ଲଦାଖ ଅଞ୍ଚଳରୁ ସୈନ୍ୟ ଅପସାରଣ ନିମନ୍ତେ ଶୁକ୍ରବାର ଦିନ ପୁଣି ଆରମ୍ଭ ହେବ ଭାରତ ଓ ଚୀନ୍ ମଧ୍ୟରେ କୂଟନୈତିକ ଆଲୋଚନା
ନୂଆଦିଲ୍ଲୀ: ଲଦାଖ ସେକ୍ଟର୍ରେ ଚାଲିଥିବା ସୀମା ବିବାଦର ସମାଧାନ ନିମନ୍ତେ ପ୍ରାୟ ୧୧ ସପ୍ତାହର ବ୍ୟବଧାନ ପରେ ଶୁକ୍ରବାର ଦିନ ପୁଣି ଥରେ ଭାରତ ଓ ଚୀନ୍ ମଧ୍ୟରେ କୂଟନୈତିକ ଆଲୋଚନା ଆରମ୍ଭ ହେବ।
‘ଓ୍ଵାର୍କିଙ୍ଗ୍ ମେକାନିଜମ୍ ଫର୍ କନ୍ସଲ୍ଟେସନ୍ ଆଣ୍ଡ୍ କୋଅର୍ଡିନେସନ୍ ଅନ୍!-->!-->!-->…
Read More...
Read More...