Browsing Category

ଦେଶ

କରୋନା ମହାମାରୀ ସମୟରେ ଚାକିରି ହରାଇଥିବା ଲୋକଙ୍କୁ ଇ-ରିକ୍ସା ଦେବେ ସୋନୁ ସୁଦ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତା ସୋନୁ ସୁଦ୍। ଲୋକଙ୍କୁ ସାହାଯ୍ୟ କରି ପୁଣି କୋଟି କୋଟି ଭାରତୀୟଙ୍କ ମନ କିଣିଛନ୍ତି ସୋନୁ। କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଗରିବଙ୍କ ପାଇଁ ଭଗବାନ ପାଲଟିଥିବା ସୋନୁ ଏବେ ପୁଣି ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି।
Read More...

ବର୍ଷକୁ ୪ ଥର ହେବ ଜେଇଇ ମେନ୍ ପରୀକ୍ଷା

ନୂଆଦିଲ୍ଲୀ: ବି.ଟେକ୍ ସମେତ ଅନ୍ୟାନ୍ୟ ପାଠ୍ୟକ୍ରମରେ ନାମଲେଖା ଲାଗି ୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ଜେଇଇ ମେନ୍କୁ ନେଇ ଛାତ୍ରଛାତୀ ଚିନ୍ତା ପ୍ରକଟ କରିଛନ୍ତି । ୨୦୨୦ରେ ଉକ୍ତ ପରୀକ୍ଷା ବିଳମ୍ବିତ ହୋଇଥିବାରୁ ୨୦୨୧ରେ ବି ବିଳମ୍ବ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ଏନେଇ
Read More...

ଧଳା ଚାଦରରେ ଘୋଡେଇ ହୋଇ ରହିଛି ଶ୍ରୀନଗର

ଶ୍ରୀନଗର: ଥାଣ୍ଡାରେ ଥରୁଛି ଉତର ଭାରତ । ଦେଶର ଉତର ଭାଗରେ ରହିଥିବା ରାଜ୍ୟ ଗୁଡିକରେ ଏବେ ଜାରି-ରହିଛି ଶୀତ ଲହରି । ଜାମ୍ମୁକାଶ୍ମୀରରୁ ଆସିଛି ବରଫପାତର ଚିତ୍ର । ଶ୍ରୀନଗରରେ ବର୍ଷର ପ୍ରଥମ ବଡ଼ଧରଣର ହିମପାତ ହୋଇଛି । ଗତ ୨୪ ଘଂଟା ଧରି ଶ୍ରୀନଗରରେ ପ୍ରବଳ ତୁଷାରପାତ ଫଳରେ ପୁରା ଶ୍ରୀନଗର
Read More...

ପ୍ରଣବଙ୍କ ପୁସ୍ତକ ଉନ୍ମୋଚିତ ହେବ ଜାନୁଆରୀରେ

ନୂଆଦିଲ୍ଲୀ: ଚର୍ଚ୍ଚାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକ । ଆଗାମି ଜାନୁଆରୀ ମାସରେ ଉନ୍ମୋଚିତ ହେବାକୁ ଥିବା ପ୍ରଣବଙ୍କ ଆତ୍ମଜୀବନୀ କୋଆଲିସନ ଇୟର୍ସର ଚତୁର୍ଥ ପର୍ବରେ ଲେଖି ଯାଇଛନ୍ତି ମନର କିଛି ଅକୁହା କଥା । ଏଥିରେ ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ
Read More...

ଖ୍ରୀଷ୍ଟମାସ ପରେ ଭାରତକୁ ମିଳିବ କରୋନା ଟିକା!

ନୂଆଦିଲ୍ଲୀ: ଅକ୍ସଫୋର୍ଡ ଓ ଆଷ୍ଟେ୍ରଜେନେକା ପ୍ରସ୍ତୁତ କରିଥିବା କରୋନା ଟିକା କୋଭିସିଲ୍ଡ ଖୁବଶୀଘ୍ର ଭାରତକୁ ମିଳିବାକୁ ଯାଉଛି । ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ଭାରତରେ କୋଭିସିିଲ୍ଡ ଟିକାର ମାନବ ପରୀକ୍ଷଣ କରାଯାଉଛି । ଆସନ୍ତା ଖ୍ରୀଷ୍ଟମାସ ପରେ ଭାରତ ସରକାର ଏହାର ଜରୁରୀ
Read More...

ହସ୍ପିଟାଲର ଅବହେଳାରୁ ୯ ନବଜାତକଙ୍କ ମୃତ୍ୟୁ

କୋଟା: ରାଜସ୍ଥାନର କୋଟାରେ ଥିବା ଜେ.କେ. ଲୋନ୍‌ ହସ୍ପିଟାଲରେ ୨୪ ଘଣ୍ଟା ମଧ୍ୟରେ ୯ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲର ଅବହେଳା ଯୋଗୁ ନବଜାତକମାନଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ବିବାଦରେ ପଡ଼ିଛି ହସ୍ପିଟାଲ। ଏହି ଘଟଣାକୁ ନେଇ ସ୍ଥାନୀୟ ଜିଲାପାଳ
Read More...

ସିଆରପିଏଫ୍ କ୍ୟାମ୍ପ ଉପରେ ଗ୍ରେନେଡ ଆକ୍ରମଣ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ଶ୍ରୀନଗରର ନୋରବାଗ ଅଞ୍ଚଳରେ ଥିବା ସିଆରପିଏଫ୍ କ୍ୟାମ୍ପ ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ ଫିଙ୍ଗିଛନ୍ତି। ମାତ୍ର ଏହି ଆକ୍ରମଣରେ ଯବାନଙ୍କର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ସର୍ଚ୍ଚ ଅପରେସନ୍ ଜାରି ରହିଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ,
Read More...

ବିବାହର ୨ ବର୍ଷ ପରେ ସ୍ବାମୀଙ୍କୁ ସର୍ବସାଧାରଣକୁ ଆଣିବାର ନିଷ୍ପତ୍ତି ନେଲେ ରାକ୍ଷୀ ସାୱନ୍ତ

ମୁମ୍ବାଇ: ପୁଣି ଚର୍ଚ୍ଚାରେ କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତ। ତାଙ୍କ ବିବାହ ଏକ ରହସ୍ୟ ହୋଇ ରହିଥିବା ବେଳେ ସେ ନିକଟରେ କହିଛନ୍ତି କି ଏବେ ସମୟ ଆସିଯାଇଛି ‌ଯେ ସେ ନିଜ ସ୍ବାମୀଙ୍କୁ ସର୍ବସାଧାରଣରେ ପରିଚିତ କରାଇବେ। ରାକ୍ଷୀ କେବେ ଓ କେଉଁଠି ବିବାହ କଲେ ତାହାର ଖବର କାହା
Read More...

୨୪ ଘଣ୍ଟା ମଧ୍ୟରେ ୨୯,୩୯୮ ନୂଆ ସଂକ୍ରମଣ

ଆକ୍ରାନ୍ତଙ୍କ ସଂଖ୍ୟା ୯୭,୯୬,୭୭୦ରେ ପହଞ୍ଚିଲା ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୨୯,୩୯୮ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ଭାରତରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୭,୯୬,୭୭୦ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା
Read More...

ପଞ୍ଜାବରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି କୃଷକ

ନୂଆଦିଲ୍ଲୀ: ନଭେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିବା ‘ଦିଲ୍ଲୀ ଚଲୋ’ ପ୍ରତିବାଦରେ ଯୋଗ ଦେଇ ପାରି ନ ଥିବା କେତେକ କୃଷକ ସଙ୍ଗଠନ ଶୁକ୍ରବାର ଦିନ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଡିସେମ୍ବର ୧୨ ତାରିଖରେ ରାଜପଥ ଅବରୋଧ ଏବଂ ଡିସେମ୍ବର ୧୪ରେ ରାଷ୍ଟ୍ରବ୍ୟାପୀ ପ୍ରତିବାଦ ପ୍ରଦର୍ଶନ
Read More...