ଫେବୃଆରୀରେ ଲଞ୍ଚ ହେବ ଭାରତର କରୋନା ଟିକା
ନୂଆଦିଲ୍ଲୀ: ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକାକୁ ନେଇ ବହୁତ ବଡ଼ ଖୁସି ଖବର ଆଜି ସରକାରଙ୍କ ପକ୍ଷରୁ ଦିଆଯାଇଛି। ଆକଳନ ତୁଳନାରେ ଗୋଟିଏ ମାସ ପୂର୍ବରୁ ଭାରତ ତା’ର କରୋନା ଟିକା ପାଇବ ବୋଲି ଜଣେ ବରିଷ୍ଠ ସରକାରୀ ବୈଜ୍ଞାନିକ ଆଜି କହିଛନ୍ତି। ସେ କହିଛନ୍ତି, ଭାରତ ବାୟୋଟେକ!-->…
Read More...
Read More...