Browsing Category

ଅପରାଧ

ମୁଣ୍ଡ ବିହୀନ ମର ଶରୀରର ମିଳିଲା ସନ୍ଧାନ।ହତ୍ୟା କରିଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ

କାଲିମେଳା : କାଲିମେଳା ଥାନା ଅନ୍ତର୍ଗତ ଗତ ୧୪.୧୧.୨୦୨୪ ତାରିଖରେ ମିଳିଥିବା ମୁଣ୍ଡ ବିହୀନ ମୃତ ଶରୀରର ପରିଚୟ ମିଳିଲା, ହତ୍ୟା ହୋଇଥିବା ବ୍ୟକ୍ତି ର ନାମ ପଦିଆ ମାଡ଼କାମି (୪୭) ପିତା-ମୃତ ଗଙ୍ଗା ମାଡ଼କାମି ,ଗ୍ରାମ-ସୂର୍ଲୁକୋଣ୍ଡା, ଥାନା -ଅର୍କେଲ ଜିଲ୍ଲା-ମାଲକାନଗିରି। ତାଙ୍କୁ ଗତ ତା
Read More...

ବନ୍ଧା ହେଲା କୋଟିପତି ପିଏସ୍

ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ କୋଟିପତି ପ୍ରାଇଭେଟ୍ ସେକ୍ରେଟାରୀ (ପିଏସ୍‌) ବିରଞ୍ଚି ନାରାୟଣ ସାହୁଙ୍କୁ ଭିଜିଲାନ୍ସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ଏବେ ତାଙ୍କର ଜାମୀନ ଆବେଦନ ଅଗ୍ରାହ୍ୟ ହେବାକୁ ତାଙ୍କୁ
Read More...

ପିପିଲି ନିକଟରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ

ଭୁବନେଶ୍ୱର: ଏସଟିଏଫ୍ ପକ୍ଷରୁ ପିପିଲି- ନିମାପଡ଼ା ଓଭରବ୍ରିଜ ଉପରୁ ଏକ କେଜି ୪୮ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି । ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି କୁହାଯାଉଛି । ଏହି ମାମଲାରେ ଇମତାଜ ଖାନ୍ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବାର
Read More...

ବିଡା ବିଡା ଟଙ୍କା, ସୁନା ଅଳଙ୍କାର ଜବତ୍‌

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘର ସମେତ ୬ଟି ସ୍ଥାନରେ ଏକ ସମୟରେ ଚଢାଉ କରିଛି । ଚଢାଉ ବେଳେ ଭିଜିଲାନ୍ସ ବିଡା ବିଡା ଟଙ୍କା ଓ ସୁନା ଅଳଙ୍କାର ଜବତ କରିଛି । ଟଙ୍କା ଦେଖି ଭିଜିଲାନ୍ସ
Read More...

ବିଚାରପତିଙ୍କୁ ଅଟୋ ଚଢାଇ ହତ୍ୟା

ରାଞ୍ଚି: ଝାଡ଼ଖଣ୍ଡ ଧାନବାଦ ଜିଲ୍ଲା କୋର୍ଟର ଅତିରିକ୍ତ ବିଚାରପତି ଉତ୍ତମ ଆନନ୍ଦଙ୍କୁ ଦୁର୍ବୃତ ମାନେ ଅଟୋ ଚଢାଇ ହତ୍ୟା କରିବା ଘଟଣା ଦେଶରେ ଘୋର ଆଲୋଡନ୍ ସୃଷ୍ଟି ରକିଛି । ପୂର୍ବରୁ ପ୍ରାତଃ ଭ୍ରମଣରେ ଥିବା ବିଚାରପତିଙ୍କର ରାସ୍ତା ଦୃର୍ଘଟଣା ମୃତ୍ୟୁ ଘଟିଥିବା କୁହାଯାଇଥିଲେ ମଧ୍ୟ
Read More...

ଭିଜିଲାନ୍ସ ଜାଲରେ କିରାଣୀ

ସମ୍ବଲପୁର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଧନକଉଡା ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣିଙ୍କ ଦିଲିପ ଦେବ ଘର ଓ ଅଫିସିରେ ଭିଜିଲାନ୍ସ ଆଜି ଚଢାଉ କରିଛିି । ଭିଜିଲାନ୍ସ ଅଧିକାରୀଙ୍କ ସହ ୩ ଜଣ ଡିଏସପି, ୩ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀଙ୍କ ପକ୍ଷରୁ ଚଢାଉ କରାଯାଉଛି ।
Read More...

ବିଦ୍ୟାଭାରତୀଙ୍କ ଚତୁର୍ଥ ହାତ ଲେଖା ଚିଠିକୁ ନେଇ ଚର୍ଚ୍ଚା

ପାରଳାଖେମୁଣ୍ଡି: ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହୋଇପାରି ନଥିଲା ବେଳେ ପତ୍ନୀ ବିଦ୍ୟାଭାରତୀଙ୍କ ଆଉ ଏକ ହାତ ଲୋଖା ଚିଠି ଉଧାର ହୋଇଛି । ଏହି ଚିଠିରେ ତାଙ୍କ ମନ ଭିତରେ ଥିବା ଘୃଣା, ଅବଶୋସ, ବ୍ୟଥା, ବେଦନା, ପ୍ରତିହିଂସାର ଛାପ ସ୍ପଷ୍ଟ ବାରିହେଇ ପଡୁଛି
Read More...

ମୋବାଇଲକୁ ଲିଙ୍କ ପଠାଇ ଲୁଟିନେଲେ ଲକ୍ଷେ ୭୦ ହଜାର

ଭୁବନେଶ୍ୱର: ଆପଣଙ୍କ ଏସ୍‌ବିଆଇ ବ୍ୟାଙ୍କ ୟୋନୋ ଆକାଉଂଟ ସସ୍‌ପେଣ୍ଡ ହୋଇଯାଇଛି । ଅପଡେଟ୍ ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ । ଏହିଭଳି ମୋବାଇଲ୍‌କୁ ମେସେଜ୍ ପଠାଇ ସାଇବର ଠକ ଜଣେ ଯୁବକଙ୍କ ଆକାଉଂଟରୁ ପ୍ରାୟ ଲକ୍ଷେ ୭୦ ହଜାର ଟଙ୍କା ଚଳୁ କରିନେଇଛି । ଏନେଇ ସେ ପ୍ରଥମେ ଭୁବନେଶ୍ୱର
Read More...

ବିଦ୍ୟାଭାରତୀ ରହୁଥିବା ହଷ୍ଟେଲ ରୁମ୍ ସିଲ୍‌

ବଲାଙ୍ଗିର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତ୍‌ାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଅଧ୍ୟୟନ କରିଥିବା ବଲାଙ୍ଗିର ଲର୍କିପାର୍ଲି ସ୍ଥିତ ଏଲଆଇ ଟ୍ରେନିଂ ସେଣ୍ଟରରେ ପୋଲିସର ତଦନ୍ତ ଅରମ୍ଭ କରିଛି । ଟ୍ରେନିଂ ସେଣ୍ଟରର ନିର୍ଦ୍ଦେଶକଙ୍କ ସମେତ ଜୁନିୟର
Read More...

କେନ୍ଦ୍ରାପଡ଼ାରେ ପୋଲିସ୍ ଛାଉଣୀ

କେନ୍ଦ୍ରାପଡା : ପୋଲିସ୍ ଏନ୍‌କାଉଂଟରରେ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ନେଇ କେନ୍ଦ୍ରାପଡା ସହରରେ ଆଇନ୍‌ଶୃଙ୍ଖଳା ପରିସ୍ଥି୍‌ତି ବଜାୟ ରଖିବା ପାଇଁ ସମଗ୍ର ସହର ବହୁ ପଞ୍ଚାୟତ ଅଞ୍ଚଳରେ ୧୪୪ ଧାରା ଜାରୀ କରାଯିବା ସଙ୍ଗେ ସଙ୍ଗେ ୭ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୃତୟନ କରାଯାଇଛି ।
Read More...