Browsing Category

ଦେଶ

ପେଗାସସ୍ ମାମଲା : ଶୁଣାଣୀ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ପେଗାସସ୍ ମାମଲାର ଶୁଣାଣୀ କରିବେ ସୁପ୍ରିମକୋର୍ଟ ।ବରିଷ୍ଠ ସାମ୍ବାଦିକ ଏନ୍‌ରାମ୍ ଏବଂ ଶଶୀକୁମାର ଏସ୍‌ଆଇଟି ତଦନ୍ତ ପାଇଁ ଦାୟର କରିଥିବା ଜନସ୍ୱାର୍ଥ ମାମଲାର ଶୁଣାଣୀ ପାଇଁ ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଶ୍ରୀ ଏନ୍‌ଭି ରମଣା ଗ୍ରହଣ କରିଛନ୍ତି । ଆସନ୍ତା
Read More...

ସିବିଏସ୍‌ଇ ଦ୍ୱାଦଶରେ ୯୯.୩୭% ପାସ୍‌

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)ଦ୍ୱାରା ପରିଚାଳିତ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଚଳିତ ବର୍ଷ ମୋଟ ୯୯.୩୭ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଚଳିତ ବର୍ଷ ମୋର୍ଟ ୧୩,୦୪,୫୬୧ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ
Read More...

ବିଚାରପତିଙ୍କୁ ଅଟୋ ଚଢାଇ ହତ୍ୟା

ରାଞ୍ଚି: ଝାଡ଼ଖଣ୍ଡ ଧାନବାଦ ଜିଲ୍ଲା କୋର୍ଟର ଅତିରିକ୍ତ ବିଚାରପତି ଉତ୍ତମ ଆନନ୍ଦଙ୍କୁ ଦୁର୍ବୃତ ମାନେ ଅଟୋ ଚଢାଇ ହତ୍ୟା କରିବା ଘଟଣା ଦେଶରେ ଘୋର ଆଲୋଡନ୍ ସୃଷ୍ଟି ରକିଛି । ପୂର୍ବରୁ ପ୍ରାତଃ ଭ୍ରମଣରେ ଥିବା ବିଚାରପତିଙ୍କର ରାସ୍ତା ଦୃର୍ଘଟଣା ମୃତ୍ୟୁ ଘଟିଥିବା କୁହାଯାଇଥିଲେ ମଧ୍ୟ
Read More...

ଅଗଷ୍ଟ ୩୧ ଯାଏଁ ବଢିଲା କରୋନା କଟକଣା

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଜି ଅଗଷ୍ଟ ୩୧ ପର୍ଯ୍ୟନ୍ତ ଦେଶରେ କୋଭିଡ୍ କଟକଣା ବୃଦ୍ଧି କରିଛନ୍ତି । ଅଧିକ ପଜିଟିଭ୍ ହାର ଥିବା ଜିଲ୍ଲାମାନଙ୍କରେ କଡ଼ା ପଦକ୍ଷେପ ଗ୍ରହଣ କରିବାପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ଗୃହ ସଚିବ ଅଜୟ
Read More...

ଦେଶରେ ପୁଣି ବଢିଲା ସଂକ୍ରମଣ

ଦିନକରେ ୪୩,୬୫୪ ଚିହ୍ନଟ : ୬୪୦ ମୃତ ନୂଆଦିଲ୍ଲୀ : ଦେଶର ୫୪ଟି ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ହାର ୧୦%ରୁ ଅଧିକ ରହିଥିବା ଏବଂ ୨୭ଟି ଜିଲ୍ଲାରେ ସଂକ୍ରମଣ ପୁଣି ବଢୁଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲା ଗତକାଲି ସୂଚନା ଦେଇଥିଲା ବେଳେ ଆଜି
Read More...

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ

ବେଙ୍ଗାଲୁରୁ : କର୍ଣ୍ଣାଟକର ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳ ନେତା ବାସବରାଜ ବୋମ୍ମଇ ଆଜି ଶପଥ ଗ୍ରହଣ କରିଛନ୍ତି । ରାଜଭବନରେ ଆୟୋଜିତ ଏକ ନିରାଡମ୍ବର ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଥାୱରଚନ୍ଦ ଗହଲୋତ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଆଜି ସେ ଏକାକି
Read More...

ବାଦଲଫଟା ବର୍ଷାରେ ୭ ମୃତ: ୩୦ ନିଖୋଜ

ଜମ୍ମୁ: ଜମ୍ମୁ ଓ କଶ୍ମୀରର କିସ୍ତୱାର ଜିଲ୍ଲାରେ ବାଦଲ ଫଟା ବର୍ଷାରେ ୭ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ସଙ୍ଗେ ସଙ୍ଗେ ୩୦ରୁ ଅଧିକ ନିଖୋଜ ହୋଇଯାଇଛନ୍ତି । ଭୂସ୍ଖଳନକୁ ବହୁ ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତ୍ୱର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି
Read More...

ବସ୍‌କୁ ଧକ୍କା ଦେଲା ଟ୍ରକ୍‌: ୧୮ ମୃତ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ବାରବାଙ୍କୀରେ ଏକ ଡବଲ୍‌-ଡେକର ବସ୍‌କୁ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କାର ଦେବାରୁ ୧୮ଜଣଙ୍କର ମୃତ୍ୟୁ ଘଟିବା ସହ ଓ ୧୯ଜଣ ଆହତ ହୋଇଛନ୍ତି । ରାମ ସାନେହି ଘାଟ ଥାନା ଅନ୍ତର୍ଗତ ଲକ୍ଷେ୍ନ-ଅଯୋଧ୍ୟା ୨୮ ନମ୍ବର ଜାତୀୟ ରାଜପଥରେ ଏହି ଭୟାବହ ଦୁର୍ଘଟଣା ଘଟିଥିବା
Read More...

ଥମୁନି ପେଗାସସ୍ ଝଡ : ଚାଲିପାରୁନି ପାର୍ଲଆମେଂଟ

ନୂଆଦିଲ୍ଲୀ: ଇସାଏଲ୍‌ର ସ୍ପାଇୱେଲ୍ ପେଗାସସ୍ ଦ୍ୱାରା ଗୁଇନ୍ଦାଗିରି କରାଯିବା ମାମଲାକୁ ନେଇ ବିରୋଦ୍ଧି ଦଳର ହଟଗୋଳ ଯୋଗୁଁ କ୍ରମାଗତ ୭ଦିନ ପାଇଁ ପାର୍ଲାମେଂଟର ମୌସୁମୀ ଅଧିବେଶନ ଅଚଳ ହୋଇପଡିଛି । ଆଜି ଉଭୟ ଲୋକସଭାରେ ବିରୋଧି ଦଳର ହଟଗୋଳ ଏବଂ ନାରାବାଜୀ ଯୋଗୁଁ ଉଭୟ ଲୋକସଭା ଓ
Read More...

ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ: ୧୬ ଆକ୍ରାନ୍ତ

ନୂଆଦିଲ୍ଲୀ: ମହାମାରୀ କରୋନା ସମଗ୍ର ବିଶ୍ୱରେ ଆତଙ୍କର ଖେଳାଇ ଦେଇଥିଲା ବେଳେ ଇଂଲଣ୍ଡରେ କରୋନାର ନୂଆ ଷ୍ଟ୍ରେନ ବା ପ୍ରକାର ଠାବ ହୋଇଛି । ଏଥିରେ ୧୬ ଜଣ ସଂକ୍ରମିତ ହୋଇଥିବା ନେଇ ବ୍ରିଟେନର ଜନ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏହି ନୂଆ ପ୍ରକାର ଭୂତାଣୁ-ବି ଡଟ୍ ୱାନ ଡଟ୍ ୬୨୧ ବୋଲି
Read More...