Browsing Category

ରାଜ୍ୟ

ଚାକିରିରୁ ଡାକ୍ତର ବହିଷ୍କୃତ

ବଲାଙ୍ଗିର: ବେଆଇନ୍ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାର ପୂର୍ବତନ ଏସ୍‌ଡିଏମ୍‌ଓ ତଥା ଡାକ୍ତର ବାଚସ୍ପତି ଦାଶଙ୍କୁ ସିଡିଏମ୍‌ଓ ଆଜି ଚାକିରିରୁ ବହିଷ୍କାର କରିଛନ୍ତି । ପୁରୀ ଜିଲ୍ଲା ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରିଥିବା
Read More...

ରାଜ୍ୟରେ ପୁଣି ସଂକ୍ରମଣ ୬ହଜାରକୁ ଟପିଲା

ଭୁବନେଶ୍ୱର: ରାଜ୍ୟରେ ଗତ ୨ଦିନ ଧରି ମହାମାରୀ କରୋନା ସଂକ୍ରମଣ ୬ହଜାର ତଳକୁ ଖସିଥିବା ବେଳେ ଆଜି ପୁର୍ନ୍ନବାର ୬ହଜାର ଉପରକୁ ଅତିକ୍ରମ କରିଛି । ଆଜି ଦିନକରେ ରାଜ୍ୟରେ ୬ ହଜାର ୧୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩୩୯୭ ଜଣ ପଜିଟିଭ ଓ ସ୍ଥାନୀୟ
Read More...

ପୋଖରୀରେ ବୁଡି ୨ ଭଉଣୀଙ୍କ ମୃତ୍ୟୁ

ବାସୁଦେବପୁର: ଭଦ୍ରକ ଜିଲ୍ଲା ନାୟକାଣିଡ଼ିହି ଥାନା ବ୍ରଜାନନ୍ଦ ଗାଁରେ ପୋଖରୀରେ ବୁଡ଼ି ଦୁଇ ସଂପର୍କୀୟ ଭଉଣୀଙ୍କ ମୃତ୍ୟୁ ଘଟିଛି । ଏହି ଦୁଇ ଭଉଣୀଙ୍କ ନାଁ ବବଲି ବାରିକ ଓ ଲକ୍ଷ୍ମୀପ୍ରିୟା ଘଡ଼େଇ । ବବଲିଙ୍କୁ ୯ ବର୍ଷ ହୋଇଥିଲା । ସେହିପରି ଲକ୍ଷ୍ମୀପ୍ରିୟାଙ୍କୁ ୧୨ ବର୍ଷ ହୋଇଥିଲା ।
Read More...

ରାଜ୍ୟରେ କରୋନା ନେଲା ଆଉ ୪୫ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଆଉ ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦୮୦କୁ ବୃଦ୍ଧି ପାଇଛି । ୧୭ଟି ଜିଲ୍ଲାରୁ ଏହି ୪୫ ଜଣଙ୍କ ମୃତ୍ୟୁ ସୂଚନା ଆସିଥିବା ବେଳେ
Read More...

ଆସୁଛି ଆଉ ଏକ ଲଘୁଚାପ: ୧୦ରୁ ୧୪ ବର୍ଷିବ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ୟସ’ କ୍ଷୟକ୍ଷତିକୁ ୧୫ ଦିନ ନପୁରୁଣୁ ବଙ୍ଗୋପସାଗରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା କରାଯାଉଛି । ଏଥିପାଇଁ ରାଜ୍ୟ ସରକାର ଆଜି ସମସ୍ତ ଜିଲ୍ଲାପାଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେବା ସହ ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୧୦ରୁ ୧୪ ତରିଖ
Read More...

ଏୟାର ଆମ୍ବୁଲାନ୍ସରେ କୋଲକାତା ଗଲେ ଦେବାଶିଷ

କଟକ: ରାଜ୍ୟ ଭିଜିଲାନ୍ସ ଡିଜି ତଥା ବରିଷ୍ଠ ଆଇପିଏସ ଅଧିକାରି ଦେବାଶିଷ ପାଣିଗ୍ରାହୀ କରୋନା ଆକ୍ରାନ୍ତ ହେବା ପରେ ଅବସ୍ଥାରେ ଉନ୍ନତି ନଘଟିବାରୁ ଆଜି ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରରୁ କୋଲକାତା ନିଆଯାଇ ସେଠାରେ ଏକ୍‌ମୋ ଚିକିତ୍ସା କରାଯାଉଥିବା ଜଣା ପଡିଛି । ପ୍ରଥମେ ସେ
Read More...

ବାତ୍ୟାଂଚଳ କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ବାତ୍ୟା ‘ୟସ’ କ୍ଷୟକ୍ଷତି ଆକଳନ ପାଇଁ ସୋମବାର ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ପ୍ରଭାବିତ ଅଂଚଳ ପରିଦର୍ଶନ କରିଛନ୍ତି କେନ୍ଦ୍ରୀୟ ଟିମ୍ । କେନ୍ଦ୍ର କୃଷି ମନ୍ତ୍ରାଳୟ ନିର୍ଦ୍ଦେଶକ ବିପୁଲ କୁମାର ଶ୍ରୀବାସ୍ତବଙ୍କ ନେତୃତ୍ୱରେ ଅର୍ଥ ମନ୍ତ୍ରାଳୟର ସହନିର୍ଦ୍ଦେଶକ ବିପୁଲ କୁମାର
Read More...

ସହରାଂଚଳ ଉଠାଦୋକାନୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୨୬ କୋଟିର ପ୍ୟାକେଜ

ଭୁବନେଶ୍ୱର: ସହରାଂଚଳ ଉଠାଦୋକାନୀଙ୍କ ପାଇଁ ପ୍ୟାକେଜ ଘୋଷଣା । ୨୬ କୋଟି ୨୯ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ଲହର ଜନଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଛି । ଜୀବନଜୀବିକା ଉପରେ ଏହାର ପ୍ରଭାବ ସର୍ବାଧିକ ରହିଛି । ସଂକ୍ରମଣ ନିୟନ୍ତ୍ରଣ
Read More...

ବିଶ୍ୱ ପରିବେଶ ଦିବସ ପାଳିତ

ଯାଜପୁର : ବିଶ୍ୱ ପରିବେଶ ଦିବସ ଅବସରରେ ଦଶରଥପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଆଇଡିଆଲ୍ ୟୁଥ୍ ଆଣ୍ଡ୍ ଇକୋକ୍ଲବ, ଜାତୀୟ ସବୁଜବାହିନୀ (ଇକୋକ୍ଲବ) ଓ ଡ. ଅବ୍‌ଦୁଲ୍ କାଲାମ ସାଇନ୍ସ କ୍ଲବ୍‌ର ମିଳିତ ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । କରୋନା କଟକଣା ଅନୁପାଳନ ପୂର୍ବକ
Read More...

ଏଣିକି ଦରମା ପାଇଁ ଛୁଟି ଦିନରେ କରିବାକୁ ପଡିବନି ଅପେକ୍ଷା

ଭୁବନେଶ୍ୱର : କର୍ମଚାରୀଙ୍କ ପାଇଁ ଆସିଲା ଖୁସିଖବର । ସପ୍ତାହର ଶେଷ ଦିନରେ ବି ଆସିବ ସାଲାରୀ । ଏବେ ଆଉ ଆପଣଙ୍କ ଦରମା ପାଇଁ ଆପଣଙ୍କୁ ଶନିବାର ଏବଂ ରବିବାର ଅର୍ଥାତ ସପ୍ତାହ ଶେଷ ହେବାର ଅପେକ୍ଷା କରିବାକୁ ପଡିବ ନାହିଁ । ନ୍ୟାସନାଲ୍ ଅଟୋମେଟେଡ୍ କ୍ଲିୟରିଂ ହାଉସ ବା ଏନଏସିଏଚ୍ ନିୟମରେ
Read More...