Browsing Category

ଦେଶ

ରେପୋ ରେଟ୍‌ ୪% ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ୍‌

ମୁମ୍ବାଇ: କ୍ରମାଗତ ତୃତୀୟ ଥର ଲାଗି ସ୍ଥିତାବସ୍ଥା ବଜାୟ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ୪%ରେ ଅପରିବର୍ତ୍ତିତ ରଖିଥିବା କଥା ଶୁକ୍ରବାର ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣନର୍‌ ଶକ୍ତିକାନ୍ତ ଦାସ କହିଛନ୍ତି।। ରେପୋ ରେଟ୍‌ ଅପରିବର୍ତ୍ତିତ ରଖିବାକୁ ‘ମନିଟାରି ପଲିସି
Read More...

ଏଣିକି ଜେରା ବେଳେ ସିସିଟିଭି, ଅଡିଓ ରେକର୍ଡିଂ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଦେଶର ସମସ୍ତ ଥାନା ହାଜତ, ସିବିଆଇ, ଏନ୍ଆଇଏ, ପ୍ରବର୍ତନ ନିଦେ୍ର୍ଧଶାଳୟ ଭତି ତଦନ୍ତକାରୀ ସଂସ୍ଥା ଜେରା କରିବାବେଳେ ନାଇଟ୍ ଭିଜନଯୁକ୍ତ ସିସିଟିଭି କ୍ୟାମେରା, ଅଡିଓ ରେକର୍ଡିଂ ବାଧ୍ୟତାମୂଳକ କରିବାକୁ ସୁପ୍ରିମ୍ କୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି । ସମସ୍ତ ରାଜ୍ୟ ଓ
Read More...

ଦେଶରେ ୩୭,୬୦୪ ନୂଆ ଆକ୍ରାନ୍ତ: ୫୦୧ ମୃତ

ନୂଆଦିଲ୍ଲୀ: ଦେଶରେ କ୍ରମଶ କରୋନା ସଂକ୍ରମଣ ହ୍ରାସପାଉଥିଲା ବେଳେ ଆଜି ଦିନକରେ ୩୭ ହଜାର ୬୦୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୦୧ ଜଣଙ୍କ ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା । ଲକ୍ଷ ୩୮ ହଜାର ୧୨୨କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ଆକ୍ରାନ୍ତଙ୍କ
Read More...

୯ ମାସରେ ରାଜ୍ୟରେ ୬୭୦୬ ସଡ଼କ ଦୁର୍ଘଟଣା

ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରିରୁ ସେପ୍ଟେମ୍ବର ଏହି ନଅ ମାସ ମଧ୍ୟରେ ଓଡ଼ିଶାରେ ସମୁଦାୟ ୬୭୦୬ଟି ସଡ଼କ ଦୁର୍ଘଟଣା ଘଟିଥିବା କଥା ‘ସୁପ୍ରିମକୋର୍ଟ କମିଟି ଅନ୍ ରୋଡ ସେଫ୍ଟି’ରେ ଉଲ୍ଲେଖ କରାଯାଇଛି । ଏହିସବୁ ସଡ଼କ ଦୁର୍ଘଟଣାରେ ୩୧୯୭ ଜଣ ପ୍ରାଣ ହରାଇଥିବା ବେଳେ ୬୨୦୭ ଜଣ ଆହତ ହୋଇଛନ୍ତି ।
Read More...

ଋଷ୍ ଓ ଆର୍ଜେଣ୍ଟିନାରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଋଷ୍ ଓ ଆର୍ଜେଣ୍ଟିନା‌ରେ ମଙ୍ଗଳବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୬.୪ ଓ ୬.୩ ଥିବା ରେକର୍ଡ କରାଯାଇଛି । ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ ।
Read More...

ଦେବ ଦୀପାବଳିରେ ଗଙ୍ଗାଘାଟରେ ଜଳିବ ରେକର୍ଡ ୧୧ ଲକ୍ଷ ଦୀପ

ବାରଣାସୀ: ଅଯୋଧ୍ୟରେ ଦୀପାବଳି ପରେ ବାରଣାସୀରେ ଦେବ ଦୀପାବଳିର ଆୟୋଜନ କରିଛନ୍ତି ଉତରପ୍ରଦେଶ ସରକାର । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀ ଯାଉଛନ୍ତି । କୁହାଯାଉଛି, ଦେବ ଦୀପାବଳିରେ ବାରଣାସୀରେ ୧୧ ଲକ୍ଷ ଦୀପ ଜଳାଯିବ । ଏଥିପାଇଁ ସମସ୍ତ ପ୍ରକାରର ଭବ୍ୟ ଆୟୋଜନ
Read More...

କାନାଡାରୁ ଫେରିବ କାଶୀ ମନ୍ଦିରର ଅନ୍ନପୂର୍ଣ୍ଣା ବିଗ୍ରହ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶାସନ କାଳର ଦ୍ୱିତୀୟ ପର୍ଯ୍ୟାୟରେ ୧୮ ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ପାଇଁ ପ୍ରଥମେ ଏକ ଖୁସି ଖବର ଦେଇଥିଲେ । ଯାହାକି
Read More...

ଧର୍ମାନ୍ତୀକରଣ ରୋକିବାକୁ ୟୁପିରେ ଅଧ୍ୟାଦେଶ

ଲକ୍ଷେ୍ନ: ଜଣେ ବ୍ୟକ୍ତିଙ୍କ ଉଚ୍ଛା ବିରୋଧରେ ଚାଲିଥିବା ଧର୍ମ ପରିବର୍ତନ କାର୍ଯ୍ୟ ଉପାରେ ରୋକ୍ ଲାଗାଇବା ପାଇଁ ଉତର ପ୍ରଦେଶ ସରକାର ଅଧ୍ୟାଦେଶ ଆଣିଛନ୍ତି । ଏହି ଅଧ୍ୟାଦେଶ ପ୍ରସ୍ତାବକୁ ରାଜ୍ୟପାଳ ଆନନ୍ଦିବେନ ପଟେଲ ଅନୁମୋଦନ ଦେଇଥିବାରୁ ଏହା ରାଜ୍ୟରେ କାର୍ଯ୍ୟକାରୀ ହୋଇଛି ।
Read More...

ଭାରତରେ ତିଆରି ହେବ ସ୍ପୁଟନିକ ଟିକା

ନୂଆଦିଲ୍ଲୀ: ଭାରତରେ ରୁଷର କୋଭିଡ୍ ଟିକା ସ୍ପୁଟନିକ ଭି’ର ୧୦ କୋଟି ମାତ୍ରା ତିଆରି ହେବ ବୋଲି ରୁଷ୍ କର୍ତୃପକ୍ଷ ଆଜି ଘୋଷଣା କରିଛନ୍ତି । ଭାରତର ଅଗ୍ରଣୀ ଫାର୍ମାସୁ୍ୟଟିକାଲ କମ୍ପାନି ‘ହେଟେରୋ’ ପ୍ରଥମ ପର୍ଯ୍ୟାୟରେ ଏହି ଟିକାର ୧୦ କୋଟି ମାତ୍ରା ପ୍ରସ୍ତୁତ କରିବ ବୋଲି ରୁଷ୍ ଡାଇରେକ୍ଟ
Read More...

ପଂଜାବ-ହରିୟାଣା ବିବାଦ ବଢ଼ୁଛି, ପରସ୍ପରକୁ ଦାୟୀ କଲେ ଦୁଇ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ:ନୂଆ କୃଷି ଆଇନକୁ ବିରୋଧ କରି ପଂଜାବ କୃଷକମାନେ କରିଥିବା ଆନ୍ଦୋଳନ ପ୍ରସଙ୍ଗରେ ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର ମୁହାଁମୁହିଁ ହୋଇଛନ୍ତି । ଆନ୍ଦୋଳନରତ ପଂଜାବ କୃଷକଙ୍କୁ ଦିଲ୍ଲୀ ଯିବା ବାଟରେ ହରିୟାଣା ପୋଲିସ ଅଟକାଇବା
Read More...