୨୪ ଘଣ୍ଟାରେ ଦେଶରେ ୩୬ ହଜାର ୦୧୧ ନୂଆ ଆକ୍ରାନ୍ତ ; ୮୮୨ ମୃତ
ନୂଆଦିଲ୍ଲୀ : ଦେଶରେ କରୋନା ପଜିଟିଭ ସଂଖ୍ୟା କିଛି ଦିନ ମଧ୍ୟରେ ହ୍ରାସ ଓ ବୃଦ୍ଧି ଉଭୟ ହେଉଥିବା ଦେଖାଯାଉଛି। ଦେଶରେ ୨୪ ଘଣ୍ଟାରେ ୩୬,୦୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଚିକିତ୍ସାଧୀନ ଅବସ୍ଥାରେ ୮୮୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା!-->…
Read More...
Read More...