Browsing Category

ଦେଶ

ବର୍ଷା ବିତ୍ପାତ ନେଲା ୩୫ ଜୀବନ

ହାଇଦ୍ରାବାଦ୍: ପ୍ରବଳ ବର୍ଷାରେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ଏହି ବର୍ଷା ହେତୁ ୩୫ ଜଣଙ୍କର ଜୀବନ ଯାଇଛି । ଏହି ସବୁ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ବିଭିନ୍ନ ଅଂଚଳ ଜଳମଗ୍ନ ହୋଇଯିବାରୁ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ଲଗାଣ ବର୍ଷା
Read More...

ଟିଆରପି ସ୍କାମ: ରିପବ୍ଲିକ ଟିଭିର ନିବେଦନକୁ ସୁପ୍ରିମକୋର୍ଟଙ୍କ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ଟିଆରପି ସ୍କାମ ଅଭିଯୋଗରେ ଛନ୍ଦି ହୋଇଥିବା ରିପବ୍ଲିକ ଟିଭିକୁ ବଡ଼ ଝଟକା ଲାଗିଛି। ମୁମ୍ବାଇ ପୁଲିସ୍‌ ଟିଆରପି ସ୍କାମ ଅଭିଯୋଗର ତଦନ୍ତ କରୁଥିବା ବେଳେ ଏହା ବିରୋଧରେ ରିପବ୍ଲିକ ଟିଭି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହେଲେ ସୁପ୍ରିମକୋର୍ଟ ଆଜି ଏହି ଆବେଦର ଶୁଣାଣି
Read More...

ସୀତାରମଣ: ସ୍ୱାସ୍ଥ୍ୟ ଓ ଅର୍ଥନୈତିକ ମଧ୍ୟରେ ସନ୍ତୁଳନ ଆଣିବା ଆବଶ୍ୟକ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜି-୨୦ ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ବୈଠକରେ ଅଂଶଗ୍ରହଣ କରି ସ୍ୱାସ୍ଥ୍ୟ ଓ ଅର୍ଥନୈତିକ ଲକ୍ଷ୍ୟଗୁଡ଼ିକ ମଧ୍ୟରେ ସନ୍ତୁଳନତା ଆଣିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ
Read More...

କୋଭିଡ ଆରୋଗ୍ୟ ହାର ୮୭.୩୬ ପ୍ରତିଶତ

ନୂଆଦିଲ୍ଲୀ : ଦେଶରେ କୋଭିଡ ଆରୋଗ୍ୟ ହାର ୮୭.୩୬ ପ୍ରତିଶତକୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ମଧ୍ୟରେ ୮୧ ହଜାରରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୬୩ ଲକ୍ଷ ୮୩ ହଜାରକୁ ଅତିକ୍ରମ କରିଛି। ଆରୋଗ୍ୟ ହାର ବୃଦ୍ଧି
Read More...

ଡକ୍ଟର କଲାମଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଭାରତର ପୂର୍ବତନ ରାଷ୍ଟ୍ରପତି ବହୁ ପ୍ରତିଷ୍ଠିତ ବୈଜ୍ଞାନିକ, ଯାହାକୁ ଦୁନିଆ ମିଶାଇଲ ମ୍ୟାନ ଭାବେ ଜାଣନ୍ତି, ଆଜି ସେହି ମହାନ ବ୍ୟକ୍ତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜନ୍ମ ଜୟନ୍ତୀ। ତାଙ୍କର ଜନ୍ମ ୧୫ ଅକ୍ଟୋବର ୧୯୩୧ରେ ରାମେଶ୍ୱରମ ତାମିଲନାଡ଼ୁରେ ହୋଇଥିଲା।ଏହି ଅବସରରେ
Read More...

୬୫ ବିଲିଅନ ଡଲାର ଶିଳ୍ପରେ ପରିଣତ ହେବ ଦେଶୀୟ ଔଷଧ ଉତ୍ପାଦନ କ୍ଷେତ୍ର

ଭାରତୀୟ ଔଷଧ ଉତ୍ପାଦନ କ୍ଷେତ୍ର ୨୦୨୪ ସୁଦ୍ଧା ୬୫ ବିଲିଅନ ଡଲାର ଶିଳ୍ପରେ ପରିଣତ ହୋଇପାରିବ ବୋଲି ରସାୟନ ଓ ସାର ମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡ଼ା କହିଛନ୍ତି। ସେ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ‘Reimagining Distances’ ସଂକ୍ରାନ୍ତ ଲାଟିନ ଆମେରିକୀୟ ଓ କାରୀବିୟାନ୍‍ ଅଧିବେଶନରେ
Read More...

ମୁମ୍ବଇର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ : ରେର୍ଡ଼ ଆଲର୍ଟ ଜାରି

ମୁମ୍ବଇ : ମହାରାଷ୍ଟ୍ରର ମୁମ୍ବଇ ଓ ଠାଣେ ସମେତ ବହୁ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ସ୍ଥିତି ବେହାଲ ହୋଇପଡିଛି। ପ୍ରବଳ ବର୍ଷା ପାଇଁ ଆଜି ଆଇଏମଡି ଦ୍ୱାରା ମୁମ୍ବଇ ପାଇଁ ରେର୍ଡ଼ ଆଲର୍ଟ ଜାରି କରାଯାଇଛି।ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ମହାରାଷ୍ଟ୍ରର ଉତ୍ତର କୋଙ୍କଣ କ୍ଷେତ୍ର ସମେତ
Read More...

କାର୍‌ରେ ଜଳିଗଲେ ଏନ୍‌ସିପି ନେତା ସଞ୍ଜୟ ସିନ୍ଦେ

ନାସିକ : ମହାରାଷ୍ଟ୍ରର ବରିଷ୍ଠ ଏନ୍‌ସିପି ନେତା ସଞ୍ଜୟ ସିନ୍ଦେଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମଙ୍ଗଳବାର ରାତିରେ ସେ ଯାଉଥିବା କାର୍‌ରେ ସର୍ଟସର୍କିଟ ଯୋଗୁଁ ଅଚାନକ ନିଆଁ ଲାଗିଯିବାରୁ କାର୍‌ ଜଳିଯିବା ସହ ଏଥିରେ ଥିବା ସିନ୍ଦେ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସିନ୍ଦେ ନିଜ ଅଙ୍ଗୁର ବଗିଚା
Read More...

ଓଡ଼ିଶା ହାଇକୋର୍ଟଙ୍କ ମତାମତକୁ କେନ୍ଦ୍ରର ଅପେକ୍ଷା

ନୂଅ।ଦିଲ୍ଲୀ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଯଶବନ୍ତ ସିଂହ କମିଶନର ସୁପାରିସ୍ ଓ ସୁପ୍ରିମ୍ କୋର୍ଟ ୨୦୦୦ରେ ଦେଇଥିବା ନିର୍ଦ୍ଦେଶ ଅ।ଧାରରେ ହେବ । ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଏଥିପାଇଁ ରାଜ୍ୟ ସରକାରଙ୍କ ସୁପାରିସ ଓ ଏହାଥପରେ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ
Read More...

୨୪ଘଣ୍ଟାରେ ୭୪,୬୩୨ଜଣ ସୁସ୍ଥ, ୬୩,୫୦୯ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଗତ କିଛି ଦିନ ହେଲା ଭାରତରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ସେପ୍ଟେମ୍ବର ମାସରେ ଦୈନିକ ସଂକ୍ରମଣ ସଂଖ୍ୟା ହାରାହାରି ୯୦ ହଜାର ଉପରେ ରହୁଥିବା ବେଳେ ଏବେ ତାହା ନିୟମିତ ଭାବେ ହ୍ରାସ ପାଇବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟା
Read More...