Browsing Category

ରାଜ୍ୟ

କୋଭିଡ୍ ଟିକା ନେଲେ ସଂକ୍ରମଣରୁ ୮୦% ସୁରକ୍ଷିତ

ଭୁବନେଶ୍ୱର: କୋଭିଡ ଟିକାର ଦୁଇଟି ଡୋଜ ନେଲେ କୋଭିଡ ସଂକ୍ରମଣରୁ ୮୦ ପ୍ରତିଶତ ସୁରକ୍ଷିତ ରହିବେ । ସେହିପରି ଯଦି ସଂକ୍ରମଣ ହୁଏ, ତେବେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ସୁରକ୍ଷିତ ରହିବ । ଏହାସହ ବିଶେଷ ଗୁରୁତର ହେବେନି । ତେଣୁ ସମସ୍ତେ ଟିକା ନେବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି…
Read More...

ପୁଣି ବଢିଲା ପେଟ୍ରୋଲ, ଡିଜେଲ: ମାଲକାନଗିରିରେ ୧୦୦ ଟପିଲା

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ୍‌ର ଦୈନଦିନ ମୂଲ୍ୟ ବୃଦ୍ଧି ଫଳରେ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧୦୦ ଟଙ୍କା ଟପିଯାଇଛି । ତୈଳ କମ୍ପାନିମାନେ ଆଜି ପୁଣିଥରେ ପେଟ୍ରୋଲ ଲିଟର ପିଛା ୨୮ ରୁ ୨୯ ପଇସା ଓ ଡିଜେଲ ଲିଟର ପିଛା ୩୦ରୁ ୩୧ ପଇସା ବୃଦ୍ଧି…
Read More...

ରାଜ୍ୟରେ ଜବତ୍ ‘ଫାବିପିରାଭିର’ଔଷଧ ଭେଜାଲ୍‌

ଭୁବନେଶ୍ୱର: ନିକଟରେ ରାଜ୍ୟରେ ଜବତ ହୋଇଥିବା ୧୭୦ ପେଟି ‘ଫାବିପିରାଭିର’ ଔଷଧ ଭେଜାଲ ବୋଲି ଡ୍ରକ୍ସ କଂଟ୍ରୋଲର ଅର୍ନ୍ନଦାଶଙ୍କର ଦାସ କହିଛନ୍ତି । ଗଣ ମାଧ୍ୟମକୁ ଏହି ସୂଚନା ଦେଇ ଶ୍ରୀ ଦାସ କହିଛନ୍ତି ଯେ, ଏହି ଔଷଧ ଗୁଡିକ ନକଲି ବୋଲି ପୂର୍ବରୁ ହରିୟାନା ଓ ମହାରାଷ୍ଟ୍ର ସରକାର ସୂଚନା…
Read More...

ଲାଲ୍ ବଳୟରେ ୭ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ଲହର କ୍ରମାଗତ ଭାବେ ହ୍ରାସ ପାଉଥିବା ବେଳେ ଦୈନଦିନ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁ ନାହିଁ । ଅନ୍ୟପକ୍ଷରେ ଗତ ଦୁଇ ଦିନ ମଧ୍ୟରେ ରାଜ୍ୟରେ ସଂକ୍ରମଣ ୫ହଜାର ତଳକୁ ହ୍ରାସ ପାଇଥିଲା ବେଳେ ସଂକ୍ରମଣ ହାର ୭% ତଳକୁ ଖସିଛି । ମାତ୍ର ୬ଟି…
Read More...

୧୬ରୁ ଖୋଲିବ ଐତିହ୍ୟ ସ୍ଥଳ

ଭୁବନେଶ୍ୱର: ମହାମ।।ରୀ କରୋନା ସଂକ୍ରମଣ ଯୋଗୁଁ ବନ୍ଦ ଥିବା ଐତିହ୍ୟସ୍ଥଳ ଗୁଡିକ ଆସନ୍ତା ୧୬ ତାରିଖ ଅର୍ଥାତ ବୁଧବାରଠାରୁ ଖୋଲିବ । ଏେ ନେଇ ଏଏସ୍‌ଆଇ ଆଜି ବିଜ୍ଞପ୍ତି ଜାରୀ କରିଛି । କରୋନା ସଂକ୍ରମଣ ପାଇଁ ଗତ ଏପ୍ରିଲ ୧୫ରୁ ରାଜ୍ୟର ପ୍ରମୁଖ ଐତିହ୍ୟସ୍ଥଳୀଗୁଡ଼ିକ ବନ୍ଦ ରହିଛି । ତେବେ…
Read More...

‘ଚତୁର୍ଥ ସେରୋ ସର୍ଭେରେ ସାମିଲ ହେବେ ୬ ବର୍ଷରୁ ଅଧିକ ବୟସ୍କ ପିଲା’

ଭୁବନେଶ୍ୱର : ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେରେ ସାମିଲ ହେବେ ୬ ବର୍ଷରୁ ଅଧିକ ବୟସ୍କ ପିଲା । ଏହି ସର୍ଭେ ଦେଶର ୭୦ଟି ଜିଲ୍ଲାରେ ହେବ । ଏଥିରେ ଓଡ଼ିଶାର ୩ଟି ଜିଲ୍ଲା ଅଛି । ଏନେଇ ସୂଚନା ଦେଇଛନ୍ତି ଜଗଜଉର ନିର୍ଦେଶିକା ସଂଘମିତ୍ରା ପତି ।ଆସନ୍ତା ୧୬ କିମ୍ବା ୧୭ ତାରିଖରୁ ଆରମ୍ଭ ହେବ…
Read More...

୪ ଝିଅ ଓ ପତ୍ନୀଙ୍କୁ ହାଣିଲା ବାପା: ଜଣେ ଝିଅର ମୃତ୍ୟୁ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଗୋବିନ୍ଦପୁର ଥାନା ଅନ୍ତଗର୍ତ ଗଡ଼ପୋଷ ଫାଣ୍ଡି ଯୌତୁକ ବାହାଲ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ବାପ ତାର ୪ଝିଅ ଓ ପତ୍ନୀର ଗଳାକାଟି ହତ୍ୟା ଉଦ୍ୟମ କରିଥିବା ବେଳେ ନିଜେ ଗଳାକାଟି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ସମଗ୍ର ଅଞ୍ଚଳରେ ଘୋର ଆଲୋଡନ ସୃଷ୍ଟି…
Read More...

ଚିନ୍ତା ବଢାଇଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହରରେ ରାଜ୍ୟରେ ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିଲା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି । ଏବେ ସରକାରଙ୍କ ଚିନ୍ତା ବଢାଇଦେଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬,…
Read More...

ଚଳିତ ବର୍ଷ ହେବ ୟୁଜି ଓ ପିଜି ପରୀକ୍ଷା !

ଭୁବନେଶ୍ୱର: ଚଳିତବର୍ଷ ପ୍ରାୟତଃ ୟୁଜି ପିଜି ପରୀକ୍ଷା ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟରେ ଅନୁଷ୍ଠିତ ବିଭିନ୍ନ ବିଶ୍ୱ ବିଦ୍ୟାଳୟର କୁଳପତିମାନଙ୍କ ସହ ଆଲୋଚନା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସାହୁ ଏହି ସୂଚନା…
Read More...

ଅମାନିଆଙ୍କ ଠାରୁ ଆଦାୟ ହେଲାଣି ସାଢ଼େ ୧୪ କୋଟି

ଭୁବନେଶ୍ୱର: କରୋନା ଭାଇରସର ଦ୍ୱିତୀୟ ଲହର ଯୋଗୁ ରାଜ୍ୟରେ ଲକଡାଉନ୍ ଜାରି ରହିଛି । ତେବେ ଏହି ଲକଡାଉନକୁ କିଛି ଲୋକେ ମାନୁନଥିବା ଦେଖିବାକୁ ମିଳିଛି । ଯେଉଁ ଅମାନିଆ ନିୟମ ଭାଙ୍ଗୁଛନ୍ତି, ସେମାନଙ୍କଠାରୁ ଜୋରିମାନା ଆଦାୟ କରାଯାଉଛି । ଗତ ୨ ମାସ ମଧ୍ୟରେ ଅମାନିଆ ସାଢ଼େ ୧୪ କୋଟି ଜୋରିମାନା…
Read More...