ଦେଶରେ କୋଭିଡ ଆରୋଗ୍ୟ ହାର ୯୪.୭୪%
ନୂଆଦିଲ୍ଲୀ: ଦେଶରେ କୋଭିଡ ଆରୋଗ୍ୟ ହାର ୯୪.୭୪ ପ୍ରତିଶତକୁ ବୃଦ୍ଧି ପାଇଛି । ଗତ ୨୪ଘଂଟା ମଧ୍ୟରେ ୩୭ହଜାର ୭୨୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ କୋଭିଡରୁ ଆରୋଗ୍ୟଙ୍କ ସଂଖ୍ୟା ୯୨ଲକ୍ଷ ୫୩ହଜାର ୩୦୬ରେ ପହଂଚିଛି ।ସେହିପରି ଗତ ୨୪ଘଂଟା ଭିତରେ ୩୧ହଜାର ୫୨୨ଜଣ ଲୋକ କୋଭିଡରେ!-->…
Read More...
Read More...