ୍ତ ଲୋକଙ୍କୁ ଘଉଡାଇବା ଲାଗି ପୋଲିସ ପ୍ରଥମେ ଲୁହ ବୁହା ଗ୍ୟାସ ପ୍ରୟକ କରି ବିଫଳହେବା ପରେ ଲାଠି ମାଡ କରିଥିଲା ।!-->…
Read More...
Read More...