Browsing Category

ଦେଶ

ଏଲ୍ପିଜି କିଣିଲେ ଓଟିପି ଦେଖାଇବାକୁ ପଡିବ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବରରୁ ଦେଶରେ ଏଲ୍ପିଜି ଡେଲିଭରି ନିୟମ ବଦଳିଯିବ । ଗ୍ୟାସ୍ ବୁକିଂ ବେଳେ ମିଳିଥିବା ଓଟିପି ଦେଖାଇଲେ ଡେଲିଭରି ମ୍ୟାନ୍ ସଂପୃକ୍ତ ଗ୍ରାହକଙ୍କୁ ଏଲପିଜି ଭର୍ତି ସିଲିଣ୍ଡର ହସ୍ତାନ୍ତର କରିବେ । ଗ୍ୟାସ୍ ଚୋରିକୁ ରୋକିବା ପାଇଁ ସରକାରୀ କମ୍ପାନି ଗୁଡ଼ିକ ଏହି ପଦକ୍ଷେପ
Read More...

ବଦଳିବେନି ପିସିସି ସଭାପତି

ନୂଆଦିଲ୍ଲୀ: ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପରିବର୍ତନ କରାଯିବ ନାହିଁ ବୋଲି ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ଏ ଚେଲାକୁମାର କହିଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ଖୁବଶିଘ୍ର ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ପିସିସି କମିଟି ଗଠନ କରାଯିବ ।
Read More...

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ୱାଇ: ଅଡ଼ୁଆରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ। ସାମ୍ପ୍ରଦାୟିକ ଘୃଣାଭାବ ପ୍ରଚାର କରୁଥିବା ଅଭିଯୋଗରେ ବାନ୍ଦ୍ରା କୋର୍ଟ ଏଫଆଇଆର ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟରେ ମାମଲା ରୁଜୁ ହେବା ପାଇଁ ପ୍ରଥମେ ଏକ ଆବେଦନ ଦାୟର ହୋଇଥିଲା। ଯେଉଁଥିରେ କୁହାଯାଇଥିଲା କଙ୍ଗନା
Read More...

ଡିଜିଟାଲ ମିଡିଆ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଗାମୀ ଦିନରେ ଡିଜିଟାଲ ଜର୍ଣ୍ଣାଲିଜିମକୁ ପ୍ରୋତ୍ସାହନ ଦେବେ। ଶୁକ୍ରବାର କେନ୍ଦ୍ର ସରାକରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏହି ସୂଚନା ଦେଇଛି। ଆଗାମୀ ଦିନରେ ପ୍ରେସ ଇନଫରମେସନ ବ୍ୟୁରୋ (ପିଆଇବି) କାର୍ଡ ମଧ୍ୟ ଡିଜିଟାଲ ସାମ୍ୱାଦିକଙ୍କୁ ପ୍ରୋତ୍ସାହନ ଯୋଗାଇ
Read More...

୨୨ ମହଲା ଛାତରେ ଖେଳ ଦେଖାଇ ଯୁବକ ଗିରଫ

ମୁମ୍ବଇ: ଅଟ୍ଟାଳିକାର ୨୨ ମହଲାର ସଂକୀର୍ଣ୍ଣ କାନ୍ଥ ଉପ​‌ରେ ଦୁଃସାହସିକ କ୍ରୀଡ଼ା ପ୍ରଦର୍ଶନ କରୁଥିବା ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ନୋମାନ ଡି’ସୌଜା ନାମକ ଏହି ଯୁବକ ପଶ୍ଚିମ ମୁମ୍ବଇର କାଣ୍ଡିଭାଲିସ୍ଥିତ ଭାରତ ଏସ୍‌ଆରଏ ଅଟ୍ଟାଳିକାର ୨୨ ମହଲା କାନ୍ଥ ଧାରରେ ଦୁଇ ବନ୍ଧୁଙ୍କ ସହିତ
Read More...

ମଥୁରାରୁ ହଟିବ ମସ୍‌ଜିଦ!

ମଥୁରା: ଅଯୋଧ୍ୟାରେ ବାବରୀ ମସ୍‌ଜିଦ ଭଙ୍ଗାଯାଇ ଶ୍ରୀରାମ ମନ୍ଦିର ନିର୍ମାଣ କାର୍ୟ୍ୟ ଆରମ୍ଭ ସହିତ ମଥୁରାସ୍ଥିତ ଶ୍ରୀକୃଷ୍ଣ ଜନ୍ମସ୍ଥାନ ମନ୍ଦିର ନିକଟରେ ଥିବା ମସ୍‌ଜିଦ ହଟାଇବା ଅଭିଯାନ ଜୋର୍‌ ଧରିଛି। ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେବା ସଂସ୍ଥାନ ଓ ସାହି ଇଦ୍‌ଗା ପରିଚାଳନା କମିଟି ମଧ୍ୟରେ
Read More...

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ : କରୋନା ରୋଗୀଙ୍କ ଜୀବନ ବଞ୍ଚାଇବାରେ ରେମଡେସିଭିର ବିଫଳ

ୱାଶିଂଟନ: ଆମେରିକୀୟ କମ୍ପାନୀ ଗିଲିଆଡର ରେମଡେସିଭିର କରୋନା ରୋଗୀର ଜୀବନ ରକ୍ଷା କରିବାରେ ଅଧିକ ସକ୍ଷମ ନୁହେଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ନିକଟରେ ହୋଇଥିବା କ୍ଲିନିକାଲ୍ ପରୀକ୍ଷଣରୁ ଜଣାପଡିଛି ଯେ ରେମଡେସିଭିର ସାହାଯ୍ୟରେ କୋଭିଡ-୧୯ ରୋଗୀଙ୍କ ହସ୍ପିଟାଲରେ ରହିବା ଓ  ବଞ୍ଚିବାର
Read More...

ବର୍ଷା ବିତ୍ପାତ : ମହାରାଷ୍ଟ୍ରରେ ୨୭ ମୃତ , କର୍ଣ୍ଣାଟକ ସ୍ଥିତି ଗମ୍ଭୀର

ମୁମ୍ବାଇ: ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ପରେ ଏବେ ମହାରାଷ୍ଟ୍ରରେ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ଦୁଇ ଦିନ ହେଲା ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁ ୨୭ଜଣଙ୍କ ଜୀବନ ଗଲାଣି । ବ୍ୟାପକ ଅଂଚଳ ଜଳମଗ୍ନ ହୋଇ ରହିଥିବା ବେଳେ ଲକ୍ଷାଧିକ ଲୋକ ପାଣି ଘେରରେ ରହିଛନ୍ତି
Read More...

ଫୁଡ୍ ଡେଲିଭରି ଆପ୍‌ର ଲୋକପ୍ରିୟତା

ଆନ୍ଧ୍ରପ୍ରଦେଶର : ମହାମାରୀ ଅଧିକାଂଶଙ୍କ ଜୀବନଶୈଳୀକୁ ଏପାଖସେପାଖ କରିଦେଇଛି କହିଲେ ଚଳେ। ସେଣ୍ଟର ଫର୍ ମନିଟରିଙ୍ଗ ଇକୋନୋମି ଅନୁସାରେ, ଲକ୍-ଡାଉନ୍ ଘୋଷଣା ହେବାର ଠିକ୍ ପରେ ଏପ୍ରିଲ୍ ଶେଷ ସପ୍ତାହବେଳକୁ ୧.୨କୋଟି ଲୋକ ଚାକିରି ହରାଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଅନେକଙ୍କୁ ଚାକିରି
Read More...

୭୫ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଖାଦ୍ୟ ଓ କୃଷି ସଂଗଠନର ୭୫ତମ ବାର୍ଷିକୀ ପାଳନ ଅବସରରେ ଏକ ୭୫ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ। ଖାଦ୍ୟ ଓ କୃଷି ସଂଗଠନ ଦେଶର ଗରିବ ଶ୍ରେଣୀର ଲୋକମାନଙ୍କୁ ଅର୍ଥନୈତିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରାଇବା ସହ ସେମାନଙ୍କୁ ଉତ୍ତମ ପୁଷ୍ଟି ଯୋଗାଇ
Read More...