Browsing Category

ଦେଶ

ରାତି ପର୍ଯ୍ୟନ୍ତ ଚାଲିପାରେ ବିହାର ଭୋଟ୍ ଗଣତି

ପାଟନା : ବିହାର ଭୋଟ ଗଣତିର ପ୍ରାରମ୍ଭିକ ପର୍ଯ୍ୟାୟରେ ଏନଡିଏ ଆଗୁଆ ଥିବା ସତ୍ତ୍ବେ ଚୂଡ଼ାନ୍ତ ଫଳାଫଳ କଣ ହେବ ତାହା ଏବେଠାରୁ କହିବା ମୁସ୍କିଲ, କାରଣ ବିହାରରେ ଭୋଟ ପଡ଼ିଥିବା ପ୍ରାୟ ୪ କୋଟି ୧୦ ଲକ୍ଷ ଭୋଟ ମଧ୍ୟରୁ ଏପର୍ଯ୍ୟନ୍ତ ପ୍ରାୟ ୧ କୋଟି ଭୋଟ ଗଣତି ହୋଇଛି । ଏଣୁ ଆଗକୁ ଆହୁରି
Read More...

ବାରଣାସୀରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜ ସଂସଦୀୟ କ୍ଷେତ୍ର  ଉତ୍ତର ପ୍ରଦେଶର ବାରଣସୀରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଏହିସବୁ ପ୍ରକଳ୍ପର ମୋଟ ବ୍ୟୟ ଅଟକଳ ୬୧୪ କୋଟି ଟଙ୍କା।  ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏସବୁ ପ୍ରକଳ୍ପର
Read More...

ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା : ୩ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ଯମୁନା ଏକ୍ସପ୍ରେସ ୱେରେ ସୋମବାର ସକାଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ମଥୁରା ସୀମାର ସାଦାବାଦ ଅଞ୍ଚଳରେ ଥିବା ଯମୁନା ଏକ୍ସପ୍ରେସ ୱେରେ ଅଧା ଡଜନ ଗାଡି ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ
Read More...

ପୁଣି ବଢିଲା ସଂକ୍ରମଣ : ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୫,୫୩,୬୫୭କୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସୁଦ୍ଧା ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫,୫୩,୬୫୭କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟ​ରେ ଆଉ ୪୫,୯୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଉ ୪୯୦ଜଣଙ୍କ
Read More...

୩୦ କୋଟି ଲୋକଙ୍କୁ ମାଗଣା କରୋନା ଟିକା

ନୂଆଦିଲ୍ଲୀ: ଦେଶରେ ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ କରୋନା ଟିକା ଦେବାଲାଗି କେନ୍ଦ୍ର ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ଏନେଇ ଯୋଗ୍ୟ ହିତାଧିକାରୀମାନଙ୍କୁ ଅଗ୍ରାଧିକାର ଭିତରେ ଚିହ୍ନଟ କରିବାପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ୩୦
Read More...

ବାପାମା’ଙ୍କୁ ଅପେକ୍ଷା କରିଥିବା ବେଳେ ୧୪ ମହଲାରୁ ଖସି ପଡ଼ିଲା ୪ ବର୍ଷର ଶିଶୁ!

ନୂଆଦିଲ୍ଲୀ: ଗାଜିଆବାଦ ଥାନା ସିହାନୀ ଗେଟ୍ ଅଞ୍ଚଳର ପୋଶ ସୋସାଇଟିରେ ଏକ ଦୁଃଖଦ ଘଟଣା ଘଟିଛି। ଏହି ସୋସାଇଟିର ୧୪ ମହଲାର ବାଲ୍‌କୋନୀରୁ ପଡ଼ି ଏକ ୪ ବର୍ଷର ଶିଶୁର ମୃତ୍ୟୁ ହୋଇଯାଇଛି। କୁହାଯାଉଛି, ସେ ତା’ ବାପାମା’ଙ୍କୁ ଅପେକ୍ଷା କରିଥିବା ବେଳେ ବାଲ୍‌କୋନୀରୁ ପଡ଼ିଯାଇଥିଲା। ମୃତ ଶିଶୁର
Read More...

ଏମ୍‍ଏସ୍‍ଏମ୍‍ଇ ‘ଉଦ୍ୟମ’ରେ ପଞ୍ଜିକୃତ ହେଲେ ୧୧ ଲକ୍ଷରୁ ଅଧିକ ଉଦ୍ୟୋଗ

ନୂଆଦିଲ୍ଲୀ :  ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ଏମ୍‍ଏସ୍‍ଏମ୍‍ଇର ନୂତନ ଅନ୍‍ଲାଇନ୍‍ ବ୍ୟବସ୍ଥା ‘ଉଦ୍ୟମ’ ପୋର୍ଟାଲରେ ୧୧ ଲକ୍ଷରୁ ଊର୍ଦ୍ଧ୍ବ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ସେମାନଙ୍କର ନାମ ପଞ୍ଜୀକୃତ କରିଛନ୍ତି। ଚଳିତବର୍ଷ ଜୁଲାଇ ପହିଲାରୁ ଏହି ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି।
Read More...

ମୁଖ୍ୟ ସୂଚନା କମିସନର ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଯଶବର୍ଦ୍ଧନ କୁମାର ସିହ୍ନା

ନୂଆଦିଲ୍ଲୀ :  ଯଶବର୍ଦ୍ଧନ କୁମାର ସିହ୍ନା ଶନିବାର ମୁଖ୍ୟ ସୂଚନା କମିସନର ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତିଭବନରେ ଶ୍ରୀ ସିହ୍ନାକୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଶ୍ରୀ ସିହ୍ନା ଗତବର୍ଷ ଜାନୁଆରୀ ଠାରୁ ସୂଚନା କମିସନର ଭାବେ
Read More...

ଲୁହ୍ରି ଜଳବିଦ୍ୟୁତ ପ୍ରକଳ୍ପରୁ ମିଳିବ ୭୭୫ କୋଟି ୟୁନିଟ ବିଜୁଳି

ସିମଲା: କେନ୍ଦ୍ର ସରକାର ହିମାଚଳ ପ୍ରଦେଶରେ ନିର୍ମାଣ ହେବାକୁ ଥିବା ୨୧୦ ମେଗାୱାଟ କ୍ଷମତା ବିଶିଷ୍ଟ ଲୁହ୍ରି ଜଳବିଦ୍ୟୁତ ପ୍ରକଳ୍ପ ବାବଦରେ ଘୋଷଣା କରିଛନ୍ତି । ଏହି ଜଳବିଦ୍ୟୁତ ପ୍ରକଳ୍ପକୁ ମୋଦୀ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ
Read More...

ଫେବୃଆରୀରେ ଲଞ୍ଚ ହେବ ଭାରତର କରୋନା ଟିକା

ନୂଆଦିଲ୍ଲୀ: ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକାକୁ ନେଇ ବହୁତ ବଡ଼ ଖୁସି ଖବର ଆଜି ସରକାରଙ୍କ ପକ୍ଷରୁ ଦିଆଯାଇଛି। ଆକଳନ ତୁଳନାରେ ଗୋଟିଏ ମାସ ପୂର୍ବରୁ ଭାରତ ତା’ର କରୋନା ଟିକା ପାଇବ ବୋଲି ଜଣେ ବରିଷ୍ଠ ସରକାରୀ ବୈଜ୍ଞାନିକ ଆଜି କହିଛନ୍ତି। ସେ କହିଛନ୍ତି, ଭାରତ ବାୟୋଟେକ
Read More...